BN

ଯିରୂଶାଲମର ଅନ୍ୟ ନାମଗୁଡିକ କଣ??

What are the Other Names of Jerusalem 

(City of Peace)

  • ପରମେଶ୍ଵରଙ୍କ ନଗର (ଗୀତ ୪୮:୧)

  • ମହାରାଜାଙ୍କର ନଗର (ଗୀତ ୪୮:୨)

  • ସନ୍ୟାଧିପତି ସଦାପ୍ରଭୁଙ୍କ ନଗର (ଗୀତ ୪୮:୮)

  • ଶାଲେମ (ଗୀତ ୭୬:୨)

  • ସିୟୋନ (ଗୀତ ୭୬:୨)

  • ଧର୍ମ ପୁରୀ (ଯିଶାଇୟ ୧:୨୬)

  • ସତୀ ନଗରୀ (ଯିଶାଇୟ ୧:୨୬)

  • ଅରୀୟେଲ (ଯିଶାଇୟ ୨୯:୧)

  • ପବିତ୍ର ନଗରୀ (ଯିଶାଇୟ ୫୨:୧)

  • ସଦାପ୍ରଭୁଙ୍କ ନଗରୀ (ଯିଶାଇୟ ୬୦:୧୪)

  • ହିପ୍ସୀବା (ସନ୍ତୋଷଜନିକା) (ଯିଶାଇୟ ୬୨:୪)

  • ସଦାପ୍ରଭୁଙ୍କ ସିଂହାସନ (ଯିରିମୀୟ ୩:୧୭)

  • ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ (ଯିରିମୀୟ ୩୩:୧୬)

  • ସୌନ୍ଦର୍ଯ୍ୟର ସିଦ୍ଧି (ବିଳାପ ୨:୧୫)

  • ସମୁଦାୟ ପୃଥିବୀର ଆନନ୍ଦ ସ୍ଵରୂପ (ବିଳାପ ୨:୧୫)

  • ସଦାପ୍ରଭୁ ତହିଁ ବିଦ୍ୟମାନ (ଯିହିଜିକଲ ୪୮:୩୫)

  • ସତ୍ୟନଗରୀ (ଯିଖରୀୟ ୮:୩)

  • ସଦାପ୍ରଭୁଙ୍କର ପବିତ୍ର ପର୍ବତ (ଯିଖରୀୟ ୮:୩)


Source: MacArthur Study Bible

1 comment:

Kindly give your suggestions or appreciation!!!