Jesus' Miracles among the Women
| ସ୍ତ୍ରୀଲୋକମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଆଶ୍ଚର୍ଯ୍ୟକର୍ମ | |
| ପିତରର ଶାଶୁଙ୍କ ସୁସ୍ଥତା | ମାଥିଉ ୮:୧୪,୧୫; ମାର୍କ ୧:୩୦,୩୧; ଲୂକ ୪:୩୮,୩୯ |
| ଯାଈରସର ଝିଅ ଜୀବିତ | ମାଥିଉ ୯:୧୮, ୨୩-୨୫; ମାର୍କ ୫:୨୨,୨୪, ୩୫-୪୨; ଲୂକ ୮:୪୦-୪୨, ୪୯-୫୫ |
| ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକର ସୁସ୍ଥତା | ମାଥିଉ ୯:୨୦-୨୨, ମାର୍କ ୫:୨୫-୩୪; ଲୂକ ୮:୪୩-୪୮ |
| କିଣାନୀୟ ସ୍ତ୍ରୀର ଝିଅର ସୁସ୍ଥତା | ମାଥିଉ ୧୫:୨୧-୨୮; ମାର୍କ ୭:୨୪-୩୦ |
| ନାଇନ ନଗରର ବିଧବାର ପୁତ୍ରର ସୁସ୍ଥତା | ଲୂକ ୭: ୧୧-୧୫ |
| କୁବ୍ଜା ସ୍ତ୍ରୀଲୋକର ସୁସ୍ଥତା | ଲୂକ ୧୩:୧୧-୧୩ |
| କାନ୍ନା ନଗରର ବିବାହ ଭୋଜରେ ଯୀଶୁଙ୍କ ମାଆଙ୍କ ଅନୁରୋଧରେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିବା | ଯୋହନ ୨:୧-୧୧ |
👍👍👍👍👍
ReplyDelete