BN

मरियम मगदलीनी

Mary Magdalene


    12 शिष्यों में महिलाओं की अनुपस्थिति ने कुछ लोगों को परेशान किया है। लेकिन यह स्पष्ट है कि यीशु के अनुयायियों में कई महिलाएं थीं। यह भी स्पष्ट है कि यीशु ने अपनी संस्कृति में महिलाओं के साथ वैसा व्यवहार नहीं किया जैसा अन्य लोगों ने किया; उसने उनके साथ गरिमा के साथ व्यवहार किया, जैसे कि योग्य लोगों के साथ।

    मरियम मगदाला यीशु की प्रारंभिक अनुयायी थीं, जिन्हें निश्चित रूप से एक शिष्य कहा जाता था। एक ऊर्जावान,आवेगशील, देखभाल करने वाली महिला, उसने न केवल यीशु के साथ यात्रा की, बल्कि समूह की जरूरतों में भी योगदान दिया। वह यीशु को सूली पर चढ़ाए जाने के समय मौजूद थी और यीशु के पुनरुत्थान के बाद सबसे पहले उसे देखने के रास्ते में थी।

    मरियम मगदलीनी कृतज्ञ जीवन जीने की एक हृदयस्पर्शी मिसाल है। यीशु ने उसके जीवन को चमत्कारिक रूप से मुक्त कर दिया जब उसने उसमें से सात दुष्ट आत्माओ को निकाल दिया। हमारे पास उसकी हर झलक में, वह उस स्वतंत्रता के लिए अपनी प्रशंसा व्यक्त कर रही थी जो मसीह ने उसे दी थी। उस स्वतंत्रता ने उसे मसीह के क्रूस के नीचे खड़े होने की अनुमति दी जब कि सभी शिष्य, यूहन्ना के अलावा डर में छिपे हुए थे। यीशु की मृत्यु के बाद, उसने उसकी देह को हर सम्मान देने का निर्णय किया। यीशु के बाकी अनुयायियों की तरह, उसने कभी भी उसके शारीरिक पुनरुत्थान की उम्मीद नहीं की थी - लेकिन वह इसे पाकर बहुत खुश थी।

    मरियम का विश्वास जटिल नहीं था, लेकिन यह प्रत्यक्ष और वास्तविक था। वह सब कुछ समझने की अपेक्षा विश्वास करने और आज्ञा मानने के लिए अधिक उत्सुक थी। यीशु ने सबसे पहले उसके सामने प्रकट होकर और उसे अपने पुनरुत्थान का पहला संदेश सौंपकर उसके बालक-समान विश्वास का सम्मान किया।


  • ताकत और उपलब्धियां :

    • यीशु और उनके शिष्यों की जरूरतों के लिए योगदान दिया 

    • क्रूस पर यीशु की मृत्यु के समय उपस्थित कुछ वफादार अनुयायियों में से एक न

    • सबसे पहले जी उठे हुए मसीह को देखा

  • कमजोरी और गलतियाँ :

    • यीशु को सात दुष्टात्माओ को उससे बाहर निकालना पड़ा

  • जीवन से सबक :

    • जो आज्ञाकारी हैं वे समझ में बढ़ते हैं 

    • महिलाएं यीशु की सेवकाई के लिए महत्वपूर्ण हैं

    • यीशु महिलाओं से संबंधित हैं, जैसे उन्होंने उन्हें बनाया - परमेश्वर की छवि के समान प्रतिबिंब के रूप में।

  • महत्वपूर्ण आयाम :

    • कहां : मगदाला, यरूशलेम 

    • व्यवसाय : हमें नहीं बताया गया है, लेकिन वह धनीप्रतीत होती है

    • समकालीन: यीशु, 12 शिष्य, मरियम, मारथा, लाजर, यीशु की माता मरियम 

 

  • मुख्य पद :

सप्ताह के पहिले दिन भोर होते ही वह जी उठ कर पहिले पहिल मरियम मगदलीनी को जिस में से उस ने सात दुष्टात्माएं निकाली
थीं, दिखाई दिया। मरकुस 16:9

 

मरियम मगदलीनी की कहानी मत्ती 27,28 में वर्णित है। मरकुस 15; 16; लूका 23, 24; और यूहन्ना 19, 20। उसका उल्लेख लूका 8:2 में भी किया गया है।   


Source : NIV Life Application Study Bible.


बाइबिल की भविष्यवाणी क्यों ?

 

बाइबिल की भविष्यवाणी क्यों ?
1परमेश्वर की तस्वीर की संप्रभुतादानियाल 9:27; प्रेरितो के काम 4:25-29; फिलिप्पियो 1:6
2सुसामाचार को उत्तेजित करता हैप्रेरितो के काम 3:18-24; इब्रानियो 9:26, 27
3शास्त्रों की सत्यता और शुद्धता की पुष्टि करता हैयशायाह 41:21-29; 42:9; 44:7,8, 24; 45:7; 46:8-11; 2 पतरस 3:4-13
4नैतिक/सामाजिक उत्तरदायित्वों को प्रोत्साहित करता हैरोमियो 13:11-14; 1 थिस्सलुनीकियों 5:6-11
5दुख के समय शांति प्रदान करता है1 थिस्सलुनीकियों 4:13-18, ; 1 पतरस 1:7-9
6बाइबिल का प्राथमिक भाग2 पतरस 1:19-21; प्रकाशितवाक्य 1-3; 22;18-19
7पवित्रता का उच्चारण करता हैफिलिप्पियों 4:5; 1 थिस्सलुनीकियों 3:13; 5:23; तीतुस 2:12,13; यहूदा 5:7-9; 1 पतरस 1:3-7; 2 पतरस 3:11, 12; 1 यूहन्ना 3:3
8आध्यात्मिक शक्ति में सहायता करता है1 कुरिन्थियों 15:58; 2 थिस्सलुनीकियों 2:2
9इस युग के परिप्रेक्ष्य में उचित दृष्टिकोण रखता है1 कुरिन्थियों 7:31; इफिसियों 5:16; 1 तीमुथियुस 4:1, 2 पिता परमेश्वर, और हमारे प्रभु मसीह यीशु से, तुझे अनुग्रह और दया, और शान्ति मिलती रहे॥
2 तीमुथियुस 3:1-5; 1 यूहन्ना 2:18

କାହିଁକି ବାଇବେଲ ଭାବବାଣୀ?

 Why Biblical Prophecy?



ବାଇବେଲ ଭାବବାଣୀ କାହିଁକି?
1ଈଶ୍ବରଙ୍କ ସାର୍ବଭୌମତ୍ୱକୁ ଦେଖାଏଦାନିଏଲ ୯:୨୭; ପ୍ରେରିତ ୪:୨୫-୨୯; ଫିଲ୍ଲିପୀୟ ୧:୬
2ସୁସମାଚାର ପ୍ରଚାର କରିବାକୁ ଉତ୍ସାହିତ କରେପ୍ରେରିତ ୩:୧୮-୨୪; ଏବ୍ରୀ ୯:୨୬-୨୭
3ଶାସ୍ତ୍ରର ସତ୍ୟତା ଏବଂ ସଠିକତାକୁ ଯାଞ୍ଚ କରେଯିଶାଇୟ ୪୧:୨୧-୨୯;୪୨:୯; ୪୪:୭,୮,୨୪; ୪୫:୭; ୪୬:୮-୧୧; ୨ ପିତର ୩:୪-୧୩
4ନୈତିକ/ସାମାଜିକ ଦାୟିତ୍ୱକୁ ଉତ୍ସାହିତ କରେରୋମୀୟ ୧୩:୧୧-୧୪; ୧ ଥେସଲନିକୀ ୫:୬-୧୧
5ଦୁଃଖ ସମୟରେ ଆରାମ ପ୍ରଦାନ କରେ ଥେସଲନୀକୀୟ ୪:୧୩-୧୮; ୧ ପିତର ୧:୭-୯
6ବାଇବଲର ପ୍ରାଥମିକ ଅଂଶ୨ ପିତର ୧:୧୯-୨୧; ପ୍ରକାଶିତ ୧-୩:୨୨; ୨୨:୧୮‌-୧୯
7ପବିତ୍ରତାକୁ ବଢାଇଥାଏଫିଲିପ୍ପୀୟ ୪: ୫; ୧ ଥେସଲନୀକୀୟ ୩:୧୩; ୫:୨୩; ତୀତସ ୨:୧୨, ୧୩; ଯାକୁବ ୫:୭-୯; ୧ ପିତର ୧:୩-୭; ୨ ପିତର ୩:୧୧,୧୨; ୧ ଯୋହନ ୩:୩
8ଆଧ୍ୟାତ୍ମିକ ଶକ୍ତିକୁ ସାହାର୍ଯ୍ୟ କରେ୧ କରିନ୍ଥୀୟ ୧୫:୫୮; ୨ ଥେସଲନୀକୀୟ ୨:୨
9ଏହି ଯୁଗର ଏକ ଉପଯୁକ୍ତ ଦୃଷ୍ଟିକୋଣକୁ ଦର୍ଶାଏ୧ କରିନ୍ଥୀୟ ୭:୩୧; ଏଫିସୀୟ ୫:୧୬; ୧ ତୀମଥି ୪:୧; ୨ ତୀମଥି ୩:୧‐୫; ୧ ଯୋହନ ୨:୧୮

ସର୍ବଦା କୃତଜ୍ଞ

 ସର୍ବଦା କୃତଜ୍ଞ

ପଠନ: ହବକ୍କୂକ ୩:୧୭-୧୯

…... ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। ମୁଁ ଆପଣା ତ୍ରାଣର ପରମେଶ୍ୱରଙ୍କଠାରେ ଉଲ୍ଲାସ କରିବି। ( ହବକୂକ୍ ୩:୧୮)


ଆମର ପରିବାର ଓ ବନ୍ଧୁବର୍ଗ ଗୋଟାଏ ପାରମ୍ପାରିକ, ସ୍ଵାଦିଷ୍ଟ ଖାଦ୍ୟରେ ପରିପୂର୍ଣ ଭୋଜିରେ ବସିଥିବା ସମୟରେ ବାଇବଲର ହବକୂକ୍ ୩:୧୭-୧୮ ଅଧ୍ୟାୟଟିକୁ ପାଠ କରିବା ବୋଧହୁଏ ଅସାଧାରଣ ଥିଲା। ମାତ୍ର ମୁଁ ଏହା ବାଛିବାର ଗୋଟାଏ କାରଣ ଥିଲା । କେବଳ ମୁଣ୍ଡ ନୂଆଁଇ ଧନ୍ୟବାଦ ଦେବା ଯଥେଷ୍ଟ  ମନେ ହେଉ ନ ଥିଲା। ଜଗତର ଅନେକ ଲୋକଙ୍କର ଦାରିଦ୍ର୍ୟ ତୁଳନାରେ ମୁଁ ଧନୀ ଥିଲି।

ଭାବାବଦୀ ହବକୂକ୍ ନିଷ୍ଠୁର  କଲଦୀୟମାନଙ୍କ ଦ୍ଵାରା ନିଜ ଦେଶର ଧ୍ଵଂସକୁ ଅପେକ୍ଷା କରୁଥିଲେ। ଏହି କଲଦୀୟ ସୈନ୍ୟବାହିନୀଙ୍କୁ  ଈଶ୍ଵର ତାଙ୍କ ଲୋକମାନଙ୍କର ଅବଧ୍ୟତା ଓ ଦୁଷ୍ଟତାର ମାର୍ଗ  ପାଇଁ ଦଣ୍ଡ ଦେବାକୁ ଆହ୍ଵାନ କରିଥିଲେ (ହବକୂକ୍ ୧:୫-୬)। ସେ କହିଥିଲେ, 'ଯଦ୍ୟପି ଡିମ୍ବିରି ବୃକ୍ଷ ପୁଷ୍ପିତ ନୋହିବ, କିଅବା  ଦ୍ରାକ୍ଷାଲତାରେ  ଫଳ ନ ଧରିବ, ଜୀତବୃକ୍ଷ ଫଳ ନ ଫଳିବ ଓ କ୍ଷେତ୍ର ଖାଦ୍ୟଦ୍ରବ୍ୟ ଉତ୍ପନ୍ନ ନ କରିବ, ଖୁଆଡରୁ ମେଷପଲ ଉଚ୍ଛିନ୍ନ ହେବେ, ଆଉ ଗୋଠରେ ଗୋରୁ ପଲ ନ ଥିବ, ତଥାପି ମୁଁ ସଦାପ୍ରଭୁଙ୍କ ଠାରେ ଆନନ୍ଦ କରିବି' (ହବକୂକ୍ ୩:୧୭-୨୮)

ସେହି ବାକ୍ୟ ମୋତେ ଟିକିଏ ଅଟକି ଯାଇ ଏହା ପଚାରିବାକୁ ପ୍ରବୃତ୍ତ କରିଥିଲା, "ଈଶ୍ଵର ମୋତେ ଯାହା ଦିଅନ୍ତି କିମ୍ବା ଯାହା ଦେବା ସ୍ଥଗିତ ରଖନ୍ତି, ତାହା ସତ୍ତ୍ୱେ ମୁଁ ଈଶ୍ୱରଙ୍କ ପ୍ରତି କୃତଜ୍ଞ ଅଟେ କି? ପ୍ରତ୍ୟେକ ଭୌତିକ ଆଶୀର୍ବାଦ ହରାଇବା ପ୍ରତି ହବକୂକ୍ କିପରି ପ୍ରତିକ୍ରିୟା ଦେଖାଇବେ, ତାହା ସେ ଚିନ୍ତା କରିଥିଲେ। ସେ ଏହି ସିଦ୍ଧାନ୍ତ ନେଇଥିଲେ, "ମୁଁ ମୋର ପରିତ୍ରାଣ ପରମେଶ୍ବରଙ୍କ ଠାରେ ଉଲ୍ଲାସ କରିବି" (୧୮ପଦ)। ପରିବେଶ ବଦଳିପାରେ, ମାତ୍ର ଈଶ୍ବର ସମାନ ରହିଅଛନ୍ତି। ତାହା ହିଁ ସର୍ବଦା ଧନ୍ୟବାଦ ଦେବାର କାରଣ ଅଟେ। ଆପଣଙ୍କ ହସ୍ତରେ ଯାହା ଅଛି, ତା' ନୁହେଁ, ମାତ୍ର ଆପଣଙ୍କ ହୃଦୟରେ ଯାହା ଅଛି, ତା' ଉପରେ କୃତଜ୍ଞତା ନିର୍ଭର କରେ।

ମନ୍ଦକୁ ଭଲରେ ପରିଣତ କରିବା

 ମନ୍ଦକୁ ଭଲରେ ପରିଣତ କରିବା

୧ ଥେସଲନୀକୀୟ ୨:୧୩-୧୮


ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ ….କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା । 

(୧ ଥେସଲନୀକୀୟ ୨:୧୮)

ପ୍ରେରିତ ପାଉଲ  ଥେସଲନୀକାସ୍ଥିତ ବିଶ୍ବାସୀମାନଙ୍କୁ ଏହା କହିଥିଲେ ଯେ ସେ ଓ ତାଙ୍କର ସହକର୍ମୀମନେ ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଇଚ୍ଛା  କରୁଥିଲେ, ମାତ୍ର ଶୟତାନ ସେମାନଙ୍କୁ ବାଧା ଦେଇଥିଲା (୧ ଥେସ ୨:୧୮)

ଯାହା ଜଣେ ଈଶ୍ଵରଙ୍କ ସନ୍ତାନ ଈଶ୍ଵରଙ୍କ ଇଚ୍ଛା ବୋଲି ବିଶ୍ୱାସ କରେ, ତାହା କରିବାରେ ତାକୁ ଯେ ଶୟତାନ ବାଧା ଦେଇପାରେ, ଏହା ପାଠ କରି ଆପଣ ବିବ୍ରତ ହେଉଛନ୍ତି କି? ଯଦି ଏ ବିଷୟ ଆପଣଙ୍କୁ ବିବ୍ରତ କରୁଛି, ତେବେ ଏହା ମନେରଖନ୍ତୁ ଯେ ଈଶ୍ଵରଙ୍କ ଜ୍ଞାନ ବିନା, କିମ୍ବା ତାଙ୍କର ପ୍ରତ୍ୟକ୍ଷ କିମ୍ବା ଅନୁମୋଦନୀୟ ଇଚ୍ଛା ବିନା କିଛି ଘଟେ ନାହିଁ। ଶୟତାନର କାର୍ଯ୍ୟ ହେଉ କିମ୍ବା ମନୁଷ୍ୟର କାର୍ଯ୍ୟ ହେଉ, ପ୍ରଭୂ ଯେକୌଣସି କାର୍ଯ୍ୟକୁ ନେଇ ଏହାକୁ ନିଜସ୍ଵ ଉଦ୍ଦେଶ୍ୟ ଓ ଗୌରବରେ ପରିଣତ କରିପାରନ୍ତି । ଉଦାହରଣସ୍ୱରୂପ, ପାଉଲଙ୍କୁ  ଶୟତାନର ବାଧାର ଫଳ ଥିଲା, ଖ୍ରୀଷ୍ଟିୟାନମାନଙ୍କ  ପ୍ରତି ମହାମଙ୍ଗଳ ! ଯେହେତୁ ପ୍ରେରିତ ଥେସଲନୀକୀୟମାନଙ୍କ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା କରିପାରି ନ ଥିବାରୁ, ସେ ସେମାନଙ୍କ ନିକଟକୁ ଗୋଟିଏ ପତ୍ର ଲେଖିଥଲେ । ବାଇବଲର ଏହି ଭାଗଟି ଶହ ଶହ ବର୍ଷ ଧରି ବିଶ୍ବାସୀମାନଙ୍କ ପ୍ରତି ମହା, ଆଶୀର୍ବାଦ ଓ  ସାନ୍ତ୍ଵନାର ଉତ୍ସ ହୋଇ ରହିଛି ।

ନିଜର ଭାଇମାନେ ଯୋଷେଫଙ୍କୁ ଦାସତ୍ୱ ମଧ୍ୟକୁ ବିକ୍ରୟ କରିଦେଇଥିଲେ । ସେ କାଳେ ପ୍ରତିଶୋଧ ନେବାକୁ ଚେଷ୍ଟା କରିବେ ବୋଲି ସେମାନେ ଭୟ କରୁଥିଲେ ମାତ୍ର ସେ କହିଥିଲେ, "ତୁମ୍ଭେମନେ ମୋ ବିରୁଦ୍ଧରେ ମନ୍ଦ କଳ୍ପନା  କରିଥିଲ  ପ୍ରମାଣ, ମାତ୍ର ପରମେଶ୍ବର ତାହା ମଙ୍ଗଳର ବିଷୟ କଲେ" (ଆଦି ୫୯:୨୦)


ଆମର ସ୍ବର୍ଗସ୍ଥ ପିତାଙ୍କର ଇଚ୍ଛା ବିନା କିଛି ଘଟେ ନାହିଁ ବୋଲି ଜାଣିବା କେତେ ସାନ୍ତ୍ଵନାଦାୟକ । ଈଶ୍ଵରଙ୍କ ସାର୍ବଭୌମ ନିୟନ୍ତ୍ରଣ ଅଧୀନରେ, ମନ୍ଦକୁ ତାଙ୍କର ଉଦ୍ଦେଶ୍ୟ ସାଧନ ନିମନ୍ତେ ଭଲରେ ପରିଣତ ହୋଇଯାଇପାରେ ।