BN

Burnt Offering (ହୋମବଳି)

 ହୋମବଳି

ଶାସ୍ତ୍ର ସନ୍ଦର୍ଭ 

  • ଲେବୀ ପୁସ୍ତକ ୧-୧୭, ୬:୮-୧୩

ଉଦ୍ଦେଶ୍ୟ

  • ପାପର ପ୍ରାୟଶ୍ଚିତ କରିବା (୧ :୪)

  • ଈଶ୍ବରଙ୍କ ନିକଟରେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ ପବିତ୍ରିକରଣ କରିବାକୁ ସୂଚୀତ କରାଏ; ତେଣୁ ଏହାକୁ “ସମ୍ପୂର୍ଣ୍ଣ ହୋମବଳି” କୁହାଯାଏ |

କେଉଁ ବିଷୟ ଅନ୍ତର୍ଭୁକ୍ତ

ନିଜର ଧନ ବା ବାହୁଲ୍ୟ ଅନୁଯାୟୀ:

  • ନିଖୁନ୍ତ ବୃଷ  (୧:୩-୯)

  • ନିଖୁନ୍ତ ପୁରୁଷ ମେଣ୍ଢା କିମ୍ବା ଛେଳି (୧:୧୦-୧୩)

  • ଘୁଘୁ ବା କାପ୍ତା ଛୁଆ (୧:୧୪-୧୭)

ଈଶ୍ବରଙ୍କ ଅଂଶ |

  • ଚର୍ମ ବ୍ୟତୀତ ହୋମବଳିର ସମ୍ପୂର୍ଣ୍ଣରୂପେ ବେଦି ଉପରେ ଦଗ୍ଧ କରାଯିବ  (୧:୯, ୭:୮) |

ଯାଜକର ଅଂଶ

  • କେବଳ ଚର୍ମ (୭:୮)

ଉତ୍ସର୍ଗକାରୀର ଅଂଶ: 

  • କିଛି ନୁହେଁ |

Source: MacArthur Bible Commentary

No comments:

Post a Comment

Kindly give your suggestions or appreciation!!!