BN

ଯୋହନ ଲିଖିତ ସୁସମାଚାରର ୭ ଟି ଆଶ୍ଚର୍ଯ୍ୟକର୍ମ

7 Signs in the Gospel of John

ଯୋହନ ଲିଖିତ ସୁସମାଚାରର ୭ ଟି ଆଶ୍ଚର୍ଯ୍ୟକର୍ମ
ଜଳକୁ ଦ୍ରାକ୍ଷାରସରେ ପରିଣତ କରିବା (ଯୋହନ ୨:୧-୧୨)ଯୀଶୁ ଜୀବନର ଜଳ 
ରାଜକର୍ମଚାରୀର ପୁତ୍ରଙ୍କ ସୁସ୍ଥତା (ଯୋହନ ୪:୪୬-୫୪)ଯୀଶୁ ଦୂରତା ଉପରେ ମଧ୍ୟ ପ୍ରଭୁ
ବେଥ୍ସଦା ପୁଷ୍କରିଣୀ ରେ ୩୮ ବର୍ଷର ରୋଗୀର ସୁସ୍ଥତା (ଯୋହନ ୫:୧୭)ଯୀଶୁ ସମୟ ଉପରେ ମଧ୍ୟ ପ୍ରଭୁ ଅଟନ୍ତି
୫୦୦୦ ଲୋକଙ୍କୁ ରୋଟୀ ଖୁଆଇବା (୬:୧-୧୪)ଯୀଶୁ ଜୀବନଦାୟକ ଆହାର
ପାଣି ଉପରେ ଚାଲିବା (ଯୋହନ ୧୬-୨୧)ପ୍ରକୃତି ଉପରେ ଯୀଶୁ ପ୍ରଭୁ ଅଟନ୍ତି
ଜନ୍ମାନ୍ଧ କୁ ଦୃଷ୍ଟି ପ୍ରଦାନ କଲେ (ଯୋହନ ୯:୧-୪୦)ଯୀଶୁ ଜଗତର ଜ୍ୟୋତିଃ
ମୃତ ମାନଙ୍କ ମଧ୍ୟରୁ ଲାଜାରଙ୍କୁ ଜୀବିତ କରାଇଲେ(ଯୋହନ ୧୧:୧୭-୪୫)ମୃତ୍ୟୁ ଉପରେ ମଧ୍ୟ ଯୀଶୁଙ୍କର ଅଧିକାର ଅଛି 

1 comment:

Kindly give your suggestions or appreciation!!!