BN

ଯେଉଁମାନେ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୋଇଥିଲେ

 People Who Raised from Dead!!!

ଈଶ୍ବର ସର୍ବଶକ୍ତିମାନ ଅଟନ୍ତି | ଜୀବନରେ କୌଣସି ବିଷୟ ତାଙ୍କ ନିୟନ୍ତ୍ରଣ ବାହାରେ ନୁହେଁ, ମୃତ୍ୟୁ ମଧ୍ୟ ନୁହେଁ |

ଆସନ୍ତୁ ବାଇବଲରେ ସେହି ଲୋକମାନଙ୍କୁ ଦେଖିବା ଯେଉଁମାନେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି:-


  • ଏଲିୟ ଏକ ବାଳକକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲେ             ....... ୧ ରାଜା ୧୭:୨୨ 

  • ଇଲୀଶାୟ ଏକ ବାଳକକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲେ        ....... ୨ ରାଜା ୪:୩୪, ୩୫

  • ଇଲୀଶାୟଙ୍କ ଅସ୍ଥି ମନୁଷ୍ୟକୁ ପୁନରୁ‌ତ୍‌ଥିତ କଲା                ...… ୨ ରାଜା ୧୩:୨୦, ୨୧

  • ଯୀଶୁ ଏକ ବାଳକକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲେ               ....... ଲୂକ ୭:୧୪, ୧୫

  • ଯୀଶୁ ଏକ ଝିଅକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲେ                  ........ ଲୂକ ୮: ୫୨-୫୬

  • ଯୀଶୁ ଲାଜାରଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ                     ....... ଯୋହନ ୧୧: ୩୮-୪୪ 

  • ପିତର ଜଣେ ସ୍ତ୍ରୀକୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲେ                 ...…ପ୍ରେରିତ  ୯:୪୦, ୪୧

  • ପାଉଲ ଜଣେ ଲୋକଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ କଲେ          ....... ପ୍ରେରିତ ୨୦: ୯-୨୦


Source: Life Application Study Bible


No comments:

Post a Comment

Kindly give your suggestions or appreciation!!!