ନର୍କ ବିଷୟରେ କେତୋଟି ବିଶେଷ ତଥ୍ୟ କଣ ??
ଏକ ସହର ବା ସ୍ଥାନ ଯାହାର କେବେଳ ପ୍ରବେଶ ଦ୍ଵାର ଅଛି, ପ୍ରସ୍ଥାନ ଦ୍ଵାର ନାହିଁ ।
ଏକ ସହର ଯେଉଁଠି କେବେ କାଳ ବା ଅବଧି ଶେଷ ହୁଏ ନାହିଁ ।
ଏକ ସହର ଯେଉଁଠାରେ ଦିନରାତି କାର୍ଯ୍ୟକଳାପ କେବେ ବନ୍ଦ ହୁଏ ନାହିଁ |
ଏକ ସହର ଯେଉଁଠାରେ କିଛି ପରିବର୍ତ୍ତନ ହୁଏ ନାହିଁ |
ଏକ ସହର ଯିଏ କେବେବି ନିଜ ସମ୍ବିଧାନ ପରିବର୍ତ୍ତନ କରେ ନାହିଁ ଏବଂ କେବେ କରିବ ନାହିଁ |
ଏକ ସହର ଯେଉଁଠାରେ ଜଳର ବୁନ୍ଦା ନାହିଁ |
ଏକ ସହର ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ପ୍ରତି ଧ୍ୟାନ କିମ୍ବା ସମ୍ମାନ ନାହିଁ କିନ୍ତୁ ଦୁଖଃରେ ପରିପୂର୍ଣ୍ଣ |
ଏକ ଅଶାନ୍ତ ସହର, ବା ବିଶ୍ରାମ ନଥିବା ନଗର |
ଏପରି ଏକ ସହର ଯେଉଁଠାରେ କେହି ହସନ୍ତି ନାହିଁ (କିନ୍ତୁ କେବଳ ଭୂତମାନେ ହସନ୍ତି)
ଅନ୍ଧକାରର ସହର, ଏକ ତଳହୀନ ଗର୍ତ୍ତ ଏବଂ ଅଗ୍ନିର ସମୁଦ୍ର |
ଏପରି ଏକ ସହର ଯେଉଁଠାରେ ଆଉ କେହି ପାପ କରିପାରିବେ ନାହିଁ |
ଏକ ସହର ଯେଉଁଠାରେ ସମସ୍ତେ ଅନୁତାପ କରନ୍ତି କିନ୍ତୁ କ୍ଷମା ଦିଆଯାଇନଥାଏ |
ଏକ ସାହାଯ୍ୟ କିମ୍ବା ସାହାଯ୍ୟକାରୀ ନଥିବା ନଗର |
ଏକ ସହର ଯେଉଁଠାରେ କେବେ ପ୍ରେମ ରହି ପାରେ ନାହିଁ କିନ୍ତୁ ଘୃଣା ଏବଂ ଅଭିଶାପ ରହେ |
ଏକ ସହର ଯେଉଁଠାରେ ସାଂସାରିକତା, ସ୍ପା (SPA) ଏବଂ ପବ୍(PUB) କଦାପି ନାହିଁ |
ଏକ ଅନନ୍ତ ଉପବାସର ସ୍ଥାନ / ସହର କିନ୍ତୁ ପ୍ରାର୍ଥନା ନାହିଁ |
ଏକ ସହର ଯେଉଁଠାରେ ଦୟା, ଏସି, କିମ୍ବା ଥଣ୍ଡା ପାନୀୟ ଜଳ ବି ନାହିଁ |
ମୃତ୍ୟୁ ନଥିବା ଏକ ସହର |
ଏକ ସହର ଯେଉଁଠାରେ ରୋଗ ଅଛି କିନ୍ତୁ କୌଣସି ଉପଶମ କିମ୍ବା ଔଷଧ ନାହିଁ |
ସବୁଠୁ ବଡ ସହର ହେଉଛି ନର୍କ | ଏହା କୌଣସି ଜୈବିକ ପ୍ରଜନନ ବିନା ପ୍ରତି ସେକେଣ୍ଡରେ ବଢିଥାଏ |
ସବୁଠାରୁ ଶକ୍ତିଶାଳୀ ସୁରକ୍ଷାର ସହର ଯେଉଁଠାରେ କୌଣସି ବ୍ୟକ୍ତି ନିଖୋଜ ହୋଇନାହାନ୍ତି |
ଏକ ସହର ଯେଉଁଠାରେ ନା କ୍ୟାଲେଣ୍ଡର ନା ନୂଆ ବର୍ଷ ଅଛି |
ଏକ ସହର ଯେଉଁଠାରେ ଭରସା ନାହିଁ |
ଏକ ସହର ଯେଉଁଠାରେ ସମସ୍ତ ମନୁଷ୍ୟ ଭୂତ ବା ରାକ୍ଷସରେ ପରିଣତ ହୁଅନ୍ତି |
କୌଣସି ସୌନ୍ଦର୍ଯ୍ୟ ଏବଂ କୌଣସି ସୌନ୍ଦର୍ଯ୍ୟର ସମ୍ଭାବ୍ୟ ନଥିବା ବା ଏକ ଅଦରକାରୀ ଏବଂ ଆକର୍ଷଣୀୟ ନଥିବା ସହର |
ନର୍କରୁ କିପରି ରକ୍ଷା ପାଇବେ?
ନର୍କରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ସ୍ୱର୍ଗକୁ ଯିବାକୁ ସ୍ଥିର କରିବା ବା ନିଷ୍ପତି ନେବା |
ଖ୍ରୀଷ୍ଟ ଯୀଶୁ ହିଁ ଏକମାତ୍ର ଯିଏ ନର୍କରୁ ରକ୍ଷା ପାଇବାରେ ସାହାଯ୍ୟ କରିପାରିବେ ଏବଂକୌଣସି ଧର୍ମ କିମ୍ବା ଅନ୍ୟ କୌଣସି ପସନ୍ଦ କିମ୍ବା ଉତ୍ତମ କାର୍ଯ୍ୟ ଦ୍ୱାରା ନୁହେଁ |
ନର୍କରୁ ରକ୍ଷା ପାଇବା ପାଇଁ ଏହା ହି କେବଳ ସମୟ ନିଜର ହୃଦୟକୁ ଶୁଚି କରି ପରିବର୍ତ୍ତନ କର ଯେପର୍ଯ୍ୟନ୍ତ ଏହି ପୃଥିବୀରେ ତୁମର ଶ୍ଵାସ ବାୟୁ ଚାଲିଛି ।
ଆକାଶ ତଳେ ଅନ୍ୟ କୌଣସି ନାମ ନାହିଁ ଯାହା ଦ୍ୱାରା ଆମେ ଉଦ୍ଧାର ପାଇପାରିବା, କେବଳ ଯୀଶୁଙ୍କ ନାମ ବ୍ୟତୀତ |
ଯୀଶୁ ହିଁ ଏକମାତ୍ର ମାର୍ଗ, ସତ୍ୟ ଏବଂ ଜୀବନ। ଈଶ୍ଵରଙ୍କୁ କେହି ଜାଣିପାରିବେ ନାହିଁ, ଈଶ୍ବରଙ୍କ ନିକଟକୁ ଯାଇପାରିବେ ନାହିଁ କିମ୍ବା ତାଙ୍କ ବିନା ସ୍ୱର୍ଗରେ ପ୍ରବେଶ କରିପାରିବେ ନାହିଁ ଯଦି ବର୍ତ୍ତମାନ ଯୀଶୁଙ୍କ ନିକଟକୁ ନ ଆସିବେ, ଯାହାର ପବିତ୍ର ରକ୍ତର ବଳି ଦ୍ୱାରା କ୍ଷମା କରାଯାଇଥାଏ ! ଆମ ପାପ ପାଇଁ ଦଣ୍ଡ ପାଇବା ପାଇଁ ସେ ଆମ ସ୍ଥାନରେ ବଳିଦାନ ଦେଇଥିଲେ ! ଦୟାକରି ବର୍ତ୍ତମାନ ମନପରିବର୍ତ୍ତନ କରନ୍ତୁ | ଆସନ୍ତାକାଲି ବହୁତ ବିଳମ୍ବ ହୋଇପାରେ | ଅଧିକ ଜାଣିବା ପାଇଁ, ପବିତ୍ର ବାଇବଲ ହେଉଛି ଏକ ପୁସ୍ତକ ଯାହାକୁ ତୁମେ ନିଜର ମୃତ୍ୟୁ ପୂର୍ବରୁ ନିଶ୍ଚୟ ପଢିବା ଉଚିତ ।

No comments:
Post a Comment
Kindly give your suggestions or appreciation!!!