BN

ଅନ୍ୟ ଖ୍ରୀଷ୍ଟିଆନମାନଙ୍କ ପାଇଁ କିପରି ପ୍ରାର୍ଥନା କରିବେ?

How to Pray for Other Christians?

From the Book of Colossians



୧। ଈଶ୍ବରଙ୍କ ନିକଟରେ ସେମାନଙ୍କର ବିଶ୍ୱାସ ଏବଂ ପରିବର୍ତ୍ତନ ଜୀବନ ନିମନ୍ତେ କୃତଜ୍ଞ ହୁଅନ୍ତୁ ବା ଧନ୍ୟବାଦ ଦିଅନ୍ତୁ ।(କଲସୀୟ ୧:୩)

୨। ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେମାନେ ତାଙ୍କର ଅଭିମତ ଜ୍ଞାତ ହୋଇ ସେହି ପ୍ରକାରେ ଜୀବନ ଯାପନ କରିବା ନିମନ୍ତେ ସାହାଯ୍ୟ କରିବେ। (କଲସୀୟ ୧:୯)

୩। ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେ ସେମାନଙ୍କୁ ଗଭୀର ଆତ୍ମିକ ଜ୍ଞାନ ଓ ବୁଦ୍ଧି ପ୍ରଦାନ କରିବେ । (କଲସୀୟ ୧:୧୦) 

୪। ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେମାନେ ତାଙ୍କ ନିମନ୍ତେ ବଞ୍ଚିବା ପାଇଁ ସାହାଯ୍ୟ କରିବେ (କଲସୀୟ ୧:୧୦) 

୫। ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେ ନିଜ ବିଷୟରେ ସେମାନଙ୍କୁ ଅଧିକ ଜ୍ଞାନ ପ୍ରଦାନ କରିବେ । (କଲସୀୟ ୧:୧୦) 

୬। ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେ ସେମାନଙ୍କୁ ଧୈର୍ଯ୍ୟଶୀଳ ଓ ସହନଶୀଳତା ହେବା ପାଇଁ ଶକ୍ତି ଦେବେ (କଲସୀୟ ୧:୧୧)

୭। ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ସେ ସେମାନଙ୍କୁ ଆନନ୍ଦ, ଶକ୍ତି ଏବଂ କୃତଜ୍ଞତା ରେ ପରିପୂର୍ଣ୍ଣ କରିବେ । (କଲସୀୟ ୧:୧୧,୧୨)


Source: Life Application Study Bible


1 comment:

Kindly give your suggestions or appreciation!!!