| ଯୋହନ ଲିଖିତ ସୁସମାଚାରର ୭ ଟି ଆଶ୍ଚର୍ଯ୍ୟକର୍ମ |
| ଜଳକୁ ଦ୍ରାକ୍ଷାରସରେ ପରିଣତ କରିବା (ଯୋହନ ୨:୧-୧୨) | ଯୀଶୁ ଜୀବନର ଜଳ |
| ରାଜକର୍ମଚାରୀର ପୁତ୍ରଙ୍କ ସୁସ୍ଥତା (ଯୋହନ ୪:୪୬-୫୪) | ଯୀଶୁ ଦୂରତା ଉପରେ ମଧ୍ୟ ପ୍ରଭୁ |
| ବେଥ୍ସଦା ପୁଷ୍କରିଣୀ ରେ ୩୮ ବର୍ଷର ରୋଗୀର ସୁସ୍ଥତା (ଯୋହନ ୫:୧୭) | ଯୀଶୁ ସମୟ ଉପରେ ମଧ୍ୟ ପ୍ରଭୁ ଅଟନ୍ତି |
| ୫୦୦୦ ଲୋକଙ୍କୁ ରୋଟୀ ଖୁଆଇବା (୬:୧-୧୪) | ଯୀଶୁ ଜୀବନଦାୟକ ଆହାର |
| ପାଣି ଉପରେ ଚାଲିବା (ଯୋହନ ୧୬-୨୧) | ପ୍ରକୃତି ଉପରେ ଯୀଶୁ ପ୍ରଭୁ ଅଟନ୍ତି |
| ଜନ୍ମାନ୍ଧ କୁ ଦୃଷ୍ଟି ପ୍ରଦାନ କଲେ (ଯୋହନ ୯:୧-୪୦) | ଯୀଶୁ ଜଗତର ଜ୍ୟୋତିଃ |
| ମୃତ ମାନଙ୍କ ମଧ୍ୟରୁ ଲାଜାରଙ୍କୁ ଜୀବିତ କରାଇଲେ(ଯୋହନ ୧୧:୧୭-୪୫) | ମୃତ୍ୟୁ ଉପରେ ମଧ୍ୟ ଯୀଶୁଙ୍କର ଅଧିକାର ଅଛି |
Yes
ReplyDelete