| ଯୋଷେଫ ଓ ଯୀଶୁଙ୍କ ମଧ୍ୟରେ ସମାନତା |
|
| ଯୋଷେଫ | ସମାନତା | ଯୀଶୁ |
| ଆଦି ୩୭:୩ | ତାଙ୍କ ପିତା ତାଙ୍କୁ ବହୁତ ଭଲ ପାଉଥିଲେ | ମାଥିଉ ୩:୧୭ |
| ଆଦି ୩୭:୨ | ସେ ତାଙ୍କ ପିତାଙ୍କର ମେଷପାଳକ ଥିଲେ | ଯୋହନ ୧୦:୧୧,୨୭ |
| ଆଦି ୩୭:୧୩, ୧୪ | ବାପା ଭାଇମାନଙ୍କ ନିକଟକୁ ପଠାଇଲେ | | ଏବ୍ରୀ ୨:୧୧ |
| ଆଦି ୩୭:୪ | ଭାଇମାନେ ଘୃଣା କଲେ | ଯୋହନ ୭:୫ |
| ଆଦି ୩୭:୨୦ | ଭାଇମାନେ ସେମାନଙ୍କର କ୍ଷତି କରିବାକୁ ଷଡଯନ୍ତ୍ର କରିଥିଲେ | ଯୋହନ ୧୧:୫୩ |
| ଆଦି ୩୯:୭ | ପରୀକ୍ଷିତ ହୋଇଥିଲେ | ମାଥିଉ ୪:୧ |
| ଆଦି ୩୭:୨୫ | ମିସରକୁ ନିଆଗଲା | ମାଥିଉ ୨:୧୪-୧୫ |
| ଆଦି ୩୭:୨୩ | ପୋଷାକ ନିଆଗଲା | | ଯୋହନ ୧୯:୨୩ |
| ଆଦି ୩୭:୨୮ | ଦାସର ମୂଲ୍ୟରେ ବିକ୍ରି ହୁଏ | | ମାଥିଉ ୨୬:୧୫ |
| ଆଦି ୩୯:୨୦ | ଶିକୁଳି ବନ୍ଧା ଗଲା | ମାଥିଉ ୨୭:୨ |
| ଆଦି ୩୯:୧୬-୧୮ | ମିଥ୍ୟା ଅଭିଯୋଗ କରାଗଲା | ମାଥିଉ ୨୬:୫୯-୬୦ |
| ଆଦି ୪୦:୨,୩,୨୨,୨୩ | ଅନ୍ୟ ଦୁଇଜଣ କଏଦୀଙ୍କ ସହିତ ରହିଲେ, ଜଣେ ଉଦ୍ଧାର ପାଇଲେ ଏବଂ ଅନ୍ୟଟି ନାହିଁ | | ଲୁକ ୨୩:୩୨,୪୨‐୪୩ |
| ଆଦି ୪୧:୪୬ | ଉଭୟ ପ୍ରଥମେ ୩୦ ବର୍ଷ ବୟସରେ ସର୍ବସାଧାରଣଙ୍କ ସ୍ୱୀକୃତି ଲାଭ କରିଥିଲେ | | ଲୁକ ୩:୨୩ |
| ଆଦି ୪୧:୪୧ | ଦୁଖଃଭୋଗ ପରେ ଉନ୍ନତ ହେଲେ | ଫିଲିପ୍ପୀୟ ୨:୯‐୧୧ |
| ଆଦି ୪୫:୧-୧୫ | ଯେଉଁମାନେ ସେମାନଙ୍କ ପ୍ରତି ଅନ୍ୟାୟ କଲେ ସେମାନଙ୍କୁ କ୍ଷମା କଲେ | ଲୁକ ୨୩:୩୪ |
| ଆଦି ୪୫:୭ | ନିଜ ଜାତିର ଲୋକମାନଙ୍କୁ ରକ୍ଷା କଲେ | ମାଥିଉ ୧:୨୧ |
| ଆଦି ୫୦:୨୦ | ଲୋକମାନେ ସେମାନଙ୍କୁ କଷ୍ଟ ଦେବାକୁ ଯାହା କଲେ ଈଶ୍ବର ସେସବୁକୁ ଭଲରେ ବଦଳାଇଲେ | | ୧ କରିନ୍ଥୀୟ ୨: ୭,୮ |
Wow great blessed to read it, never before i even guess about this similarity
ReplyDeleteNice to Hear. May God Bless You!!!
ReplyDeleteWow .....What A Similarities 👍🙂
ReplyDelete