BN

ଈଶ୍ବର କିପରି ମନପରିବର୍ତ୍ତନ କରିଥିବା ପାପୀମାନଙ୍କୁ ସଂପୂର୍ଣ୍ଣଭାବେ କ୍ଷମା କରନ୍ତି?

How Completely Does God Forgive Repentant Sinners?

ଶାସ୍ତ୍ରରେ ଈଶ୍ବରଙ୍କ କ୍ଷମା କରିବାର ସମ୍ପୂର୍ଣ୍ଣତା ଓ ସେ କ୍ଷମା ହୋଇଥିବା ପାପ ସହିତ କଣ କରନ୍ତି ତାହା ବିଭିନ୍ନ ଉପାୟରେ ବର୍ଣ୍ଣନା କରନ୍ତି, ଯେପରି ପାଠ୍ୟର ଏହି ନମୁନା ଦର୍ଶାଏ:

  • ପୂର୍ବରୁ ପଶ୍ଚିମ ଯେତେ ଦୂର ସେତେ ଦୂର ପର୍ଯ୍ୟନ୍ତ ଅଧର୍ମ ସବୁ ଦୂର କରିଅଛନ୍ତି 

ପୂର୍ବରୁ ପଶ୍ଚିମ ଯେତେ ଦୂର, ସେ ଆମ୍ଭମାନଙ୍କ-ଠାରୁ ଆମ୍ଭମାନଙ୍କ ଅପରାଧ ସେତେ ଦୂର କରିଅଛନ୍ତି (ଗୀତସଂହିତା ୧୦୩:୧୨)

  • ତାଙ୍କ ପଛଆଡ଼େ ପାପ ସବୁ ପକାଇ ଦେଇଅଛନ୍ତି  

ଦେଖ, ମୁଁ ଆପଣାର ଶାନ୍ତି ନିମନ୍ତେ ବଡ଼ ଦୁଃଖ ପାଇଲି; ମାତ୍ର ତୁମ୍ଭେ ମୋʼ ପ୍ରାଣ ପ୍ରତି ପ୍ରେମ କରି ବିନାଶକୂପରୁ ତାହାକୁ ଉଦ୍ଧାର କଲ; କାରଣ ତୁମ୍ଭେ ଆପଣା ପଛଆଡ଼େ ମୋହର ପାପସବୁ ପକାଇ ଦେଇଅଛ(ଯିଶାଇୟ ୩୮:୧୭)

  • ପାପ ସବୁକୁ ଆଉ ସ୍ମରଣ କରନ୍ତି ନାହିଁ 

ଆମ୍ଭେ, ଆମ୍ଭେ ହିଁ ଆପଣା ଲାଗି ତୁମ୍ଭର ଅଧର୍ମସବୁ ମାର୍ଜନା କରୁ ଓ ତୁମ୍ଭର ପାପସବୁ ଆମ୍ଭେ ସ୍ମରଣ କରିବା ନାହିଁ(ଯିଶାଇୟ ୪୩:୨୫)

ପୁଣି, ତୁମ୍ଭେମାନେ ପରମେଶ୍ଵରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। 

(ଯିରିମିୟ ୩୧:୩୪)


  • ସମୁଦ୍ରର ଅଗାଧ ଜଳରେ ପାପ ପକାଇ ଦେଇଅଛନ୍ତି

ସେ ପୁନର୍ବାର ଫେରି ଆମ୍ଭମାନଙ୍କ ପ୍ରତି କୃପା କରିବେ; ସେ ଆମ୍ଭମାନଙ୍କର ଅଧର୍ମସକଳ ପଦ ତଳେ ଦଳିବେ; ଆଉ, ତୁମ୍ଭେ ସେମାନଙ୍କର ଯାବତୀୟ ପାପ ସମୁଦ୍ରର ଆଗାଧ ଜଳରେ ନିକ୍ଷେପ କରିବ (ମୀଖା ୭:୧୯)

  • କୃଶରେ "ପୂର୍ଣ୍ଣ ପରିଶୋଧ" ଭାବରେ ଚିହ୍ନିତ କରି ଏକ ପ୍ରମାଣ ପତ୍ର ଟଙ୍ଗାଇ ଦେଇଅଛନ୍ତି 

ଅପରାଧରେ ଓ ଶାରୀରିକ ଅସୁନ୍ନତ ଅବସ୍ଥାରେ ମୃତ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମଧ୍ୟ ଈଶ୍ଵର ତାହାଙ୍କ ସହିତ ସଜୀବ କରିଅଛନ୍ତି; ସେ ତ ଆମ୍ଭମାନଙ୍କର ସମସ୍ତ ଅପରାଧ କ୍ଷମା କରିଅଛନ୍ତି, ପୁଣି, ବିଧିବିଧାନରେ ଆମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗପତ୍ର ଥିଲା, ତାହା ସେ ଲୋପ କରି କ୍ରୁଶରେ ଟଙ୍ଗାଇ ଦେଇ ଆମ୍ଭମାନଙ୍କ ପଥରୁ ଦୂର କରିଦେଇ ଅଛନ୍ତି; (କଲସୀୟ ୨:୧୩-୧୪)


परमेश्वर पश्चाताप करनेवाले पापियों को पूरी तरह से कैसे क्षमा करता है?

How completely does God forgive a repentant sinner?




पवित्र शास्त्र विभिन्न और चित्रात्मक तरीकों से परमेश्वर की क्षमा की पूर्णता का वर्णन करता है, जैसा कि पाठ के इन नमूनों से पता चलता है:


  1. जैसे ​​​​पूर्व से पश्चिम है, वैसे ही वह हमारे अपराधों को दूर करता है (भजन 103:12)

  2. पापों को अपने पीठ के पीछे फेंकता है (यशायाह 38:17)

  3. पापों को और याद नहीं रखता (यशायाह 43:25; यिर्मयाह 31:34)

  4. पापों को समुद्र की गहराइयों में डाल देता है (मीका 7:19)

  5. क्रूस पर "पूरे भुगतान" के रूप में चिह्नित एक प्रमाण पत्र" को कीलो से ठोंक दिया है।  (कुलुस्सियों 2:13, 14) 


ଅନୁଗ୍ରହ କ'ଣ ଶସ୍ତା??

 ଅନୁଗ୍ରହ କ'ଣ ଶସ୍ତା??

Is Grace Cheap??

୨ ପିତର ୩:୧-୧୮

ସେହି (ଈଶ୍ବରଙ୍କ) ଦିନରେ ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ତୁମ୍ଭମାନଙ୍କ କିପରି ସଦାଚାରୀ…. ହେବା ଉଚିତ୍। (୨ ପିତର ୩:୧୨)


ଈଶ୍ବରଙ୍କ ଅନୁଗ୍ରହ ପ୍ରଚୁର ଭାବେ ଓ ବିନା ମୂଲ୍ୟରେ ମିଳଥିବାରୁ, ଅନେକେ ଏହାକୁ ବଡ଼ ଶସ୍ତା ବୋଲି ମନେ କରନ୍ତି ।  ଏ ପ୍ରକାର ଧାରଣା ଅତ୍ୟନ୍ତ ବିପଜ୍ଜନକ ଓ କ୍ଷତିକାରକ । ଅପର ପକ୍ଷରେ ଈଶ୍ୱରଙ୍କ ଅନୁଗ୍ରହ ଉପରେ ଅଧିକ ଗୁରୁତ୍ବ ଆରୋପ କରି ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ସତ୍ୟଗୁଡ଼ିକୁ ଲଘୁ ଜ୍ଞାନ କରିବା ମଧ୍ୟ ସମ ଭାବରେ କ୍ଷତିଜନକ କାରଣ । ଏହା ଗୁରୁତର ଭୁଲ୍ ଧାରଣା ସୃଷ୍ଟି କରିଥାଏ ।


  ଅବୈଧ ଯୌନ ସମ୍ପର୍କରେ ଜଡ଼ିତ ଜଣେ ବିବାହିତ ପୁରୁଷକୁ ତାଙ୍କର ପାଳକ ଅନୁଯୋଗ କରିବାରୁ ସେ ବ୍ୟକ୍ତି ଉତ୍ତର ଦେଇ କହିଲେ, "ମୁଁ ଜାଣେ ମୁଁ ଭୁଲ୍ କରୁଛି, କିନ୍ତୁ ତହିଁରୁ ବିରତ ରହିବା ପାଇଁ  ବାଧ୍ୟ କରିବା ମଧ୍ୟ ଆପଣଙ୍କ ପକ୍ଷରେ ଭୁଲ୍। ମୁଁ  ଯଦିବା ଜାଣେ ଏହା ଈଶ୍ଵରଙ୍କର ପ୍ରୀତିଜନକ ନୁହେଁ, ତଥାପି ସେ ଯେ ମୋତେ କ୍ଷମା କରିବେ ଏ ବିଷୟରେ ମୁଁ ନିଶ୍ଚିତ । ଆପଣ ମୋତେ ଖାଲି ଈଶ୍ଵରଙ୍କ ବିଚାର କଥା କହୁଅଛନ୍ତି କିନ୍ତୁ ଇଶ୍ଵର ଯେ କେଡ଼େ ଅନୁଗ୍ରହଶୀଳ, ସେ ବିଷୟରେ ଆପଣ କିଛି କହୁ ନାହାନ୍ତି" । ଯେଉଁମାନେ ଭାବନ୍ତି  ଯେ, ଈଶ୍ୱରଙ୍କ ବାଧ୍ୟ ହେବା ଆବଶ୍ୟକ, କିନ୍ତୁ ଯଦିବା ଆମେ ଅବାଧ୍ୟ ହେଉ ସେଥିରେ କିଛି ଯାଏ ଆସେ ନାହିଁ । ସେମାନଙ୍କର ମନେରଖିବା ଉଚିତ, ଅବଧ୍ୟତାର କାର୍ଯ୍ୟ ପାଇଁ ସେମାନଙ୍କୁ ତା'ର  ପରିଣତି ଭୋଗ କରିବାକୁ ହେବ ।


  ବୋନହୋଫର୍ ନାମକ ଜଣେ ଜର୍ମାନ ଦେଶର ପାଳକ, ଯେ କି ନାଜି ଶାସକମାନଙ୍କ ଦ୍ଵାରା ନିହତ ହୋଇଥିଲେ, ସେ କହିଥିଲେ, ଈଶ୍ୱରଙ୍କ ଅନୁଗ୍ରହକୁ ଯେଉଁମାନେ ଏପରି ଶସ୍ତା ମନେକରନ୍ତି, ସେମାନେ ଜାଣିନାହାନ୍ତି, ଏହି ପ୍ରଚୁର ଅନୁଗ୍ରହ ବିନା  ମୂଲ୍ୟରେ ଦେବା ପାଇଁ ଈଶ୍ୱରଙ୍କୁ କିପରି ମୂଲ୍ୟ ଦେବାକୁ ପଡ଼ିଥିଲା, ଯାହା ଥିଲା ତାଙ୍କର ଏକମାତ୍ର ପୁତ୍ରଙ୍କର ଲଜ୍ଜାଜନକ କ୍ରୁଶୀୟ ମୃତ୍ୟୁ । 


ଯେତେଥର ଈଶ୍ୱରଙ୍କର ଅନୁଗ୍ରହ କଥା ଆମେ ସ୍ମରଣ କରିବା ସେତେଥର ତାହା ଆମ୍ଭମାନଙ୍କୁ ଈଶ୍ଵରଙ୍କ ପବିତ୍ରତା ଓ ଧାର୍ମିକତାକୁ  ଅଧିକ ହୃଦୟଙ୍ଗମ କରିବା ପାଇଁ ସାହାଯ୍ୟ କରିବ ଓ ସେତେ ଅଧିକ ସଦାଚାରୀ ଓ ଧାର୍ମିକ ହେବା ପାଇଁ ଅନୁପ୍ରାଣିତ କରିବ।


Source: Daily Bread


ଯୀଶୁ ଏବଂ ସ୍ତ୍ରୀମାନେ

Jesus and Women 


 

ଯୀଶୁ ଏବଂ ସ୍ତ୍ରୀମାନେ
ଯୀଶୁ କୂଅରେ ଜଣେ ଶମିରୋଣୀୟ ସ୍ତ୍ରୀ ସହିତ କଥାବାର୍ତ୍ତା କଲେଯୋହନ ୪:୧-୨୬
ଯୀଶୁ ଜଣେ ବିଧବାର ପୁତ୍ରକୁ ପୁନରୁତ୍ଥାନ କଲେଲୂକ ୭:୧୧-୧୭
ଜଣେ ପାପିନୀ ସ୍ତ୍ରୀ ଯୀଶୁଙ୍କ ପାଦକୁ ଅଭିଷେକ କଲେଲୂକ ୭:୩୬-୫୦
ଯୀଶୁ ଜଣେ ବ୍ୟଭିଚାରୀ ସ୍ତ୍ରୀଙ୍କୁ କ୍ଷମା କଲେଯୋହନ ୮: ୧-୧୧
ମହିଳାମାନଙ୍କର ଏକ ଦଳ ଯୀଶୁ ସହିତ ଯାତ୍ରା କରୁଥିଲେଲୂକ ୮:୧-୩
ଯୀଶୁ ମରିୟମ ଏବଂ ମାର୍ଥା ପରିଦର୍ଶନଙ୍କୁ ପରିଦର୍ଶନ କଲେଲୂକ ୧୦:୩୮-୪୨
ଯୀଶୁ ଜଣେ ପଙ୍ଗୁ ସ୍ତ୍ରୀକୁ ସୁସ୍ଥ କଲେଲୂକ ୧୩:୧୦-୧୭
ଯୀଶୁ ଜଣେ ଅଣଯିହୂଦୀ ସ୍ତ୍ରୀର ଝିଅକୁ ସୁସ୍ଥ କଲେମାର୍କ ୭:୨୪-୩୦
କାନ୍ଦୁଥିବା ମହିଳାମାନେ ଯୀଶୁଙ୍କୁ କ୍ରୁଶ ଘେନି ଯିବା ବାଟରେ ଅନୁସରଣ କଲେଲୂକ ୨୩:୨୭-୩୧
ଯୀଶୁଙ୍କ ମା ଏବଂ ଅନ୍ୟ ସ୍ତ୍ରୀ କ୍ରୁଶ ନିକଟରେ ଏକାଠି ହେଲେଯୋହନ ୧୯:୨୫-୨୭
ଯୀଶୁ ମଗ୍ଦଲୀନୀ ମରିୟମକୁ ଦର୍ଶନ ଦେଲେମାର୍କ ୧୬:୯-୧୧
ଯୀଶୁ ପୁନରୁତ୍ଥାନ ପରେ ଅନ୍ୟ ମହିଳାମାନଙ୍କୁ ଦର୍ଶନ ଦେଲେମାଥିଉ ୨୮:୮-୧୦

ଜଣେ ଅଣ-ଯିହୁଦୀ ଭାବରେ ଯୀଶୁଙ୍କ ଜୀବନର ଶବ୍ଦ ଏବଂ କାର୍ଯ୍ୟଗୁଡ଼ିକୁ ରେକର୍ଡିଂ କରି ଲୂକ ଅନ୍ୟ “ବାହାର ଲୋକ” ପ୍ରତି ଏକ ବିଶେଷ ସମ୍ବେଦନଶୀଳତା ପ୍ରଦର୍ଶନ କରନ୍ତି ଯାହାଙ୍କ ସହିତ ଯୀଶୁ ଯୋଗାଯୋଗ କରିଥିଲେ | ଉଦାହରଣ ସ୍ୱରୂପ, ଲୂକ ମହିଳାମାନଙ୍କ ସହିତ ଜଡିତ ପାଞ୍ଚଟି ଘଟଣାକୁ ରେକର୍ଡ କରନ୍ତି ଯାହାକି ଅନ୍ୟ ସୁସମାଚାରରେ ଉଲ୍ଲେଖ କରାଯାଇ ନାହିଁ | ପ୍ରଥମ ଶତାବ୍ଦୀର ଯିହୁଦୀ ସଂସ୍କୃତିରେ, ମହିଳାମାନେ ସାଧାରଣତଃ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ବ୍ୟବହାର କରାଯାଉଥିଲା ଯେଉଁଥିରେ ପୁରୁଷଙ୍କ ପାଖରେ କିଛି ଅଧିକାର ଥିଲା | କିନ୍ତୁ ଯୀଶୁ ସେହି ପ୍ରତିବନ୍ଧକଗୁଡିକ ଅତିକ୍ରମ କଲେ, ଏବଂ ଲୂକ ଯୀଶୁଙ୍କ ମହିଳାମାନଙ୍କ ପ୍ରତି ଥିବା ବିଶେଷ ଯତ୍ନ ଦେଖାଇଲେ | ଯୀଶୁ ସମସ୍ତ ଲୋକଙ୍କୁ ସମାନ ସମ୍ମାନ କଲେ। ଉପରୋକ୍ତ ପର୍ଯ୍ୟାୟରେ ମହିଳାମାନଙ୍କ ସହିତ ତାଙ୍କର ସାକ୍ଷାତ ବିଷୟରେ କୁହାଯାଇଛି |

यीशु और नारियाँ

Jesus and Women 








  • यीशु एक सामरी स्त्री से कुएँ पर बात करता है             यूहन्ना 4:1-26
  • यीशु एक विधवा के बेटे को मरे हुओं में से जीवित करता है         लूका 1:11-17
  • एक पापी स्त्री ने यीशु के पैरों का अभिषेक किया                        लूका 7:36-50
  • यीशु ने एक व्यभिचारी स्त्री को क्षमा किया                         यूहन्ना 8:1-11
  • स्त्रियों का एक समूह यीशु के साथ यात्रा करता है                        लूका 8:1-3
  • यीशु मरियम और मार्था से भेंट करता है                                      लूका 10:38-42
  • यीशु एक अपंग स्त्री को चंगा करता है                                         लूका 13:10 -17
  • यीशु ने एक गैर-यहूदी महिला की बेटी को चंगा किया              मरकुस  7:24-30
  • रोती हुई महिलाएं क्रूस पर जाने के रास्ते में यीशु का पीछा करती हैं लूका 23:27-31
  • यीशु की मां और दूसरी महिलाए क्रूस के पास इकट्ठा होती हैं  यूहन्ना 19:25-27
  • यीशु पुनरुत्थान के बाद मरियम मगदलीनी के सामने प्रकट होते हैं         मरकुस 16:9-11 
  • यीशु अपने पुनरुत्थान के बाद अन्य स्त्रियों पर प्रकट होता है              मत्ती 28:8-10

एक गैर-यहूदी के रूप में यीशु के जीवन के शब्दों और कार्यों का अभिलेख करते हुए, लूका अन्य "बाहरी लोगों" के प्रति विशेष संवेदनशीलता प्रदर्शित करता है जिनके साथ यीशु संपर्क में आया था। उदाहरण के लिए, लूका ने महिलाओं से जुड़ी पांच घटनाओं को दर्ज किया है जिनका उल्लेख अन्य सुसमाचार में नहीं किया गया है। पहली सदी की यहूदी संस्कृति में, महिलाओं को आमतौर पर दूसरे दर्जे के नागरिक के रूप में माना जाता था, जिनके कुछ अधिकार पुरुषों के पास थे। परन्तु यीशु ने उन बाधाओं को पार किया, और लूका ने दिखाया कि यीशु को महिलाओं की विशेष देखभाल थी। यीशु ने सभी लोगों के साथ समान आदर का व्यवहार किया। उपरोक्त परिच्छेद महिलाओं के साथ उनके मुठभेड़ों के बारे में बताता है।


Source : NIV Life Application Study Bible