BN

ମୋ ଇଚ୍ଛା

 ମୋ ଇଚ୍ଛା

୧ ଯୋହନ ୨:୧୨-୧୭


ହେ ମୋହର ଈଶ୍ଵର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ (ଗୀତ ୪୦:୮) । 


ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି, ଫ୍ରାଙ୍କ ସିନାତ୍ରା ଆମେରିକାର ଅତି ଲୋକପ୍ରିୟ ମନରଞ୍ଜନକାରୀ ରୁପେ ପରିଚିତ ହୋଇ ଆସୁଛନ୍ତି । ସେ ତାଙ୍କର ସଂଗୀତ "ମାଇ ୱେ" ନିମନ୍ତେ ଅତି ପରିଚିତ । ପରିସ୍ଥିତି ଏପରି ଯେ, ତାଙ୍କର ପ୍ରଶଂସକମାନଙ୍କ ମଧ୍ୟରେ ଏହି ସଂଗୀତ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ମନୋଭାବ ମଧ୍ୟ ସୃଷ୍ଟି କରିପାରିଛି । ଆପଣ ଜାଣନ୍ତି , ସେହି ମନୋଭାବ କ'ଣ? ତାହା ହେଉଛି ନିଜର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା । ମନୁଷ୍ୟ ସର୍ବଦା ନିଜ ଇଚ୍ଛାରେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଭଲ ପାଏ ।

 

ଜୀବନର ସାଧାରଣ ସମୟରେ, ନିଜ ଇଚ୍ଛାରେ କାର୍ଯ୍ୟ କରିବା ହୁଏତ ଯୁକ୍ତିସଙ୍ଗତ ହୋଇପାରେ । କିନ୍ତୁ ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ସ୍ଥାପିତ ହୋଇଥିଲେ ଆମର ଇଛା କଦାପି ଗୁରୁତ୍ଵପୂର୍ଣ୍ଣ ନୁହେଁ । ଆମର ଇଛା ସର୍ବଦା ତାହାଙ୍କର ଇଛା ଅଧୀନରେ ରହିବା ଉଚିତ୍। ଏହା ଆମର ତ୍ରାଣକର୍ତ୍ତା ପ୍ରଭୂ ଯୀଶୁ ଖ୍ରୀଷ୍ଟ ତାଙ୍କର ଜୀବନରେ କାର୍ଯ୍ୟକାରୀ କରିଥିଲେ, ଯେତେବେଳେ  ଗେଥ୍ସିମନି ବଗିଚାରେ ଶତ୍ରୁ ହସ୍ତରେ ସମର୍ପିତ ହେବା ପୂର୍ବରୁ ସେ କହିଲେ "ମୋ'ର ଇଛା ନୁହେଁ, ମାତ୍ର ତୁମର ଇଛା ସାଧିତ ହେଉ" (ଲୁକ ୨୨:୨୪)


ଆମ ଇଛାର ଏହି ସମର୍ପଣ ହେତୁ ଆମେ ଯେତେ କଷ୍ଟ ପାଇଲେ ମଧ୍ଯ ଈଶ୍ୱରଙ୍କ ବାଧ୍ୟ ହେବା ଫଳରେ ଆମେ ଜଗତରେ ଅନେକ ବିପତ୍ତିରୁ ରକ୍ଷା ପାଇବା ସହିତ ଆଗାମୀ ଜଗତର ସୁଖରୁ ମଧ୍ଯ ବଞ୍ଚିତ ହେବା ନାହିଁ । (ହିତ ୧୪:୧୨) ଅନୁଯାୟୀ" ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ, ମାତ୍ର ତାହାର ଶେଷରେ ମୃତ୍ୟୁର ପଥ ଥାଏ"। ଈଶ୍ଵରଙ୍କ ଇଛା କୁ ଭରସା ସହକାରେ କାର୍ଯ୍ୟକାରୀ କଲେ, ତାହା ବର୍ତ୍ତମାନ ଓ ଆଗାମୀ ଜୀବନ ନିମନ୍ତେ ପ୍ରଚୁର ଆଶୀର୍ବାଦ ଆଣେ । ଏଣୁ ଯେତେେଳେ ନିଜ ଇଚ୍ଛାରେ କାର୍ଯ୍ୟ କରିବାକୁ ଇଛା ହୁଏ, ସେତେବେଳେ ମନେ ପକାନ୍ତୁ ଯେ, ଯୀଶୁ ତାଙ୍କ ପିତାଙ୍କ ଇଚ୍ଛାରେ କାର୍ଯ୍ୟ ସାଧନ କରୁଥିଲେ ।

परमेश्वर की महिमा कैसे करें???

 परमेश्वर की महिमा करना (रोमियों 4:20, 21)

How to Glorify God??

परमेश्वर द्वारा निर्देशित व्यक्तिगत भक्ति के कार्यों के माध्यम से परमेश्वर की महिमा उसे वापस दिखाई देती है। व्यक्तिगत उपासना की गतिविधियों पर ध्यान दें जो परमेश्वर की महिमा करती हैं।

  • उद्देश्य के साथ जीना (1 कुरिन्थियों 10:31)

  • पापों को स्वीकार करना (यहोशू 7:19)

  • उम्मीद के साथ प्रार्थना करना (यूहन्ना 14:13)

  • विशुद्ध रूप से जीना (1 कुरिन्थियों 6:18-20)

  • मसीह के प्रति समर्पण (फिलिप्पियों 2:9-11)

  • परमेश्वर की स्तुति करना (2 कुरिन्थियों 4:15)

  • परमेश्वर की आज्ञा मानना ​​(2 कुरिन्थियों 9:13; 2 थिस्सलुनीकियों 1:12)

  • विश्वास में बढ़ना (रोमियों 4:20-21)

  • मसीह के लिए कष्ट सहना (1 पतरस 4:15-16)

  • परमेश्वर में आनन्दित होना ( 1 इतिहास 16:10)

  • परमेश्वर की आराधना करना (भजन 86:9)

  • आत्मिक फल देना (यूहन्ना 15:6)

  • परमेश्वर के वचन की घोषणा करना (2 थिस्सलुनीकियों 3:1)

  • परमेश्वर के लोगों की सेवा करना (1पतरस 4:10-11)

  • मसीह की कलीसिया को शुद्ध करना (इफिसियों 5:27; 2 थिस्सलुनीकियों 1:10)

  • बलिदान देना (2 कुरिन्थियों 9:13)

  • विश्वासियों को एकजुट करना (यूहन्ना 17:22)

  • खोए हुए लोगों का उद्धार (भजन 21:5; 1 थिस्सलुनीकियों 2:12; 2 थिस्सलुनीकियों 2:14)

  • मसीह का प्रकाश चमकना (मत्ती 5:16)

  • परमेश्वर के सुसमाचार को फैलाना (2 कुरिन्थियों 4:15)


ଈଶ୍ବରଙ୍କୁ କିପରି ଗୌରବ କରିବା?

 ଈଶ୍ବରଙ୍କୁ କିପରି ଗୌରବ କରିବା? (ରୋମୀୟ ୪:୨୦, ୨୧)

How to Glorify God??

ଈଶ୍ବରଙ୍କ ଗୌରବ ବ୍ୟକ୍ତିଗତ ଭକ୍ତିର କାର୍ଯ୍ୟ ଦ୍ୱାରା ତାଙ୍କ ନିକଟରେ ପ୍ରତିଫଳିତ ହୁଏ ଯାହା ଈଶ୍ବରଙ୍କ ଦ୍ୱାରା ନିର୍ଦ୍ଦେଶିତ | ବ୍ୟକ୍ତିଗତ ଉପାସନର କାର୍ଯ୍ୟକଳାପକୁ ଧ୍ୟାନ ଦିଅନ୍ତୁ ଯାହା ଈଶ୍ବରଙ୍କୁ ଗୌରବାନ୍ବିତ କରେ |


  • ଉଦ୍ଦେଶ୍ୟ ସହିତ ବଞ୍ଚିବା (୧ କରିନ୍ଥୀୟ ୧୦: ୩୧)

  • ପାପ ସ୍ୱୀକାର କରିବା (ଯିହୋଶୂୟ ୭:୧୯)

  • ପ୍ରତ୍ୟାଶୀଭାବେ ପ୍ରାର୍ଥନା (ଯୋହନ ୧୪:୧୩)

  • ପବିତ୍ର  ଜୀବନଯାପନ (୧ କରିନ୍ଥୀୟ ୬:୧୮-୨୦)

  • ଖ୍ରୀଷ୍ଟଙ୍କ ନିକଟରେ ବଶୀଭୂତ (ଫିଲିପ୍ପୀୟ ୨: ୯-୧୧)

  • ଈଶ୍ବରଙ୍କୁ ପ୍ରଶଂସା କରିବା (୨ କରିନ୍ଥୀୟ ୪:୧୫)

  • ଈଶ୍ବରଙ୍କ ବାଧ୍ୟତା (୨ କରିନ୍ଥୀୟ ୯:୧୩ ;୨ ଥେସଲନୀକୀୟ ୧:୧୨)

  • ବିଶ୍ୱାସରେ ବୃଦ୍ଧି ପାଇବା (ରୋମୀୟ ୪:୨୦-୨୧)

  • ଖ୍ରୀଷ୍ଟଙ୍କ ସକାଶେ ଦୁଃଖଭୋଗ (୧ ପିତର ୪:୧୫-୧୬)

  • ଈଶ୍ବରଙ୍କଠାରେ ଆନନ୍ଦ (୧ ବଂଶାବଳୀ ୧୬: ୧୦)

  • ଈଶ୍ବରଙ୍କୁ ଉପାସନା କରିବା (ଗୀତସଂହିତା ୮୬:୯)

  • ଆଧ୍ୟାତ୍ମିକ ଫଳ ଫଳିବା (ଯୋହନ ୧୫:୮)

  • ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବା (୨ ଥେସଲନୀକୀୟ ୩:୧)

  • ଈଶ୍ବରଙ୍କ ଲୋକଙ୍କ ସେବା କରିବା (୧ ପିତର ୪:୧୦-୧୧)

  • ଖ୍ରୀଷ୍ଟଙ୍କ ମଣ୍ଡଳୀକୁ ଶୁଦ୍ଧ କରିବା (ଏଫିସୀୟ ୫:୨୭; ୨ ଥେସଲନୀକୀୟ ୧:୧୦)

  • ଉଦାରଭାବେ ଦେବା (୨ କରିନ୍ଥୀୟ ୯:୧୨-୧୩)

  • ବିଶ୍ବାସୀମାନଙ୍କୁ ଏକତ୍ର କରିବା (ଯୋହନ ୧୭:୨୨)

  • ହଜିଯାଇଥିବା ଲୋକମାନଙ୍କର ପରିତ୍ରାଣ (ଗୀତସଂହିତା ୨୧:୫;  ୧ ଥେସଲନୀକୀୟ ୨:୧୨; ୨ ଥେସଲନୀକୀୟ ୨:୧୪)

  • ଖ୍ରୀଷ୍ଟଙ୍କ ଆଲୋକକୁ ଉଜ୍ଜ୍ୱଳ କରିବା (ମାଥିଉ ୫:୧୬)

  • ଈଶ୍ବରଙ୍କ ସୁସମାଚାର ବିସ୍ତାର କରିବା (୨ କରିନ୍ଥୀୟ ୪:୧୫)


ପରିବର୍ତ୍ତିତ

 ପରିବର୍ତ୍ତିତ

ପଠନ : ୨ ବଂଶାବଳୀ ୩୩:୧-୨୦


ସେ…ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ଅନ୍ୱେଷଣ କଲେ ଓ ଆପଣା ପିତୃଗଣର ପରମେଶ୍ବରଙ୍କ ଛାମୁରେ ଆପଣାକୁ ଅତିଶୟ ନମ୍ର କଲେ (୨  ବଂଶାବଳୀ ୩୩:୧୨) । 


ମନଃଶି ରାଜା ରୂପେ ରାଜତ୍ୱ କଲାବେଳେ ଦେବତାମାନଙ୍କର ମୂର୍ତ୍ତି ସମ୍ମୁଖରେ ନିଜର ସନ୍ତାନମାନେ ଉତ୍ସର୍ଗ କଲେ, ନିର୍ଦ୍ଦୟ ରୂପେ ଲୋକମାନଙ୍କୁ ହତ୍ୟା କଲେ ଏବଂ ନାନା ପ୍ରକାରର ମନ୍ଦ କାର୍ଯ୍ୟରେ ଅଭ୍ୟସ୍ତ ହେଲେ। ମାତ୍ର ସେ ଅନୁତାପ କରି ପୁଣିଥରେ  ଈଶ୍ଵରଙ୍କ ଉପାସନା କରିବାକୁ ଆରମ୍ଭ କଲାପରେ ତାଙ୍କର ଗୁଣଗୁଡ଼ିକ ଆମୂଳଚୂଳ ପରିବର୍ତ୍ତିତ ହୋଇଗଲା । 

ମନଃଶିଙ୍କ ଜୀବନ ଆମକୁ ଏକ ନିଚ୍ଛକ ସତ୍ୟ ପ୍ରକାଶ କରେ । ତାହା ହେଉଛି ଆମେ ନିଜ ହୃଦୟରେ ଯାହା ବିଶ୍ଵାସ କରୁ, ତାହାର ଏକ ବଳିଷ୍ଠ ପ୍ରଭାବ ଆମ ଆଚରଣ ଉପରେ ପଡିଥାଏ । ଯେତେବେଳ ଲୋକମାନଙ୍କୁ ଶିକ୍ଷା ଦିଆଯାଏ ଯେ ଈଶ୍ଵରଙ୍କଠାରେ ବିଶ୍ଵାସ ସ୍ଥାପନ କରିବା କେବଳ ମାତ୍ର ଏକ ଅନ୍ଧବିଶ୍ବାସ ବ୍ୟତୀତ ଆଉ କିଛି ନୁହେଁ, ଏପରି ସ୍ଥଳେ ଆମେ ସେହି ଲୋକମାଙ୍କଠାରୁ କ'ଣ ଆଶା କରିବା? ଏଣୁ ବିଦ୍ୟାଳୟଗୁଡିକରେ କପି କରି ପରୀକ୍ଷା ଦେବା ଓ ବିବାହ ପୂର୍ବରୁ ଗର୍ଭଧାରଣ କରିବା, ଇତ୍ୟାଦି ଆଜି ଜାତୀୟ ବିପର୍ଯ୍ୟୟରେ ହୋଇଛି। 


ଏ ସମସ୍ତ ସମସ୍ୟାର ଏକମାତ୍ର ବାସ୍ତବ ସମାଧନ ହେଉଛି ଈଶ୍ଵରଙ୍କ ଉପରେ ପୁନର୍ବାର ବିଶ୍ଵାସ ସ୍ଥାପନ କରିବା । ବାଇବଲରେ ଈଶ୍ଵର ନିଜକୁ ସମ୍ପୁର୍ଣ୍ଣ ରୂପେ ପ୍ରକାଶ କରିଛନ୍ତି । ମନଃଶିଙ୍କ ଜୀବନ ନାଟକୀୟ ଭାବରେ ପରିବର୍ତ୍ତିତ ହେଲା । ଆଉ ଆଜିର ଲୋକମାନେ ଯେତେବେଳେ ବାଇବଲର ସତ୍ୟଗୁଡ଼ିକ ଶୁଣୁଛନ୍ତି ଓ ପ୍ରକୃତ ବିଶ୍ୱାସର ସହ ଏଥିପ୍ରତି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ସେତେବେଳେ ସେମାନଙ୍କ ଜୀବନ ମଧ୍ୟ ପରିବର୍ତ୍ତିତ ହେଉଛି। ଯେହେତୁ ଆମର ବିଶ୍ବାସ ଗୁରୁତ୍ଵପୂର୍ଣ୍ଣ ଅଟେ । ଏଣୁ, ଆମେ କେବଳ ଈଶ୍ଵରଙ୍କ ବାକ୍ୟର ସତ୍ୟଗୁଡ଼ିକ, ଯାହା ଆମକୁ ଖ୍ରୀଷ୍ଟବିହୀନ ଅନନ୍ତଜୀବନରୁ ରକ୍ଷା କରିପାରିବ, ତାହା ଆବଶ୍ୟକ କରୁ ନାହୁଁ, ମାତ୍ର ଆମେ ଏପରି ସତ୍ୟ  ଜାଣିବା ଆବଶ୍ୟକ କରୁ, ଯାହା ଆମକୁ ଜୀବନରେ ଦୁଃଖଦ ତ୍ରୁଟି କରିବାରୁ ରକ୍ଷା କରିବ । ଯେଉଁ ବିଶ୍ଵାସ ଆମର ଜୀବନକୁ ପରିବର୍ତ୍ତିତ କରିଛି, ତାହା ଆମ ମନରେ ସର୍ବଦା ପ୍ରସ୍ଫୁଟିତ ହୋଇ ରହିବା ଆବଶ୍ୟକ।

7 कलीसिया

7 Churches



कलीसियाशक्तियाँग़लतियाँशिक्षावादा
प्रेमहीन
इफिसुस
प्रकाशितवाक्य 2:1-7
कड़ी मेहनत, धीरज धरना,
बुराई को ठुकराना, दृढ़ रहना
तूने अपना पहला प्रेम छोड़ दिया है
पश्चाताप कर और वही काम कर जो तूने पहले किया था।तुम जीवन के वृक्ष में से खाओगे।
क्लेश
स्मुरना
प्रकाशितवाक्य 2:8-11
तूने पीड़ा और गरीबी को सहा, फिर भी तू धनि हैंकुछ नहींजेल, उत्पीड़न, या मौत का सामना करते हुए भी विश्वासयोग्य रहा।मैं तुम्हें जीवन का मुकुट दूंगा। दूसरी मृत्यु से तुम्हें कोई दुख नहीं होगा।
सांसारिकता
पिरगमुन
प्रकाशितवाक्य 2:12-17
मसीह के प्रति विश्वासयोग्य । उसे इंकार करने से मना किया।पंथ, विधर्म, मूर्तिपूजा और अनैतिकता को सहन करता है,पश्चातापछिपे हुए मन्ना और एक पत्थर उस पर एक नए नाम है।
गलत सिद्धांत
थुआतीरा
प्रकाशितवाक्य2:18-29
कर्म, प्रेम, विश्वास, सेवा। धीरज सहनशक्ति। लगातार सुधार।मूर्तिपूजा और अनैतिकता को सहन करता है।न्याय आ रहा है।
पश्चाताप करो।
मेरे आने तक स्थिर रहो।
मैं तुम्हें राष्ट्रों पर अधिकार दूंगा और भोर के तारे का उपहार दूंगा।
आत्मिक रूप से मृत
सरदीस
प्रकाशितवाक्य 3:1-6
कुछ ने विश्वास रखा है।चर्च मृत है।जागो, पश्चाताप करो। फिर से यीशु की ओर मुड़ें। जो थोड़ा बचा है उसे मजबूत करें।विश्वासयोग्य यीशु के साथ चलेंगे और जीवन की पुस्तक से उनका नाम नहीं मिटाए जाएंगे।
आध्यात्मिक रूप से जीवित
फिलादेलफिया
प्रकाशितवाक्य 3:7-13
मेरी बात और मेरे नाम का खंडन नहीं किया है।कुछ नहींमैंने तुम्हारे सामने एक खुला द्वार रखा है। मैं तुम्हें परीक्षा की घड़ी से बचाऊंगा।मैं तुझे अपने परमेश्वर के भवन में एक खम्भा बनाऊंगा।
संतुष्ट
लौदीकिया
प्रकाशितवाक्य 3: 14-22
कुछ नहींन तो गर्म और न ही ठंड। तुम धन पर भरोसा करते हो, लेकिन अपनी दयनीय स्थिति का एहसास नहीं करते।उदासीनता से मुड़ें और पश्चाताप करें।जो जय पाए उन्हें मैं अपने साथ अपने सिंहासन पर बैठने के लिए आमंत्रित करूंगा।