BN

ବଳିଦାନ/ନୈବେଦ୍ୟ

ବଳିଦାନ/ନୈବେଦ୍ୟଉଦ୍ଦେଶ୍ୟମହତ୍ତ୍ଵଖ୍ରୀଷ୍ଟ, ସିଦ୍ଧ ବଳି
ହୋମବଳି
ପାପର ପ୍ରାୟଶ୍ଚିତ ରୂପେ ଗ୍ରାହ୍ୟ ହେବ
ଜଣେ ବ୍ୟକ୍ତି ଈଶ୍ବରଙ୍କ ପ୍ରତି ଭକ୍ତି ଦେଖାଇବା |
ଖ୍ରୀଷ୍ଟଙ୍କ ମୃତ୍ୟୁ ଏକ ସିଦ୍ଧ ଉପହାର ଥିଲା |
(ଲେବୀ ୧ - ସ୍ଵେଚ୍ଛାସେବୀ)
ଭକ୍ଷ୍ୟ ନୈବେଦ୍ୟ
ଉପାସନାରେ ଈଶ୍ବରଙ୍କୁ ଭକ୍ତି ଏବଂ ସମ୍ମାନ ପ୍ରଦର୍ଶନ କରିବା |
ଆମର ସମସ୍ତ ବିଷୟ ଈଶ୍ବରଙ୍କର ଅଟେ ବୋଲି ସ୍ଵୀକୃତ କରିବା|
ଖ୍ରୀଷ୍ଟ ଜଣେ ସିଦ୍ଧ ବ୍ୟକ୍ତି, ଯିଏ ନିଜକୁ ଈଶ୍ଵର ଏବଂ ଅନ୍ୟମାନଙ୍କୁ ସମର୍ପଣ କରିଥିଲେ |
(ଲେବ ୨ - ସ୍ୱେଚ୍ଛାସେବୀ)
ମଙ୍ଗଳାର୍ଥକ ବଳିଦାନ
ଈଶ୍ବରଙ୍କୁ କୃତଜ୍ଞତା ଜଣାଇବା |
ଈଶ୍ବରଙ୍କ ସହିତ ଶାନ୍ତି ଏବଂ ସହଭାଗୀତାର ପ୍ରତୀକ |
ଖ୍ରୀଷ୍ଟ ହେଉଛନ୍ତି ଈଶ୍ବରଙ୍କ ସହ ସହଭାଗୀ/ମିଳିତ ହେବାର ଏକମାତ୍ର ଉପାୟ |
(ଲେବୀ ୩- ସ୍ୱେଚ୍ଛାସେବୀ)
ପାପ ମୋଚନ ବଳିଦାନ
ଅପରିଷ୍କାର, ଅବହେଳା, କିମ୍ବା ଚିନ୍ତାର ଅଜାଣତରେ କରିଥିବା ପାପ ପାଇଁ ଦେୟ ଦେବା |
ପାପୀକୁ ଈଶ୍ବରଙ୍କ ସହଭାଗିତା ପାଇଁ ପୁନଃସ୍ଥାପନ କରିବା; ପାପର ଗମ୍ଭୀରତା(Seriourness of Sin) ଦେଖାଇବା |
ଖ୍ରୀଷ୍ଟଙ୍କ ମୃତ୍ୟୁ ଈଶ୍ବରଙ୍କ ସହ ଆମର ସହଭାଗିତାକୁ ପୁନଃସ୍ଥାପନ କରେ |
(ଲେବୀ ୪ - ଆବଶ୍ୟକ)
ଦୋଷାର୍ଥକ ବଳିଦାନ
ଈଶ୍ବର ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ କରିଥିବା ପାପ ପାଇଁ ଦେୟ ଦେବା | ଈଶ୍ବରଙ୍କୁ ବଳିଦାନ ଦିଆଯାଏ, ଏବଂ ଆହତ ବ୍ୟକ୍ତିଙ୍କୁ ପରିଶୋଧ କିମ୍ବା କ୍ଷତିପୂରଣ କରିବା |
ଆହତ ଦଳକୁ ପାଇଁ କ୍ଷତିପୂରଣ ପ୍ରଦାନ କରାଯିବା |
ଖ୍ରୀଷ୍ଟଙ୍କ ମୃତ୍ୟୁ ପାପର ଘାତକ ପରିଣାମ (Deadly Consequences) ଦୂର କରେ |
(ଲେବୀ ୫ - ଆବଶ୍ୟକ)

No comments:

Post a Comment

Kindly give your suggestions or appreciation!!!