BN

ମାନବଜାତି ବିଷୟରେ ବାଇବଲର ୧୪ ଟି ଅଭିଯୋଗ କ’ଣ??

 ମାନବଜାତି ବିଷୟରେ ବାଇବଲର ୧୪ ଟି ଅଭିଯୋଗ କ’ଣ??

What are the 14 Indictments about Human Being??

  • ଯେପରି ଲେଖାଅଛି, ଧାର୍ମିକ କେହି ନାହିଁ, ନା, ଜଣେ ସୁଦ୍ଧା ନାହିଁ (ରୋମୀୟ ୩:୧୦)

  • ଯେ ବୁଝେ, ଏପରି କେହି ନାହିଁ; ଯେ ଈଶ୍ଵରଙ୍କ ଅନ୍ଵେଷଣ କରେ, ଏପରି ଜଣେ ନାହିଁ; (ରୋମୀୟ ୩:୧୧)

  • ସେମାନେ ସମସ୍ତେ ବିପଥରେ ଯାଇଅଛନ୍ତି, (ରୋମୀୟ ୩:୧୨)

  • ଏକ ସାଙ୍ଗରେ ଅକର୍ମଣ୍ୟ ହୋଇଅଛନ୍ତି; (ରୋମୀୟ ୩:୧୨)

  • ଯେ ସତ୍କର୍ମ କରେ, ଏପରି କେହି ନାହିଁ, ନା, ଏପରି ଜଣେ ହେଲେ ନାହିଁ। (ରୋମୀୟ ୩:୧୨)

  • ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, (ରୋମୀୟ ୩:୧୩)

  • ସେମାନେ ଆପଣା ଆପଣା ଜିହ୍ଵାରେ ଛଳନା କରିଅଛନ୍ତି, (ରୋମୀୟ ୩:୧୩)

  • ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି; (ରୋମୀୟ ୩:୧୩)

  • ସେମାନଙ୍କ ମୁଖ ଅଭିଶାପ ଓ କଟୁତାରେ ପୂର୍ଣ୍ଣନ୍ତ  (ରୋମୀୟ ୩:୧୪)

  • ସେମାନଙ୍କ ପାଦ ରକ୍ତପାତ କରିବାକୁ ଦ୍ରୁତଗାମୀ,(ରୋମୀୟ ୩:୧୫)

  • ସେମାନଙ୍କ ପଥରେ ବିନାଶ ଓ କ୍ଳେଶ, (ରୋମୀୟ ୩:୧୬)

  • ପୁଣି ଶାନ୍ତିର ପଥ ସେମାନେ ଜାଣନ୍ତି ନାହିଁ। (ରୋମୀୟ ୩:୧୭)

  • ଈଶ୍ଵରଙ୍କ ଭୟ ସେମାନଙ୍କ ଆଖି ଆଗରେ ନ ଥାଏ। (ରୋମୀୟ ୩:୧୮)

1 comment:

Kindly give your suggestions or appreciation!!!