BN

The Feasts of Israel (ଇସ୍ରାଏଲର ପର୍ବସବୁ)

ଇସ୍ରାଏଲର ପର୍ବସବୁ


ପର୍ବକଣ ପାଳନ କଲେମହତ୍ତ୍ଵ
ନିସ୍ତାର ପର୍ବ
ଯେତେବେଳେ ଈଶ୍ବର ମିସରରେ ଇସ୍ରାଏଲର ପ୍ରଥମଜାତ ସନ୍ତାନମାନଙ୍କର ଜୀବନ ରକ୍ଷା କଲେ ଏବଂ ଏବ୍ରୀୟମାନଙ୍କୁ ଦାସତ୍ୱରୁ ମୁକ୍ତ କଲେ |
ଲୋକମାନଙ୍କୁ ପରମେଶ୍ଵରଙ୍କ ମୁକ୍ତି କୁ ସ୍ମରଣ କରାଏ
ଏକ ଦିନ
ଲେବୀ ପୁସ୍ତକ ୨୩:୫
ତାଡିଶୂନ୍ୟ ରୋଟୀର ପର୍ବ
ମିସରରୁ ଯାତ୍ରା
ଲୋକଙ୍କୁ ପୁରାତନ ଜୀବନକୁ ପଛରେ ପକାଇ ଏକ ନୂତନ ଜୀବନ ଧାରାରେ ପ୍ରବେଶ କରିବା ବିଷୟ ସ୍ମରଣ କରାଏ
ସାତ ଦିନ
ଲେବୀ ପୁସ୍ତକ ୨୩:୬-୮
ପ୍ରଥମ ଫଳର ପର୍ବ
ଫସଲର ପ୍ରଥମ କଟା ଶସ୍ଯ
ଲୋକଙ୍କୁ ସ୍ମରଣ କରାଏ ଯେ ପରମେଶ୍ଵର କିପରି ସେମାଙ୍କୁ ସମସ୍ତ ବିଷୟ ଯୋଗାଇଲେ
ଏକ ଦିନ
ଲେବୀ ପୁସ୍ତକ ୨୩:୯-୧୪
ପେଣ୍ଟିକଷ୍ଟ
ଯଅ ଅମଳର ସମାପ୍ତି ଏବଂ ଗହମ ଅମଳର ଆରମ୍ଭ |
ପ୍ରଚୁର ଅମଳ ଉପରେ ଆନନ୍ଦ ଏବଂ ଧନ୍ୟବାଦ ଦେଖାଇଲେ |
ଏକ ଦିନ
ଲେବୀ ପୁସ୍ତକ ୨୩:୧୫-୨୨
ତୁରୀଧ୍ବନି ପର୍ବ
ସପ୍ତମ ମାସର ଆରମ୍ଭ
ଈଶ୍ଵରଙ୍କୁ ଆନନ୍ଦ ଏବଂ ଧନ୍ୟବାଦ ଜଣାଇଲେ |
ଏକ ଦିନ
ଲେବୀ ପୁସ୍ତକ ୨୩:୨୩-୨୫
ପ୍ରାୟଶ୍ଚିତ୍ତ ଦିବସ
ଲୋକମାନଙ୍କ ଏବଂ ଦେଶରୁ ପାପ ଦୂର କରିବା
ପରମେଶ୍ଵର ଙ୍କ ସହ ସହଭାଗୀତ ପୁନଃସ୍ଥାପନ
ଏକ ଦିନ
ଲେବୀ ପୁସ୍ତକ ୨୩: ୨୬-୩୨
ପତ୍ରକୁଟୀର ପର୍ବ
ମରୁଭୂମିରେ ଈଶ୍ବରଙ୍କ ସୁରକ୍ଷା ଏବଂ ମାର୍ଗଦର୍ଶନ |
ଈଶ୍ବରଙ୍କ ପ୍ରତି ଇସ୍ରାଏଲର ପ୍ରତିବଦ୍ଧତା ଏବଂ ତାଙ୍କ ମାର୍ଗଦର୍ଶନ ଓ ସୁରକ୍ଷା ଉପରେ ବିଶ୍ବାସ ବନବୀକରଣ କଲେ
ସାତ ଦିନ
ଲେବୀ ପୁସ୍ତକ ୨୩: ୩୩-୪୩

 

Source: Life Application Study Bible

No comments:

Post a Comment

Kindly give your suggestions or appreciation!!!