BN

ଇସ୍ରାଏଲର ରାଜାଙ୍କ ପାଇଁ ବ୍ୟବସ୍ଥା (Law for Israel's King)

 ଇସ୍ରାଏଲର ରାଜାଙ୍କ ପାଇଁ ବ୍ୟବସ୍ଥା

(ଦ୍ୱିତୀୟ ବିବରଣ ୧୭:୧୪-୨୦)


  1. ସେ ନିଶ୍ଚୟ ଯିହୂଦୀ (ଦ୍ୱିତୀୟ ବିବରଣ ୧୭:୧୫)

  2. ସେ ନିଜ ପାଇଁ ଏକ ପୁସ୍ତକରେ ବ୍ୟବସ୍ଥାରୁ ଉତ୍ତାରି ଲେଖି ରଖିବ (ଦ୍ୱିତୀୟ ବିବରଣ  ୧୭:୧୮)

  3. ସେ ଯାବଜ୍ଜୀବନ ସେହି ପୁସ୍ତକକୁ ନିକଟରେ ରଖି ପାଠ କରିବେ (ଦ୍ୱିତୀୟ ବିବରଣ ୧୭:୧୯)

  4. ସେ ସଦପ୍ରଭୁ ଆପଣା ପରମେଶ୍ଵରଙ୍କୁ ଭୟ କରିବେ (ଦ୍ୱିତୀୟ ବିବରଣ ୧୭:୧୯)

  5. ସେ ବ୍ୟବସ୍ଥାର ସମସ୍ତ ବାକ୍ୟ ଓ ବିଧି ପାଳନ କରିବେ (ଦ୍ୱିତୀୟ ବିବରଣ ୧୭:୧୯)

  6. ସେ କିମ୍ବା ଲୋକମାନେ ନିଜ ପାଇଁ ଅଶ୍ଵ ବୃଦ୍ଧି କରିବେ ନାହିଁ (ଦ୍ୱିତୀୟ ବିବରଣ ୧୭:୧୬)

  7. ସେ ମିସରକୁ ଫେରିଯିବ ନାହିଁ (ଦ୍ୱିତୀୟ ବିବରଣ ୧୭:୧୬)

  8. ସେ ଅନେକ ସ୍ତ୍ରୀ ବିବାହ କରିବ ନାହିଁ (ଦ୍ୱିତୀୟ ବିବରଣ ୧୭:୧୭)

  9. ସେ ନିଜ ପାଇଁ ରୂପା ଓ ସୁନା ବୃଦ୍ଧି କରିବେ ନାହିଁ (ଦ୍ୱିତୀୟ ବିବରଣ ୧୭:୧୭)

  10. ସେ ଆପଣା ଭାତୃଗଣ ଉପରେ ତାହାର ହୃଦୟ ଅହଙ୍କାରୀ ହେବ ନାହିଁ (ଦ୍ୱିତୀୟ ବିବରଣ ୧୭:୨୦)

  11. ସେ ଈଶ୍ବରଙ୍କ ଆଜ୍ଞାରୁ ଦକ୍ଷିଣକୁ କି ବାମକୁ ଫେରିବ ନାହିଁ (ଦ୍ୱିତୀୟ ବିବରଣ ୧୭:୨୦)


Source: MacArthur Bible Commentary

No comments:

Post a Comment

Kindly give your suggestions or appreciation!!!