BN

ବିଜୁଳି ଓ ଘଡ଼ଘଡ଼ି

 ବିଜୁଳି ଓ ଘଡ଼ଘଡ଼ି

ଯାକୁବ ୨:୧୪-୨୬


ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ଵାସ ଦେଖାଇବି ।

(ଯାକୁବ ୨:୧୮)


ଆକାଶରେ ବିଜୁଳି ମାରିଲେ ତା'ପରେ ପରେ ଘଡ଼ଘଡ଼ି ଶବ୍ଦ ଶୁଭିବ ବୋଲି ଆମେ ଜାଣୁ । ବିନା ବିଜୁଳିରେ ଘଡ଼ଘଡ଼ି ଶବ୍ଦ ଆଦୌ ଶୁଭିବ ନାହିଁ । କାରଣ ଗୋଟିଏ ଅନ୍ୟଟିକୁ ଉତ୍ପନ୍ନ କରିଥାଏ ।


ବିଶ୍ଵାସ କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି । ଯେପରି ବିଜୁଳି ମାରିବା ଦ୍ୱାରା ଘଡ଼ଘଡ଼ି ଶବ୍ଦ ଉତ୍ପନ୍ନ ହୁଏ, ଠିକ୍ ସେହିପରି ପ୍ରକୃତ ବିଶ୍ଵାସରୁ ଉତ୍ତମ ଆଚରଣ ଓ ଉତ୍ତମ କାର୍ଯ୍ୟ ପ୍ରକାଶିତ ହୁଏ । ଏଫିସୀୟ ମଣ୍ଡଳୀ ନିକଟକୁ ଲିଖିତ ପତ୍ରରେ ପାଉଲ ଦୃଢ଼ଭାବେ କହନ୍ତି, "ଅନୁଗ୍ରହରେ ବିଶ୍ଵାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, କ୍ରିୟାକର୍ମ  ହେତୁ ନୁହେଁ" (ଏଫି ୨:୮,୯)


କିନ୍ତୁ ଯାକୁବ କହନ୍ତି, "ମନୁଷ୍ୟ କେବଳ ବିଶ୍ଵାସ ଦ୍ୱାରା ଧାର୍ମିକ ଗଣିତ ହୁଏ ନାହିଁ, ମାତ୍ର କର୍ମ ଦ୍ୱାରା ମଧ୍ୟ ଧାର୍ମିକ ଗଣିତ ହୁଏ" (ଯାକୁବ ୨:୨୪) । କିନ୍ତୁ ଏହା ଦ୍ୱାରା ସେ ଆଦୌ ଅସ୍ବୀକାର କରୁ ନାହାନ୍ତି ଯେ, ବିଶ୍ଵାସ ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇଥାଉ, କାରଣ ସେ ଅବ୍ରହାମଙ୍କ ବିଷୟ ଉଲ୍ଲେଖ କରି କହନ୍ତି ଯେ, "ଅବ୍ରହାମ ଈଶ୍ବରଙ୍କଠାରେ ବିଶ୍ଵାସ କଲେ ଓ ତାହାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା" (୨୧ ପଦ ) ।


ପାଉଲ ମଧ୍ୟ କାର୍ଯ୍ୟର ଗୁରୁତ୍ୱକୁ ଅସ୍ବୀକାର କରି ନାହାନ୍ତି, କାରଣ ଏଫିସୀ ୨:୧୦ ରେ ସେ କହନ୍ତି, "ସମସ୍ତ ପ୍ରକାରର ସତ୍ କାର୍ଯ୍ୟ" କରିବା ନିମନ୍ତେ ଆମେ ପରିତ୍ରାଣ ପାଇଅଛୁ । ଆପଣଙ୍କ ଜୀବନରେ 'ବିଜୁଳି' ସ୍ଵରୂପ ବ୍ୟକ୍ତିଗତ ବିଶ୍ଵାସ କ'ଣ ଘଡ଼ଘଡ଼ିରୂପକ 'ଉତ୍ତମ କାର୍ଯ୍ୟ' ଉତ୍ପନ୍ନ କରୁଅଛି ? କାରଣ ଏକର ବିନା ଆନର ସ୍ଥିତି ହିଁ ନାହିଁ, ଯେହେତୁ "କର୍ମ ବିନା ବିଶ୍ଵାସ ମୃତ" (ଯାକୁବ ୨:୨୬) ।

ମୃଦୁ ପ୍ରରୋଚନା

 ମୃଦୁ ପ୍ରରୋଚନା

ମାର୍କ ୧୨:୨୮-୩୪

ସେ ବୁଦ୍ଧି ସହିତ ଉତ୍ତର ଦେଇଛନ୍ତି ଦେଖି ଯୀଶୁ ତାଙ୍କୁ କହିଲେ, "ଈଶ୍ଵରଙ୍କ ରାଜ୍ୟଠାରୁ ତୁମେ ଦୂରବର୍ତ୍ତୀ ନୁହଁ" (ମାର୍କ ୧୨:୩୪)


ବ୍ୟବସାୟରେ ସଫଳ ହେବା ନିମନ୍ତେ ଆଜିକାଲି ଯେଉଁ ଲୋକମାନେ ଗ୍ରାହକ ମାନଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରନ୍ତି, ସେମାନଙ୍କ ପ୍ରତି ମୁଁ ଅତ୍ୟନ୍ତ ନକରାର୍ତ୍ମକ ବ୍ଯବହାର ପ୍ରଦର୍ଶନ କରେ । କାରଣ ସେମାନଙ୍କର ବ୍ୟବହାର ମତେ ପସନ୍ଦ ଲାଗେ ନାହିଁ । ଅଣବିଶ୍ବାସୀମାନେ ଠିକ୍ ମୋ' ସଦୃଶ୍ୟ ପ୍ରତିକ୍ରିୟା ଖ୍ରୀଷ୍ଟିଆନମାନଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରନ୍ତି, କାରଣ ଖ୍ରୀଷ୍ଟିଆନମାନେ ପରିତ୍ରାଣକର୍ତ୍ତା ରୁପେ ଯୀଶୁଙ୍କ ଠାରେ ବିଶ୍ଵାସ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେବାକୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରନ୍ତି ।

ଆମର ପ୍ରଭୂ ଆମକୁ ଏକ ସୁନ୍ଦର ଉପାୟ ଶିଖାଇଲେ । ସେ ଧୈର୍ଯ୍ୟର ସହ ସତ୍ୟ ଶିକ୍ଷା ଦେଲେ, ଜାଣିଶୁଣି ଅବିଶ୍ବାସ କରିବାର ଗୁରୁତର ପରିଣାମ ବିଷୟ ସରଳ ଭାବେ ଘୋଷଣା କଲେ, ଆଉ ପାପରେ  ହଜି ଯାଇଥିବା ଲୋକମାନଙ୍କୁ ପରିତ୍ରାଣ ନିମନ୍ତେ ତାଙ୍କ ନିକଟକୁ ଆସିବା ପାଇଁ କୋମଳ ଭାବରେ ନିମନ୍ତ୍ରଣ ଜଣାଇଲେ। ଯେଉଁ ଶାସ୍ତ୍ରୀ ଯୀଶୁଙ୍କ ନିକଟକୁ ଗୋଟିଏ ପ୍ରଶ୍ନର ଉତ୍ତର ଜାଣିବାକୁ ଆସିଥିଲେ, ସେ ଯୀଶୁଙ୍କ ଉତ୍ତରରେ ସନ୍ତୁଷ୍ଟ ହେଲେ ( ମାର୍କ ୧୨:୨୮-୩୪)

ସେ ଅନ୍ୟ ଶାସ୍ତ୍ରୀମାନଙ୍କ ଭଳି ନ ହୋଇ ଯୀଶୁଙ୍କ ପ୍ରଂଶସା କଲେ। ତାଙ୍କ ନିମନ୍ତେ କେବଳ ଗୋଟାଏ ବିଷୟ ଥିଲା - ଯୀଶୁଙ୍କୁ ମଶୀହ ରୂପେ ସ୍ଵୀକାର କରି ତାଙ୍କଠାରେ ଭରସା ସ୍ଥାପନ କରିବା । ଏଣୁ ପ୍ରଭୂ ତାଙ୍କୁ ଉତ୍ସାହ ଦେଇ  କହିଲେ "ଈଶ୍ଵରଙ୍କ ରାଜ୍ୟଠାରୁ ତୁମେ ଦୂରବର୍ତ୍ତୀ ନୁହଁ" (୩୪ ପଦ)


ଯୀଶୁଙ୍କର ଏହି କାର୍ଯ୍ୟରୁ ଆମେ ଶିକ୍ଷା ଲାଭ କରୁ। ଆମର କାର୍ଯ୍ୟ ହେଉଛି, ପ୍ରେମରେ ସତ୍ୟ ପ୍ରକାଶ କରିବା, ଯେପରି ଲୋକମାନେ ସ୍ପଷ୍ଟ ରୁପେ ଜାଣିବେ ଯେ ପରିତ୍ରାଣ ପାଇବା ନିମନ୍ତେ ସେମାନଙ୍କୁ କ'ଣ କରିବାକୁ ହେବ । ଏହାପରେ ଈଶ୍ଵରଙ୍କ ଆତ୍ମା ଅବଶିଷ୍ଟ କାର୍ଯ୍ୟ  ସାଧନ କରିବେ। ଆମେ ଲୋକ ମାନଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବା ନାହିଁ। କିନ୍ତୁ ସେମାନେ ଯୀଶୁଙ୍କ ବିଷୟ ଯେପରି ସ୍ପଷ୍ଟ ରୂପେ ଜାଣିପାରିବେ, ଏହି ବିଷୟରେ ଆମେ ନିଶ୍ଚିତ ହେବା ଆବଶ୍ୟକ।


ଅବ୍ୟାହତ ରଖିବା

 ଅବ୍ୟାହତ ରଖିବା

ଏବ୍ରୀ ୧୧:୮-୧୬

କାରଣ ଏଠାରେ ଆମ୍ଭମାନଙ୍କର ଚିରସ୍ଥାୟୀ ନଗର ନାହିଁ, କିନ୍ତୁ ଆମ୍ଭେମାନେ ଆଗାମୀ ନଗରର ଅନ୍ଵେଷଣ କରୁଅଛୁ (ଏବ୍ରୀ ୧୩:୧୪)


ଆପଣ କାହାଣୀଗୁଡ଼ିକ ଅବ୍ୟାହତ ରହିବା ପସନ୍ଦ କରନ୍ତି କି? ମନେକରନ୍ତୁ, ଆପଣ ଗୋଟିଏ ପତ୍ରିକାର ପ୍ରବନ୍ଧ ପଢୁଛନ୍ତି କିମ୍ବା ଅଧଘଣ୍ଟା ଧରି ଗୋଟିଏ ଟେଲିଭିଜନ କର୍ଯ୍ୟକର୍ମ ଦେଖୁଛନ୍ତି, ପୁଣି ଆପଣ ଏପରି ଏକ ସ୍ଥାନରେ ପହଞ୍ଚିଛନ୍ତି, ଯେଉଁଠାରେ ନାୟକ ନିଜର ପ୍ରେମିକାକୁ ବଞ୍ଚାଇବା ପାଇଁ ପାଣି ଭିତରକୁ ଡେଇ ପଡ଼ିଛି। ଏହାପରେ, "ଏହାପରେ କାହାଣୀଟି ଅବ୍ୟାହତ ରହିଛି" ଏହି ବାକ୍ୟ ସତ୍ୟ ସହିତ ଆପଣଙ୍କୁ ଉତ୍କଣ୍ଠା ମଧ୍ୟରେ ଛାଡ଼ି ଦିଆଯାଇଛି। କିପରି ନୈରାଶଜନକ ବିଷୟ ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ ସମାଧିଫଳକ ଉପରେ ଲେଖାଯାଇଥିବା ବିଷୟଟି ପ୍ରତି ମୋର ଏକ ଭିନ୍ନ ପ୍ରତିକ୍ରିୟା ରହିଛି।"


ହଁ... ଏହି ଜୀବନ ଜୀବନ ପୁସ୍ତକର ପ୍ରଥମ ଅଧ୍ୟାୟ  ବ୍ୟତୀତ ଅନ୍ୟ କିଛି ନୁହେଁ। ସେହି ଅଧ୍ୟାୟଟି ଦୀର୍ଘ ହେଉ କିମ୍ବା ସଂକ୍ଷିପ୍ତ ହେଉ.. ଏହା ଶେଷ ନୁହେଁ, ମାତ୍ର ଏହା ଅବ୍ୟାହତ ରହିଥାଏ। ବିଶ୍ବାସୀ ପାଇଁ ଏହା ପ୍ରଭୁଙ୍କ ସହିତ ସ୍ୱର୍ଗରେ ଅବ୍ୟାହତ ରହିବ। ଅଧ୍ୟାୟଗୁଡ଼ିକ ମଧ୍ୟରେ କୌଣସି ଅନ୍ତରାୟ ନାହିଁ, ଆପଣଙ୍କୁ ପରବର୍ତ୍ତୀ ମାସର କିସ୍ତି ଟଙ୍କା ପାଇଁ କିମ୍ବା ଶେଷ ଅଧ୍ୟାୟ ଶୁଣିବା ପାଇଁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଦୁଇ ଅଧ୍ୟାୟଟି କୌଣସି ପ୍ରତିବନ୍ଧକ ବିନା ପ୍ରଥମଟିକୁ ଅବ୍ୟାହତ ରଖିଅଛି। 'କାରଣ ଶରୀର ଠାରୁ ଦୂରରେ ବାସ କରି, ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମ୍ଭମାନଙ୍କର ଅଧିକ ସନ୍ତୋଷ' (ଦ୍ଵି କରନ୍ତୀ ୫:୮)


ଆପଣଙ୍କ ପାଇଁ ପରବର୍ତ୍ତୀ ଅଧ୍ୟାୟଟି କ'ଣ ହେବ? ଏହା ଶୀଘ୍ର କିମ୍ବା ବିଲମ୍ୱରେ ଲେଖାଯିବ, ଏହା ସ୍ବର୍ଗରେ କିମ୍ବା ନର୍କରେ ଲେଖାଯିବ। ମନେରଖନ୍ତୁ, ଯେତେବେଳେ ଆପଣଙ୍କର ମୃତ୍ୟୁଭୋଗର ସମୟ ଆସିବ, ସେତେବେଳେ ତାହା ଶେଷ ବୋଲି ଭାବନ୍ତୁ ନାହିଁ। ଆପଣଙ୍କ କାହାଣୀ "ଅବ୍ୟାହତ ରହିବ" ମାତ୍ର କେଉଁଠାରେ?

प्रलोभन

The Temptation  


जैसे कि तैयारी की अंतिम परीक्षा से गुजरते हुए, यीशु की जंगल में शैतान द्वारा परीक्षा ली गई थी। मत्ती द्वारा प्रलोभनों के तीन विशिष्ट भागों को सूचीबद्ध किया गया है। वे परिचित हैं क्योंकि हम एक ही तरह के प्रलोभनों का सामना करते हैं। जैसा कि सूचि दिखाती है, प्रलोभन अक्सर एक वास्तविक आवश्यकता और एक संभावित संदेह का संयोजन होता है जो एक अनुचित इच्छा पैदा करता है। यीशु प्रलोभन का सामना करने के लिए पवित्रशास्त्र को जानने और लागू करने के महत्व और प्रभावशीलता दोनों को प्रदर्शित करता है।  

प्रलोभनवास्तविक जरूरतें प्रलोभन के आधार के रूप में उपयोग की जाती हैंसंभावित संदेह जो प्रलोभनों को वास्तविक बनाते हैंसंभावित कमजोरियां का शैतान ने फायदा उठाने की कोशिश कीयीशु के उत्तर
रोटी उत्पन्न करो
शारीरिक जरूरत: भूखक्या परमेश्वर भोजन प्रदान करेगा?भूख, अधीरता, "अपने पुत्रत्व को सिद्ध करने" की आवश्यकताव्यवस्थाविवरण 8:3 "परमेश्वर पर निर्भर" मुख्या बात : परमेश्वर का उद्देश्य
परमेश्वर द्वारा आपको बचाना (गलत तरीके से लागू किए गए पवित्रशास्त्र पर आधारित, भजन 91:11, 12)भावनात्मक आवश्यकता: सुरक्षाक्या परमेश्वर रक्षा करेगा?गर्व, असुरक्षा, परमेश्वर को परखने की जरूरत हैव्यवस्थाविवरण 6:16 "परमेश्वर की परीक्षा मत करो" मुख्या बात : परमेश्वर की योजना
मेरी आराधना करो! (शैतान)मनोवैज्ञानिक आवश्यकता: महत्व, शक्ति, उपलब्धिक्या परमेश्वर प्रभुता करता है ?त्वरित शक्ति की इच्छा, आसान समाधान, परमेश्वर के साथ समानता साबित करने की आवश्यकताव्यवस्थाविवरण 6:13 "बुराई से कोई समझौता नहीं" मुख्या बात : परमेश्वर का व्यक्ति

Source: NIV Life Application Study Bible .

ଭରସା ହିଁ ଉପାସନାର ଆଧାର

 ଭରସା ହିଁ ଉପାସନାର ଆଧାର

ଆଦି ୨୨:୧-୧୯

ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁ ଓ ବାଳକ ଦୁହେଁ….. ଆରାଧନା କରି ପଛେ ତୁମ୍ଭ ମାନଙ୍କ ନିକଟକୁ ଫେରି ଆସିବା (ଆଦି୨୨:୫)


ସମଗ୍ର ବାଇବେଲରେ ପ୍ରଥମ ଥର ପାଇଁ ଏହି ଶବ୍ଦ 'ଆରାଧନା' ଆଜିର ଶାସାଂଶରେ ଦେଖିବାକୁ ମିଳେ। ଈଶ୍ବରଙ୍କ ଆଦେଶରେ ଅବ୍ରାହାମ, ନିଜ ପୁତ୍ରଙ୍କୁ ବଳି ରୂପେ ଉତ୍ସର୍ଗ କରିବାକୁ ନିଜ ପୁତ୍ର ଓ ଦାସ ମାନଙ୍କ ସହିତ ମୋରରିୟା ପର୍ବତକୁ ଯାତ୍ରା କଲେ। ପର୍ବତର ପାଦ ଦେଶରେ ସେ ଦାସ ମାନଙ୍କୁ ଛାଡ଼ି ଦେଲେ ଏବଂ କହିଲେ,' ତୁମ୍ଭେମାନେ ଗଧ ସହିତ ଏହି ସ୍ଥାନରେ ଥାଅ ଏବଂ ଆମ୍ଭେ ଦୁହେଁ ପର୍ବତ ଉପରେ ଏକ ବେଦୀ ନିର୍ମାଣ କରି, ବଳିଦାନ ଉତ୍ସର୍ଗ କଲାପରେ ଫେରି ଆସିବୁ।

ଯେତେବେଳେ ଅବ୍ରହମ୍ ଦାସ ମାନଙ୍କୁ କହିଲେ, ଯେ 'ଆମ୍ଭେ ଦୁହେଁ ଫେରି ଆସିବୁ', ସେତେବେଳେ ଈଶ୍ବରଙ୍କ ଉପରେ ଅବ୍ରାହାମଙ୍କର ମନରେ କି ପ୍ରକାର ଦୃଢ଼ ବିଶ୍ବାସ ଥିଲା ତାହା ପ୍ରକାଶିତ ହୁଏ। ଯେଉଁ ଈଶ୍ବର ନିଜର ଏକମାତ୍ର ପୁତ୍ରଙ୍କୁ ବଳି ଦେବା ପାଇଁ  ତାଙ୍କୁ କହିଥିଲେ, ସେ ଯେ ତାଙ୍କ ପୁତ୍ରଙ୍କୁ ପୁର୍ନଜୀବିତ କରିପାରିବେ ଏହି ବିଶ୍ୱାସ ତାଙ୍କର ଥିଲା। ସେତେବେଳେ ଅବ୍ରାହାମଙ୍କୁ  ଯଦି ପଚରା ଯାଇଥାନ୍ତା ଯେ, ଈଶ୍ବରଙ୍କର ସମ୍ୱନ୍ଧରେ ତୁମ୍ଭର ଧାରଣା କ'ଣ କିମ୍ବା 'ଈଶ୍ୱରଙ୍କୁ ତୁମେ କିପରି ଦେଖୁଛ,' ବୋଧହୁଏ ସେ ଏ ପ୍ରକାର ଉତ୍ତର ଦେଇଥା 'ନ୍ତେ' ଈଶ୍ଵର ତାଙ୍କର  ପ୍ରତିଜ୍ଞା  ରକ୍ଷା କରିବାରେ ବିଶ୍ବସ୍ତ। ସେ ଯେତେବଳେ ମତେ ପ୍ରତିଜ୍ଞା କରିଛନ୍ତି ଯେ, ମୋର ବଂଶ ବାଲୁକା ନ୍ୟାୟ ହେଵ, ତା' ହେଲେ ଯଦିବା ଇସ୍‍ହାକଙ୍କୁ ବଳି ଦେବାକୁ ପଡେ, ନିଃସନ୍ଦେହରେ ସେ ତାକୁ ପୂର୍ନଜୀବିତ  କରିବେ। ସର୍ବଶକ୍ତିମାନ ଈଶ୍ବରଙ୍କ  ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି' (ଏବ୍ରୀ ୧୧: ୧୭-୧୮) 

ଆଉ ଏକ ବିଷୟ ଲକ୍ଷ୍ୟ କରିବାର ବିଷୟ ହେଉଛି, ଯଦ୍ୟପି ଈଶ୍ଵର ତାଙ୍କୁ ତାଙ୍କର ଏକମାତ୍ର ପୁତ୍ରଙ୍କୁ ବଳି ରୂପେ ଉତ୍ସର୍ଗ କରିବା ପାଇଁ ଆଦେଶ ଦେଇଥିଲେ, ଏହା କୌଣସି ମତେ ତାଙ୍କର ଈଶ୍ବର ଉପାସନାର ଆକାଂକ୍ଷାକୁ ଊଣା କରିପାରି ନ ଥିଲା, କାରଣ ଯାହାକୁ ସେ ଉପାସନା କରୁଥିଲେ, ତାହାଙ୍କୁ ସେ ଅତ୍ୟନ୍ତ ଭଲରୁପେ ଜାଣିଥିଲେ ଓ ତାହାଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ଓ ଭରସା ଥିଲା। ଆପଣ ଈଶ୍ବରଙ୍କୁ କେଉଁପରି ଦେଖନ୍ତି?

बरनबास

Barnabas

प्रत्येक समूह को एक "प्रोत्साहक" की आवश्यकता होती है क्योंकि हर किसी को किसी न किसी समय प्रोत्साहन की आवश्यकता होती है। हालांकि, प्रोत्साहन के मूल्य को अक्सर याद किया जाता है क्योंकि यह सार्वजनिक होने के बजाय निजी होता है। वास्तव में, लोगों को सबसे अधिक प्रोत्साहन की आवश्यकता तब होती है जब वे सबसे अधिक अकेला महसूस करते हैं। यूसुफ नाम का एक व्यक्ति इतना प्रोत्साहित करने वाला था कि उसने यरूशलेम के ईसाइयों से "प्रोत्साहन का पुत्र" या बरनबास उपनाम अर्जित किया।

बरनबास उन लोगों की ओर आकर्षित हुआ जिन्हें वह प्रोत्साहित कर सकता था, और वह अपने आस-पास के लोगों के लिए बहुत मददगार था। यह आनंदमय है कि बरनबास ने ईसाइयों को जो कुछ भी प्रोत्साहित किया, गैर-ईसाई विश्वासी बनने के लिए उमड़ पड़े!

बरनबास के कार्य प्रारंभिक चर्च के लिए महत्वपूर्ण थे। एक तरह से, हम उसे अधिकांश नए नियम के लिए धन्यवाद दे सकते हैं। परमेश्वर ने एक समय पर पौलुस के साथ और दूसरे समय पर मरकुस के साथ अपने रिश्ते का इस्तेमाल इन दोनों लोगों को चलते रहने के लिए किया, जब दोनों में से कोई भी असफल हो सकता था। बरनबास ने उत्साह से चमत्कार किए!

जब पौलुस अपने परिवर्तन के बाद पहली बार यरूशलेम आया, तो स्थानीय ईसाई उसका स्वागत करने के लिए अनिच्छुक थे। उन्होंने सोचा कि उसकी कहानी अधिक ईसाइयों को पकड़ने की एक चाल थी। लेकिन बरनबास ने पौलुस से मिलने के लिए अपनी जान जोखिम में डालने और फिर दूसरों को यह समझाने के लिए तैयार किया कि उनका पूर्व शत्रु अब यीशु में एक जीवंत विश्वासी था। हम केवल आश्चर्य कर सकते हैं कि बरनबास के बिना पौलुस के साथ क्या हुआ होगा।

बरनबास ने ही मरकुस को अपने साथ और पौलुस को अन्ताकिया जाने के लिए प्रोत्साहित किया। मरकुस उनकी पहली मिशनरी यात्रा में उनके साथ शामिल हुए, लेकिन यात्रा के दौरान घर लौटने का फैसला किया। बाद में, बरनबास मरकुस को उनके साथ एक और यात्रा के लिए आमंत्रित करना चाहता था, लेकिन पौलुस सहमत नहीं था। परिणामस्वरूप, साझेदार अलग-अलग रास्ते चले गए, बरनबास का धैर्यपूर्ण प्रोत्साहन मरकुस की अंतिम सेवकाई की प्रभावशीलता के लिए एक बहुत बड़ा प्रोत्साहन था। बाद में मिशनरी प्रयासों में पौलुस और मरकुस फिर से मिल गए।

जैसा कि बरनबास का जीवन दिखाता है, हम शायद ही कभी ऐसी स्थिति में होते हैं जहाँ कोई ऐसा नहीं होता जिसे हम प्रोत्साहित कर सकें। हालाँकि, हमारी प्रवृत्ति इसके बजाय आलोचना करने की है। कभी-कभी किसी की कमियों को इंगित करना महत्वपूर्ण हो सकता है, लेकिन इससे पहले कि हमें ऐसा करने का अधिकार हो, हमें प्रोत्साहन के माध्यम से उस व्यक्ति का विश्वास बनाना चाहिए। क्या आप उन लोगों को प्रोत्साहित करने के लिए तैयार हैं जिनके साथ आप आज संपर्क में आए हैं?

 

  • ताकत और उपलब्धि:

    • यरूशलेम में ईसाइयों की मदद करने के लिए संपत्ति बेचने वाले पहले लोगों में से एक।

    • एक मिशनरी टीम के रूप में पौलुस के साथ यात्रा करने वाले

    • पहले एक प्रोत्साहनकर्ता थे, जैसा कि उनके उपनाम से पता चलता है, और इस प्रकार ईसाई धर्म के शुरुआती दिनों में सबसे चुपचाप प्रभावशाली लोगों में से एक

    • एक को प्रेरित कहा जाता है, हालांकि मूल 12 में से एक नहीं थे

 

  • कमजोरी और गलतियाँ :

    • पतरस की तरह, अस्थायी रूप से अन्यजातियों के विश्वासियों से तब तक अलग रहा जब तक कि पौलुस ने उसे ठीक नहीं किया

 

  • जीवन से सबक :

    • प्रोत्साहन मदद करने के सबसे प्रभावी तरीकों में से एक है

    • जल्दी या बाद में, परमेश्वर की सच्ची आज्ञाकारिता में जोखिम शामिल होगा

    • हमेशा कोई ऐसा व्यक्ति होता है जिसे प्रोत्साहन की आवश्यकता होती है


  • महत्वपूर्ण आँयाम :

    • कहाँ : साइप्रस, यरूशलेम, अन्ताकिया

    • व्यवसाय : मिशनरी, शिक्षक

    • रिश्तेदार : चाची: मरियम। चचेरा भाई: मरकुस।

    • समकालीन: पतरस, सीलास, पौलुस, हेरोदेस अग्रिप्पा I

मुख्य पद : वह वहां पहुंचकर, और परमेश्वर के अनुग्रह को देखकर आनन्दित हुआ; और सब को उपदेश दिया कि तन मन लगाकर प्रभु से लिपटे रहो। वह एक भला मनुष्य था; और पवित्र आत्मा से परिपूर्ण था: और और बहुत से लोग प्रभु में आ मिले।

प्रेरितों के काम 11:23-24

 

बरनबास की कहानी प्रेरितों के काम 4:36, 37; 9:27 - 15:39। उसका उल्लेख 1 कुरिन्थियों 9:6 में भी किया गया है; गलातियों 2:1,9, 13; कुलुस्सियों 4:10।


Source : NIV Life Application Study Bible.

     


କ୍ରୁଶୀୟ ମୃତ୍ୟୁ ପାଇଁ ସେ ଆସିଥିଲେ

 କ୍ରୁଶୀୟ ମୃତ୍ୟୁ ପାଇଁ ସେ ଆସିଥିଲେ

ଯୋହନ ୧୨:୨୦-୩୩

…... ଆଉ ମୁଁ କଣ କହିବି? ପିତଃ, ମତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିଶକାସେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି। ( ଯୋହନ ୧୨:୨୭)


ନିସ୍ତାର ପର୍ବ ସମୟରେ ଯିରୁଶାଲମକୁ ଉପାସନା କରିବା ନିମନ୍ତେ ଆସିଥିବା ଗ୍ରୀକ୍ ଯାତ୍ରୀମାନେ ଯେତେବଳେ ଯୀଶୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କରି, ଫିଲିପ୍ପଙ୍କୁ କହିଲେ ଏବଂ ଫିଲିପ୍ପ ଓ ଆନ୍ଦ୍ରିୟ ଏ ବିଷୟ ଯୀଶୁଙ୍କୁ ଜଣାଇଲେ, ଯୀଶୁ ସେମାନଙ୍କୁ କହିଲେ, "ମନୁଷ୍ୟ ପୁତ୍ର ମହିମାନ୍ଵିତ ହେବା ନିମନ୍ତେ ସମୟ ଉପସ୍ଥିତ…. ଆଉ ମୁଁ କଣ କହିବି? ପିତଃ ମତେ ଏହି ସମୟଠାରୁ ରକ୍ଷା କର? କିନ୍ତୁ ଏଥିସକାଶେ ତ ମୁଁ ଏହି ସମୟ ମଧ୍ୟକୁ ଆସିଅଛି" ( ଯୋହନ ୧୨:୨୩-୨୭)


ଆଶ୍ଚର୍ଯ୍ୟର ବିଷୟ ଯେ, ଆଉ ୨୪ ଘଣ୍ଟା ମଧ୍ୟରେ ପ୍ରଭୂ ଯୀଶୁଙ୍କୁ କ୍ରୂଶ ବିଦ୍ଧ କରି ହତ୍ୟା କରାଯିବ, ଏହା ଜାଣି ମଧ୍ୟ ପ୍ରଭୂ ଯୀଶୁଙ୍କ ମନରେ କି ପ୍ରକାର ଭାବନା ଚାଲିଥିଲା? ସେ ତାଙ୍କର ଆସନ୍ନ ଯନ୍ତ୍ରଣା ଦାୟକ ମୃତ୍ୟୁ ବିଷୟ ଚିନ୍ତା କରୁନଥିଲେ ମାତ୍ର, ଯେଉଁ କାର୍ଯ୍ୟ ପାଇଁ ସେ ଏ ଧରାକୁ ଆସିଛନ୍ତି, ସେ ବିଷୟ ତାଙ୍କର ଚିନ୍ତା ରାଜ୍ୟ କୁ ଅଧିକାର କରିଥିଲା। ତାଙ୍କ ସେବା କାର୍ଯ୍ୟର ଚୂଡ଼ାନ୍ତ ମୁହୂର୍ତ୍ତ ଆସିଥିଲା ଏବଂ ସେଥିପାଇଁ ସେ କେଡ଼େ ଦୃଢ଼ ପ୍ରତିଜ୍ଞ ଥିଲେ।


ସାଧାରତଃ ଜୀବନର ଅର୍ଦ୍ଧେକ ସମୟ କଟାଇ ସାରିଥିବା ଜଣେ ବ୍ୟକ୍ତିକୁ ଯଦି କୁହାଯିବ ଯେ, ତୁମର ମରଣାନ୍ତକ ରୋଗ ପାଇଁ 'ତୁମେ ଅତିଶୀଘ୍ର ମରିବାକୁ ଯାଉଛ', ତା' ହେଲେ ସେ ଗଭୀର ନୈରାଶ୍ୟ ମଧ୍ୟକୁ ଚାଲିଯିବ। ଖ୍ୟାତନାମା ନୃତର୍ତ୍ତ୍ଵବିତ୍ କୁବଲେର୍ ରସ୍ ଏହା ଉପରେ ଗବଷଣା କରି କହିଛନ୍ତି ଯେ, ଯେତେେଳେ ଜଣଙ୍କୁ କୁହାଯାଏ, ସେ ମରିବାକୁ ଯାଉଛି- ସେ ନୈରାଶ୍ୟର ପାଞ୍ଚଟି ସ୍ତର ଦେଇ ଗତି କରିଥାଏ। କିନ୍ତୁ ଯୀଶୁଙ୍କ କ୍ଷେତ୍ରରେ ସେ ସବୁ ତିଳେ ମାତ୍ର ନ ଥିଲା। ଯଦି ବା ଗେତ୍ସିମନି ଉଦ୍ୟାନରେ ସେ ମର୍ମାନ୍ତିକ ବେଦନାରେ ପ୍ରାର୍ଥନା କରିଥିଲେ, ତଥାପି ସେ 'କ୍ରୁଶ' କୁ କେବେହେଲେ ଆଡେଇ ଦେଇ ନ ଥିଲେ। ସେ କ୍ରୂଶ କୁ ଦେଖୁ ନ ଥିଲେ ତାଙ୍କ ସେବା କାର୍ଯ୍ୟର ଅନ୍ତଃ ବୋଲି ମାତ୍ର ତାହାକୁ ସେ ତାଙ୍କ ସେବାକାର୍ଯ୍ୟର ସଫଳତା ରୁପେ ଦେଖୁଥିଲେ।


स्वर्गलोक क्या है ? (2 कुरिन्थियों 12:4)

What is Paradise ? 
 

स्वर्ग का उपयोग पार्क या बगीचे के रूप में फारसियों द्वारा किया जाता था, सेप्टुआजेंट (ग्रीक पुराने नियम) में, इसका उपयोग अदन (उत्पत्ति 2:8) में किया जाता है। प्राचीन यहूदी मानते थे कि यह मृत्यु के बाद आशीष का स्थान है।


    नया नियम में स्वर्गलोक शब्द का उपयोग तीन बार हुआ है प्रत्येक परमेश्वर की उपस्थिति का उल्लेख करता है। यह क्रूस पर चढ़ाए गए डाकू के लिए मसीह की प्रतिज्ञा थी जिसने विश्वास किया (लूका 23:43) और तीसरे स्वर्ग में पौलुस का अनुभव (2 कुरिन्थियों 12:4)। पिछले दो उपयोगों के समानांतर, प्रकाशितवाक्य 2:7 मृत्यु के बाद परमेश्वर की उपस्थिति में होने की बात करता है।

    

    प्रकाशितवाक्य 21, 22 चित्रमय रूप से परमेश्वर के स्वर्गलोक के अनन्त अनुभव का वर्णन करता है। इस जीवन में जो भी कीमत देकर निष्कर्ष पाने के लिए चुकाई गयी हो, लागत अनंत काल में उसके अतुलनीय लाभों की तुलना में कुछ भी नहीं होगी।

    

    विजेता को स्वर्ग में "जीवन के वृक्ष" से अनन्त भोज का वादा किया जाता है। वह जो पहले आदम (उत्पत्ति 3:22) के लिए मना किया गया था, मसीह - दूसरा आदम (रोमियों 5:19) द्वारा विश्वासियों से वादा किया गया है । जो इस पेड़ से खाता है वह हमेशा जीवित रहता है। यह नए यरूशलेम में मुख्य मार्ग होगा (प्रकाशितवाक्य 22:2, 14)

 


ଫାରୁଶୀ ଏବଂ ସାଦ୍ଦୂକି

 

The Pharisees and Sadducees

ନାମସକରାତ୍ମକ ଲକ୍ଷଣନକାରାତ୍ମକ ଲକ୍ଷଣ
ଫାରୁଶୀ
ଈଶ୍ବରଙ୍କ ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ପ୍ରତିବଦ୍ଧ,ଯେପରି ସେମାନଙ୍କର ନିଜସ୍ୱ ଧାର୍ମିକ ନିୟମ ଈଶ୍ବରଙ୍କ ନିୟମ ପରି ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ |
ତାଙ୍କର ସ୍ପଷ୍ଠ ଧାର୍ମିକତା ପାଇଁ ସାଧାରଣ ଲୋକମାନେ ତାଙ୍କୁ ପ୍ରଶଂସା କରିଥିଲେତାଙ୍କର ଧାର୍ମିକତା ପ୍ରାୟତଃ କପଟଥିଲା, ଏବଂ ତାଙ୍କର ପ୍ରୟାସ ପ୍ରାୟତଃ ଅନ୍ୟମାନଙ୍କୁ ନିଜ ଉପରେ ବଞ୍ଚି ପାରିନଥିବା ମାନଦଣ୍ଡ ପାଳନ କରିବାକୁ ଚେଷ୍ଟା କରିବାକୁ ବାଧ୍ୟ କରିଥିଲା |
ଅନନ୍ତ ଜୀବନରେ ଶାରୀରିକ ପୁନରୁତ୍ଥାନ ଏବଂ ବିଶ୍ୱାସବିଶ୍ୱାସ କରାଯାଏ ଯେ ମୁକ୍ତି ବ୍ୟବସ୍ଥାର ସମ୍ପୂର୍ଣ୍ଣ ଆଜ୍ଞାମାଳ ଦ୍ୱାରା ହୋଇଥାଏ ଏବଂ ପାପକ୍ଷମା ଉପରେ ଆଧାରିତ ନୁହେଁ |
ଦୂତ ଏବଂ ଭୂତମାନଙ୍କ ଉପରେ ବିଶ୍ୱାସ କରନ୍ତିସେମାନେ ପ୍ରତ୍ୟେକ ବିସ୍ତୃତ ଭାବରେ ସେମାନଙ୍କର ଆଇନର ବ୍ୟାଖ୍ୟାଗ୍ରହଣ କରିବାରେ ଏତେ ବ୍ୟସ୍ତ ହୋଇଗଲେ ଯେ ସେମାନେ ଈଶ୍ବରଙ୍କ ଦୟା ଏବଂ ଅନୁଗ୍ରହର ବାର୍ତ୍ତାକୁ ସମ୍ପୂର୍ଣ୍ଣ ଅଣଦେଖା କରନ୍ତି |
ସେମାନେ ଈଶ୍ବରଙ୍କ ମାନିବା ଅପେକ୍ଷା ଭଲ ଦେଖାଯିବା ବିଷୟରେ ଅଧିକ ଚିନ୍ତିତ ଥିଲେ
ସାଦ୍ଦୂକି
ସେମାନେ ମୋଶାଙ୍କ ନିୟମ ଏବଂ ଲେବୀୟ ପୁସ୍ତକ ଶୁଦ୍ଧତା ଉପରେ ଦୃଢ ଭାବରେ ବିଶ୍ୱାସ କରୁଥିଲେ |ସେମାନେ ବିଶ୍ୱାସ ଉପରେ ଅଳ୍ପ ଗୁରୁତ୍ୱ ସହିତ ତର୍କଉପରେ ବିଶ୍ୱାସ କରିଥିଲେ
ସମସ୍ତ ପୁରାତନ ନିୟମ ଈଶ୍ବରଙ୍କ ବାକ୍ୟ ଥିଲା ବୋଲି ବିଶ୍ୱାସ କରନ୍ତି ନାହିଁ
ଶାରୀରିକ ପୁନରୁତ୍ଥାନ କିମ୍ବା ଅନନ୍ତ ଜୀବନରେ ବିଶ୍ୱାସ କରି ନଥିଲେ
ଦୂତ ଏବଂ ଭୂତମାନଙ୍କ ଉପରେ ବିଶ୍ୱାସ କରି ନଥିଲେ
ନିଜର ସ୍ଥିତି ଏବଂ ପ୍ରଭାବଶାଳୀ ସ୍ଥିତି ବଜାୟ ରଖିବା ପାଇଁ, ସେମାନେ ପ୍ରାୟତଃ ରୋମୀୟ ଏବଂ ଅନ୍ୟମାନଙ୍କ ସହିତ ତାଙ୍କ ମୂଲ୍ୟବୋଧ ସହିତ ଆପୋଷ ବୁଝାମଣା କରିବାକୁ ଇଚ୍ଛୁକ ଥିଲେ |

ଯିହୋବା ଯିରିଃ

 ଯିହୋବା ଯିରିଃ

ଗୀତ ୩୭:୧-୯

ସଦାପ୍ରଭୁଙ୍କ ଠାରେ ଆନନ୍ଦ କର, ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ (ଗୀତ ୩୭:୪)


ଦୁଇଜଣ ପ୍ରଭୁଙ୍କର ସେବକ, ପ୍ରାର୍ଥନା ଉପରେ ଏକ ସମ୍ମିଳନୀର ଆୟୋଜନ କରିବା ପାଇଁ ଇଚ୍ଛା କଲେ। କିନ୍ତୁ ସେଥିପାଇଁ ଯେଉଁ ଅର୍ଥର ଆବଶ୍ୟକ, ତାହା ସେମାନଙ୍କଠାରେ ନାହିଁ ବୋଲି ସେମାନେ ଜାଣିଥିଲେ, କାରଣ ଏହି ସଭା ନିମନ୍ତେ ବିପୁଳ ପରିମାଣର ଅର୍ଥ ପ୍ରୟୋଜନ ଥିଲା। ସେମାନେ ଯେତେବେଳେ ଏହି ବିଷୟ ପାଇଁ ପ୍ରାର୍ଥନା କରୁଥିଲେ, ସେମାନେ ହୃଦୟଙ୍ଗମ କଲେ ଯେ, ଏହି ସଭା ସମ୍ପକରେ କେତେକ ସୂଚନା ଲେଖି ତାହାକୁ ମୁଦ୍ରଣ କରି ଅନ୍ୟମାନଙ୍କର ଅବଗତି ନିମନ୍ତେ ତାହା ପ୍ରେରଣ କରିବା ଆବଶ୍ୟକ ନଚେତ୍ ଏହି କାର୍ଯ୍ୟକ୍ରମକୁ  ସେମାନଙ୍କୁ ବାତିଲ କରିବାକୁ ପଡ଼ିବ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରାର୍ଥନା ଅନୁରୋଧର ସୂଚନା ମୁଦ୍ରଣ କରିବାର ଠିକ୍ ପର ଦିନ, ସେମାନଙ୍କ ପ୍ରାର୍ଥନାର ଉତ୍ତର ସ୍ଵରୂପ ଦୁଇଟି ଭିନ୍ନ ସ୍ଥାନରୁ ଓ ଦୁଇଜଣ ଭିନ୍ନ ବ୍ୟକ୍ତିଙ୍କ ଠାରୁ ଦୁଇଟି ଚେକ୍ ସେମନଙ୍କର ହସ୍ତଗତ ହେଲା, ଯାହାକି ସେମାନଙ୍କ ସଭାର ସମସ୍ତ ଖର୍ଚ୍ଚ ନିମନ୍ତେ ଯଥେଷ୍ଟ ଥିଲା ।


ଈଶ୍ୱରଙ୍କର ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ବିଷୟରେ ମୁଁ ଯେତେବେଳେ ଚିନ୍ତା କରୁଥିଲି, ହଡ୍ ସନ୍ ଟେଲର୍ ଙ୍କ ଲିଖିତ ପୁସ୍ତକ Spiritual Secret ନାମକ ଏକ ପୁସ୍ତକକୁ ଆଉ ଥରେ ମୁଁ ପଢ଼ିବାକୁ ଲାଗିଲି। ମୁଁ ଯେତେବଳେ ଏହା ପାଠ କଲି, ମୋ ଆଖିରୁ ଲୋତକ ଝରିଗଲା। ମୁଁ ପ୍ରଭୁଙ୍କର ଧନ୍ୟବାଦ କଲି ଏବଂ ମୋର ଜୀବନକୁ ପ୍ରଭୁଙ୍କଠାରେ ପୁନଃସମର୍ପଣ କରିଦେଲି। ଚୀନ୍ ଦେଶରେ ତାଙ୍କ ସେବାକାର୍ଯ୍ୟର ପ୍ରତ୍ୟେକଟି  ଆବଶ୍ୟକତା ନିମନ୍ତେ ଟେଲର୍ ସମ୍ପୂର୍ଣ୍ଣ ରୂପେ ଈଶ୍ଵରଙ୍କ ଉପରେ ଭରସା ସ୍ଥାପନ କରୁଥିଲେ। ସେ ଏହି କଥା ଘୋଷଣା କରିଥିଲେ, "ଈଶ୍ୱର ନିରୁପିତ ପନ୍ଥାରେ ତାହାଙ୍କର କାର୍ଯ୍ୟ ଯଦି କରାଯାଏ, ତା ହେଲେ ଈଶ୍ୱରଙ୍କ ଠାରୁ ସମ୍ବଳ ଲାଭର ଅଭାବ ହେବ ନାହିଁ"।


ଆମେ ଯେତେବଳେ ତାଙ୍କ ଇଛା ଅନୁଯାୟୀ ଜୀବନଯାପନ କରିବା, ସେ ମଧ୍ୟ ଆମର ସମସ୍ତ ଆବଶ୍ୟକୀୟ ବିଷୟ ଯୋଗାଇଦେବେ । ଆମର ଅଭାବ ପୂରଣ କରିବାପାଇଁ  ଈଶ୍ୱରଙ୍କର ଭଣ୍ଡାର କେବେ ହେଲେ ଉଣା ପଡ଼ିବ ନାହିଁ।


फरीसी और सदूकी

The Pharisees and Sadducees


फरीसी और सदूकी मसीह के समय इस्राएल में दो प्रमुख धार्मिक समूह थे। फरीसी अधिक धार्मिक विचार वाले थे, जबकि सदूकी अधिक राजनीतिक विचार वाले थे। हालाँकि दोनों समूह एक-दूसरे को नापसंद और अविश्वास करते थे, फिर भी वे यीशु में अपनी सामान्य घृणा में सहयोगी बन गए।

नामसकारात्मक लक्षणनकारात्मक लक्षण
फरीसी
परमेश्वर के सभी आदेशों का पालन करने के लिए प्रतिबद्ध थे,ऐसा व्यवहार किया जैसे कि उनके अपने धार्मिक नियम जीवन के लिए परमेश्वर के नियमों के समान ही महत्वपूर्ण थे
आम लोगों द्वारा उनकी स्पष्ट धर्मपरायणता के लिए प्रशंसा की गईउनकी धर्मपरायणता अक्सर पाखंडीपन था , और उनके प्रयासों ने अक्सर दूसरों को उन मानकों पर जीने की कोशिश करने के लिए मजबूर किया जो वे स्वयं नहीं जी सकते थे
शारीरिक पुनरुत्थान और अनन्त जीवन में विश्वासविश्वास करते थे कि उद्धार व्यवस्था के पूर्ण आज्ञाकारिता से होता है और पापों की क्षमा पर आधारित नहीं है
स्वर्गदूत और दुष्टात्माओं में विश्वास करने वालेअपनी व्यवस्था की व्याख्याओं को हर विवरण में मानने के लिए इतने जुनूनी हो गए कि वे दया और अनुग्रह के परमेश्वर के संदेश को पूरी तरह से अनदेखा कर देते हैं
परमेश्वर की आज्ञा मानने के बजाय अच्छा दिखने से अधिक चिंतित थे
सदूकी
मूसा की व्यवस्था और लेवीय शुद्धता में दृढ़ता से विश्वास करते थेविश्वास पर थोड़ा महत्व रखते हुए तर्क पर भरोसा करते थे
विश्वास नहीं करते है कि सभी पुराने नियम परमेश्वर के वचन थे
शारीरिक पुनरुत्थान या अनन्त जीवन में विश्वास नहीं किया
स्वर्गदूत और दुष्टात्माओं में विश्वास नहीं करते थे
अपनी स्थिति और प्रभावशाली स्थिति को बनाए रखने के लिए अक्सर रोमी और अन्य लोगों के साथ अपने मूल्यों से समझौता करने को तैयार रहते थे

Source : NIV Life Application Bible.

ମନ୍ଦକୁ ଭଲରେ ପରିଣତ କରିବା

 ମନ୍ଦକୁ ଭଲରେ ପରିଣତ କରିବା

୧ ଥେସଲନୀକୀୟ ୨:୧୩-୧୮


ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ ….କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା । 

(୧ ଥେସଲନୀକୀୟ ୨:୧୮)

ପ୍ରେରିତ ପାଉଲ ଥେସଲନୀକାସ୍ଥିତ ବିଶ୍ବାସୀମାନଙ୍କୁ ଏହା କହିଥିଲେ ଯେ ସେ ଓ ତାଙ୍କର ସହକର୍ମୀମନେ ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଇଚ୍ଛା  କରୁଥିଲେ, ମାତ୍ର ଶୟତାନ ସେମାନଙ୍କୁ ବାଧା ଦେଇଥିଲା (୧ ଥେସ ୨:୧୮)

ଯାହା ଜଣେ ଈଶ୍ଵରଙ୍କ ସନ୍ତାନ ଈଶ୍ଵରଙ୍କ ଇଚ୍ଛା ବୋଲି ବିଶ୍ୱାସ କରେ, ତାହା କରିବାରେ ତାକୁ ଯେ ଶୟତାନ ବାଧା ଦେଇପାରେ, ଏହା ପାଠ କରି ଆପଣ ବିବ୍ରତ ହେଉଛନ୍ତି କି? ଯଦି ଏ ବିଷୟ ଆପଣଙ୍କୁ ବିବ୍ରତ କରୁଛି, ତେବେ ଏହା ମନେରଖନ୍ତୁ ଯେ ଈଶ୍ଵରଙ୍କ ଜ୍ଞାନ ବିନା, କିମ୍ବା ତାଙ୍କର ପ୍ରତ୍ୟକ୍ଷ କିମ୍ବା ଅନୁମୋଦନୀୟ ଇଚ୍ଛା ବିନା କିଛି ଘଟେ ନାହିଁ। ଶୟତାନର କାର୍ଯ୍ୟ ହେଉ କିମ୍ବା ମନୁଷ୍ୟର କାର୍ଯ୍ୟ ହେଉ, ପ୍ରଭୁ ଯେକୌଣସି କାର୍ଯ୍ୟକୁ ନେଇ ଏହାକୁ ନିଜସ୍ଵ ଉଦ୍ଦେଶ୍ୟ ଓ ଗୌରବରେ ପରିଣତ କରିପାରନ୍ତି । ଉଦାହରଣସ୍ୱରୂପ, ପାଉଲଙ୍କୁ  ଶୟତାନର ବାଧାର ଫଳ ଥିଲା, ଖ୍ରୀଷ୍ଟିୟାନମାନଙ୍କ ପ୍ରତି ମହାମଙ୍ଗଳ ! ଯେହେତୁ ପ୍ରେରିତ ଥେସଲନୀକୀୟମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା କରିପାରି ନ ଥିବାରୁ, ସେ ସେମାନଙ୍କ ନିକଟକୁ ଗୋଟିଏ ପତ୍ର ଲେଖିଥଲେ । ବାଇବଲର ଏହି ଭାଗଟି ଶହ ଶହ ବର୍ଷ ଧରି ବିଶ୍ବାସୀମାନଙ୍କ ପ୍ରତି ମହା, ଆଶୀର୍ବାଦ ଓ  ସାନ୍ତ୍ଵନାର ଉତ୍ସ ହୋଇ ରହିଛି ।

ନିଜର ଭାଇମାନେ ଯୋଷେଫଙ୍କୁ ଦାସତ୍ୱ ମଧ୍ୟକୁ ବିକ୍ରୟ କରିଦେଇଥିଲେ । ସେ କାଳେ ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ ବୋଲି ସେମାନେ ଭୟ କରୁଥିଲେ ମାତ୍ର ସେ କହିଥିଲେ, "ତୁମ୍ଭେମନେ ମୋ ବିରୁଦ୍ଧରେ ମନ୍ଦ କଳ୍ପନା  କରିଥିଲ  ପ୍ରମାଣ, ମାତ୍ର ପରମେଶ୍ବର ତାହା ମଙ୍ଗଳର ବିଷୟ କଲେ" (ଆଦି ୫୯:୨୦)


ଆମର ସ୍ବର୍ଗସ୍ଥ ପିତାଙ୍କର ଇଚ୍ଛା ବିନା କିଛି ଘଟେ ନାହିଁ ବୋଲି ଜାଣିବା କେତେ ସାନ୍ତ୍ଵନାଦାୟକ । ଈଶ୍ଵରଙ୍କ ସାର୍ବଭୌମ ନିୟନ୍ତ୍ରଣ ଅଧୀନରେ, ମନ୍ଦକୁ ତାଙ୍କର ଉଦ୍ଦେଶ୍ୟ ସାଧନ ନିମନ୍ତେ ଭଲରେ ପରିଣତ ହୋଇଯାଇପାରେ ।

ନୂତନ ପ୍ରାରମ୍ଭ ସକଳର ଈଶ୍ବର

ନୂତନ ପ୍ରାରମ୍ଭ ସକଳର ଈଶ୍ବର 

ପଠନ: ଗୀତ ୨୫:୧-୧୨

ଈଶ୍ଵର ଅହଂକାରୀ ମନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ  ଅନୁଗ୍ରହ ଦାନ କରନ୍ତି (ଯାକୁବ ୪:୬)


'ଆପଣ କିପରି ସ୍କେଟିଙ୍ଗ କରିବା ଶିଖିଲେ । ସ୍କେଟିଙ୍ଗ ଖେଳର ବିଜେତାଙ୍କୁ ଜଣେ ସାମ୍ବାଦିକ ଏହି ପ୍ରଶ୍ନ ପଚାରିଲେ । ସେ ଉତ୍ତର ଦେଲେ," ଯେତେଥର ମୁଁ ତଳେ ପଡ଼ିଯାଏ ସେତେଥର ପୁଣି ଉଠିପଡେ" । ଏହିପରି କରି କରି ମୁ ସ୍କେଟିଙ୍ଗ ଶିଖିଗଲି ।


ଆମର, ଖ୍ରୀଷ୍ଟୀୟ ଜୀବନ ମଧ୍ୟ ଠିକ୍ ଏହିପ୍ରକାରର - ନୂତନ ପ୍ରାରମ୍ଭର ଏକ ସିରିଜ୍। ଯେତେବଳେ ଆମେ ଝୁଣ୍ଟି ପଡୁ, ସେତେବେଳେ ଭାବୁ ଯେ, "ମୁଁ ପୁଣି ଥରେ ବିଫଳ ହୋଇଗଲି । ମୋ' ଦ୍ଵାରା ଆଉ କିଛି ହେବନି" । କିନ୍ତୁ ଈଶ୍ୱର ହେଉଛନ୍ତି ନୂତନ ପ୍ରାରମ୍ଭର ସକଳର ଈଶ୍ଵର । ସେ କେବଳ ଆମର ପାପ କ୍ଷମା କରନ୍ତି ନାହିଁ, ମାତ୍ର ତା' ସହିତ ଆମର ବିଫଳତାଗୁଡ଼ିକୁ ବ୍ଯବହାର କରି ଆମକୁ ଜ୍ଞାନ ଶିକ୍ଷା ଦିଅନ୍ତି ।


ଆଜିର ଶାସ୍ତ୍ରରେ ଦାଉଦ ନିଜକୁ ନମ୍ର କରି ତାଙ୍କ ଯୁବକାଳର ପାପସବୁର କ୍ଷମା ପାଇଁ ପ୍ରାର୍ଥନା କରୁଛନ୍ତି (୭ପଦ) ଓ ଈଶ୍ଵର ପାପୀ ମାନଙ୍କୁ ଶିକ୍ଷା, ପରିଚାଳନା ଓ ନିର୍ଦ୍ଦେଶ ଦେଇ ତାହାଙ୍କ ପଥରେ କଢାଇ ନିଅନ୍ତି ବୋଲି ଆନନ୍ଦ କରୁଛନ୍ତି (୯-୧୨ପଦ) ।


ଆପଣ କ'ଣ  ନିଜକୁ ଅତ୍ୟନ୍ତ ବିଫଳତା ମନେ କରୁଛନ୍ତି ? ଆପଣ କ'ଣ ଏକ ନୂତନ ଆରମ୍ଭ ଆବଶ୍ୟକ କରନ୍ତି? ତେବେ ନମ୍ରତାର ସହ ପ୍ରଭୁ ଯୀଶୁଙ୍କ ଶରଣାପନ୍ନ ହୁଅନ୍ତୁ । ସେ ଦେଖାଇ ଦେବେ ଯେ, ଏକମାତ୍ର ସେ ହିଁ ନୂତନ ପ୍ରାରମ୍ଭ କରିପାରନ୍ତି । 


ଗୀତରଚକ ଲେଖନ୍ତି, "ସଦାପ୍ରଭୁ ଉଚ୍ଚ ହେଲେ ହିଁ ନିଜ ଲୋକଙ୍କ ପ୍ରତି ଦୃଷ୍ଟି ରଖନ୍ତି, ମାତ୍ର ସେ ଗର୍ବୀକି ଦୂରରୁ ଚିହ୍ନନ୍ତି" (ଗୀତ ୧୩୮:୬) । ଶଲୋମନ ଲେଖନ୍ତି, "ଯଦ୍ୟପି ସେ ନିନ୍ଦକ ମାନଙ୍କୁ ନିନ୍ଦା କରନ୍ତି, ତଥାପି ସେ ନମ୍ର  ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି" ( ହିତ ୩:୩୪) ।



मूसा

Moses 

कुछ लोग मुसीबत से बाहर नहीं रह सकते। जब संघर्ष टूटता है, तो वे हमेशा पास होने का प्रबंधन करते हैं। प्रतिक्रिया उनकी पसंदीदा क्रिया है। यह मूसा था। वह सही होने के लिए आवश्यक चीज़ों के प्रति आकर्षित लग रहा था। अपने पूरे जीवन में, वह अपने सबसे अच्छे और अपने आसपास के संघर्षों का सबसे खराब जवाब देने वाला था। यहाँ तक कि जलती हुई झाड़ी का अनुभव भी उनके चरित्र का उदाहरण था। आग को देखा और क्या देखता है कि झाड़ी नहीं जली है, उसे जांच करनी पड़ी। चाहे एक इब्रानी दास की रक्षा के लिए लड़ाई में कूदना हो या दो रिश्तेदारों के बीच संघर्ष को खत्म करने की कोशिश करना हो, जब मूसा ने संघर्ष देखा, तो उसने अस्वीकार कर दिया।

तथापि, पिछले कुछ वर्षों में, मूसा के चरित्र के साथ एक आश्चर्यजनक बात हुई। उन्होंने प्रतिक्रिया देना बंद नहीं किया, बल्कि सही ढंग से प्रतिक्रिया करना सीख लिया। रेगिस्तान में 20 लाख लोगों का नेतृत्व करने की प्रत्येक दिन की बहुरूपदर्शक क्रिया मूसा की प्रतिक्रिया करने की क्षमता के लिए पर्याप्त चुनौती से कहीं अधिक थी। ज्यादातर समय उन्होंने परमेश्वर और लोगों के बीच एक मध्ययस्थ के रूप में कार्य किया। अभी भी एक और क्षण में उन्हें अपने चरित्र पर उनके अनुचित हमलों पर प्रतिक्रिया देनी पड़ी।

नेतृत्व में अक्सर प्रतिक्रिया शामिल होती है। यदि हम परमेश्वर की इच्छा के अनुरूप वृत्ति के साथ प्रतिक्रिया करना चाहते हैं, तो हमें परमेश्वर की आज्ञाकारिता की आदत विकसित करनी चाहिए। कम तनाव के समय में परमेश्वर के प्रति लगातार आज्ञाकारिता सबसे अच्छी तरह विकसित होती है। फिर जब तनाव आएगा, तो हमारी स्वाभाविक प्रतिक्रिया होगी कि हम परमेश्वर की आज्ञा का पालन करें।

नैतिक मानकों को कम करने के हमारे युग में, हम यह विश्वास करना लगभग असंभव पाते हैं कि परमेश्वर मूसा को उस समय के लिए दंडित करेगा जब उसने पूरी तरह से अवज्ञा की। हालाँकि, हम यह देखने में असफल रहते हैं कि परमेश्वर ने मूसा को अस्वीकार नहीं किया; मूसा ने प्रतिज्ञा किए गए देश में प्रवेश करने के लिए खुद को अयोग्य घोषित कर दिया। व्यक्तिगत महानता किसी व्यक्ति को त्रुटि या उसके परिणामों के प्रति प्रतिरक्षित नहीं बनाती है।

मूसा में हम एक उत्कृष्ट व्यक्तित्व को देखते हैं जिसे परमेश्वर ने आकार दिया है। लेकिन हमें यह नहीं समझना चाहिए कि परमेश्वर ने क्या किया। उसने यह नहीं बदला कि मूसा कौन था या क्या था; उसने मूसा को नई काबिलियत और ताकत नहीं दी। इसके बजाय, उसने मूसा की विशेषताओं को लिया और तब तक ढाला जब तक वे उसके उद्देश्यों के अनुकूल नहीं हो गए। क्या यह जानने से आपके जीवन में परमेश्वर के उद्देश्य के बारे में आपकी समझ में कोई फर्क पड़ता है? वह जो कुछ उसने बनाया है उसे लेने की कोशिश कर रहा है और इसे अपने इच्छित उद्देश्यों के लिए उपयोग कर रहा है। अगली बार जब आप परमेश्वर से बात करें, तो यह न पूछें, "मुझे क्या बदलना चाहिए?" लेकिन "मैं आपकी इच्छा पूरी करने के लिए अपनी क्षमताओं और शक्तियों का उपयोग कैसे करूं?"


  • ताकत और उपलब्धियां :

    • मिस्रवासियों की शिक्षा; रेगिस्तान में प्रशिक्षण

    • महानतम यहूदी अगुवा; गति में पलायन सेट

    • नबी और व्यवस्थापक ; दस आज्ञाओं का देने वाला

    • बाइबल की शुरुवाती पांच पुस्तकों के लेखक

 

  • कमजोरी और गलतियाँ :

    • परमेश्वर की अवज्ञा के कारण प्रतिज्ञा की गई भूमि में प्रवेश करने में विफल

    • हमेशा दूसरों की प्रतिभा को पहचान और उपयोग नहीं किया

 

  • जीवन से सबक:

    • परमेश्वर तैयार करता है, फिर उपयोग करता है। उसकी समय सारिणी हमारी समझ से भिन्न है

    • परमेश्वर कमजोर लोगों के माध्यम से अपना सबसे बड़ा काम करता है

 

  • महत्वपूर्ण आयाम:

    • कहाँ: हैं मिस्र, मिद्यान, सिनाई का रेगिस्तान

    • व्यवसाय: राजकुमार, चरवाहा, इस्राएलियों के अगुवा

    • रिश्तेदार: बहन : मरियम, भाई: हारून। पत्नी : जीपोराह. पुत्र : गेर्शोम और एलीएजेर।

 

  • मुख्य पद : विश्वास ही से मूसा ने सयाना होकर फिरौन की बेटी का पुत्र कहलाने से इन्कार किया।

इसलिये कि उसे पाप में थोड़े दिन के सुख भोगने से परमेश्वर के लोगों के साथ दुख भोगना और उत्तम लगा।

इब्रानियों 11:24, 25


मूसा की कहानी व्यवस्थाविवरण के माध्यम से निर्गमन की पुस्तकों में वर्णित है। उसका उल्लेख प्रेरितों के काम 7:20-44 , इब्रानियों 11:23-29 में भी किया गया है