BN

ପ୍ରେରିତ ପୁସ୍ତକରେ ପରିବର୍ତ୍ତନ

 Conversion in the Book of Acts

ଶୁଣବିଶ୍ଵାସ କରମନପରିବର୍ତ୍ତନସ୍ଵୀକାରବାପ୍ତିସ୍ମ / ପରିତ୍ରାଣ
ପେଣ୍ଟିକଷ୍ଟପ୍ରେରିତ ୨: ୧୪ସୂଚିତ କଲେ (୩୭,୪୧ ପଦ)ମନପରିବର୍ତ୍ତନ (୩୭-୩୮ ପଦ)ଶିକ୍ଷା ପାଇଲେ (38 ପଦ); ବାପ୍ତିଜିତ ହେଲେ (୪୧ ପଦ)
ଶମିରୋଣ |ପ୍ରେରିତ ୮:୫ବିଶ୍ଵାସ କଲେ (୧୨,୧୩ ପଦ)ବାପ୍ତିଜିତ ହେଲେ (୧୨-୧୩, ୧୬ ପଦ)
ନପୁଂସକପ୍ରେରିତ ୮:୩୫-୩୯ଶିକ୍ଷିତ ହେଲେ ଓ ବିଶ୍ଵାସ କଲେ (୩୭ ପଦ)ସ୍ଵୀକାର କଲେ (୩୭ ପଦ)ବାପ୍ତିଜିତ ହେଲେ (୩୮ ପଦ)
ଶାଉଲପ୍ରେରିତ ୯:୨୨,୨୬ସୂଚିତ କଲେ (୯:୬; ୨୨:୧୦ ପଦ)ସୂଚିତ କଲେ (୯:୯,୧୧ ପଦ)ସୂଚିତ କଲେ (୯:୬;୨୨:୧୦)ଶିକ୍ଷା ପାଇଲେ (୨୨:୧୬); ବାପ୍ତିଜିତ ହେଲେ (୯:୧୮)
କର୍ଣ୍ଣୀଲିୟସ୍ପ୍ରେରିତ ୧୦-୧୧ଶିକ୍ଷା ପାଇଲେ (୧୦:୪୩)ସୂଚିତ କଲେ (୧୧:୮ ପଦ)ଆଜ୍ଞା ଦିଆଗଲା (୧୦:୪୭-୪୮)
ଲୁଦିଆପ୍ରେରିତ ୧୬:୧୩ସୂଚିତ କଲେ (୧୪ ପଦ)ବାପ୍ତିଜିତ ହେଲେ (୧୫ ପଦ)
କାରା ରକ୍ଷକକାରୀପ୍ରେରିତ ୧୬:୧୩ଶିକ୍ଷା ପାଇଲେ(୩୧ ପଦ)ବାପ୍ତିଜିତ ହେଲେ (୩୩ ପଦ)
କରିନ୍ଥୀୟପ୍ରେରିତ ୧୮:୮ବିଶ୍ଵାସ କଲେ (୮ ପଦ)ବାପ୍ତିଜିତ ହେଲେ (୮ ପଦ)
ଏଫିସୀୟପ୍ରେରିତ ୧୯:୧ଶିକ୍ଷା ପାଇଲେ(୪ ପଦ)ବାପ୍ତିଜିତ ହେଲେ (୫ ପଦ)

2 comments:

Kindly give your suggestions or appreciation!!!