| ପରସ୍ପର ପ୍ରତି (ସକାରାତ୍ମକ ) | |
| ସ୍ନେହଶୀଳ ହୁଅ | ରୋମୀୟ ୧୨:୧୦ |
| ସମାଦରରେ ଶ୍ରେଷ୍ଠ ଜ୍ଞାନ କର | ରୋମୀୟ ୧୨:୧୦ |
| ଏକ ମନା ହୁଅ | ରୋମୀୟ ୧୨:୧୬ ; ୧୫:୫ |
| ନିଷ୍ଠା ଜନ୍ମାଅ | ରୋମୀୟ ୧୪:୧୯, ୧ ଥେସଲନୀକୀୟ ୫:୧୧ |
| ଶାନ୍ତିରେ ରୁହ | ରୋମୀୟ ୧୪:୧୯ |
| ଗ୍ରହଣ କର | ରୋମୀୟ ୧୫:୭ |
| ଚେତନା ଦିଅ | ରୋମୀୟ ୧୫:୧୪ |
| ନମସ୍କାର/ଶୁଭେଚ୍ଛା ଜଣାଅ | ରୋମୀୟ ୧୬:୧୬, ୧ କରି ୧୬:୨୦, ୨ କରି ୧୩:୧୨; ୧ ପିତର ୫:୧୪ |
| ସମଭାବରେ ମଙ୍ଗଳ ଚିନ୍ତା କର | ୧ କରିନ୍ଥୀୟ ୧୨:୨୫ |
| ସେବା କର | ଗାଲାତୀୟ ୫:୧୩ |
| ଭାର ବହନ କର | ଗାଲାତୀୟ ୬:୨ |
| ସହନଶୀଳ ହୁଅ | ଏଫିସୀୟ ୪:୨, କଲସୀୟ ୩:୧୩ |
| ସଦୟ ହୁଅ | ଏଫିସୀୟ ୪:୩୨ |
| ବଶୀଭୂତ ହୁଅ | ଏଫିସୀୟ ୫:୨୧ |
| ଆପଣାଠାରୁ ଶ୍ରେଷ୍ଠ ମନେ କର | ଫିଲିପ୍ପୀୟ ୨:୩ |
| କ୍ଷମା କର | କଲସୀୟ ୩:୧୩ |
| ମଙ୍ଗଳ କର | ୧ ଥେସଲନୀକୀୟ ୫:୧୫ |
| ପ୍ରବର୍ତ୍ତାଇବା ନିମନ୍ତେ ମନଯୋଗ କର | ଏବ୍ରୀ ୧୦:୨୪ |
| ପାପ ସ୍ଵୀକାର କର | ଯାକୁବ ୫:୧୬ |
| ପ୍ରାର୍ଥନା କର | ଯାକୁବ ୫:୧୬ |
| ଆତିଥ୍ୟ କର | ୧ ପିତର ୪:୯ |
| ନମ୍ର ହୁଅ | ୧ ପିତର ୫:୫ |
| ଜ୍ଯୋତିରେ ସହଭାଗିତା କର | ୧ ଯୋହନ ୧:୭ |
Source: MacArthur Bible Commentary

No comments:
Post a Comment
Kindly give your suggestions or appreciation!!!