| What is the Particular Will of God? | |
| ଖ୍ରୀଷ୍ଟିଆନମାନେ ଈଶ୍ବରଙ୍କ ଇଚ୍ଛାକୁ ସେମାନଙ୍କ ଜୀବନର ଅଭ୍ୟାସ କରିବାକୁ ଚେଷ୍ଟା କରନ୍ତି - କିଛି କମ୍ ନୁହେଁ କି କିଛି ଅଧିକ ନୁହେଁ | ପ୍ରକୃତ ବିଶ୍ଵାସୀମାନଙ୍କ ପାଇଁ ଈଶ୍ବରଙ୍କ ବିଶେଷ ଇଚ୍ଛାର ବାଇବଲରେ ଅତି କମରେ ଦଶଟି ନିର୍ଦ୍ଦିଷ୍ଟ ବକ୍ତବ୍ୟ ଅଛି | | |
| ପରିତ୍ରାଣ | ୧ ତୀମଥି ୨:୪; ୨ ପିତର ୩:୯ |
| ବଳିଦାନ | ରୋମୀୟ ୧୨:୧,୨ |
| ଆତ୍ମା-ସଂଯମ | ଏଫିସୀୟ ୫:୧୭-୨୧ |
| ପବିତ୍ରତା | ୧ ଥେସଲନୀକୀୟ ୪:୩,୪ |
| ବଶୀଭୂତ | ୧ ପିତର ୨:୧୩-୧୫ |
| କୃତଜ୍ଞତା | ୧ ଥେସଲନୀକୀୟ ୫:୧୮ |
| ମାଗିବା/ପ୍ରାର୍ଥନା | ୧ ଯୋହନ ୫:୧୪, ୧୫ |
| ସେବା କରିବା | ଗୀତସଂହିତା ୧୦୩:୨୧ |
| ଦୁଖଃଭୋଗ | ୧ ପିତର ୩:୧୭; ୪:୧୯ |
| ମେଷପାଳକ | ୧ ପିତର ୫:୨ |
Source: MacArthur Bible Commentary

No comments:
Post a Comment
Kindly give your suggestions or appreciation!!!