BN

Our True Identity in Christ (WHO I AM)

 ଖ୍ରୀଷ୍ଟଙ୍କଠାରେ ଆମର ପ୍ରକୃତ ପରିଚୟ 

  • ରୋମୀୟ ୩:୨୪       ଆମେ ଧାର୍ମିକ ଗଣିତ ହୋଇଅଛୁ (ଘୋଷିତ ଯେ ଆମେ "ଦୋଷୀ ନୁହଁ") |

  • ରୋମୀୟ ୮:୧         ବର୍ତ୍ତମାନ ଆମ ପ୍ରତି କୌଣସି ଦଣ୍ଡାଜ୍ଞ ନାହିଁ ।

  • ରୋମୀୟ ୮:୨         ଆମେ ପାପର ବ୍ୟବସ୍ଥାରୁ ମୁକ୍ତି ପାଇଅଛୁ ଯାହା ମୁତ୍ୟୁଦାୟକ |

  • ୧ କରିନ୍ଥୀୟ ୧:୨       ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରେ ପବିତ୍ରକୃତ ଓ ଆହୁତ।

  • ୧ କରିନ୍ଥୀୟ ୧:୩୦    ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଧାର୍ମିକ ଓ ପବିତ୍ର ଅଟୁ।

  • ୧ କରିନ୍ଥୀୟ ୧୫:୨୨   ପୁନରୁତ୍ଥାନରେ ଆମ୍ଭେ ଖ୍ରୀଷ୍ଟଙ୍କ ଦ୍ଵାରା ଜୀବିତ ହେବୁ।

  • ୨ କରିନ୍ଥୀୟ ୫:୧୭     ଆମେ ନୂତନ ସୃଷ୍ଟି ହୋଇଅଛୁ  |

  • ୨ କରିନ୍ଥୀୟ ୫:୨୧      ଆମ୍ଭେମାନେ ପରମେଶ୍ୱରଙ୍କ ଧାର୍ମିକତା ସ୍ୱରୂପ ହେଉ।

  • ଗାଲାତୀୟ ୩:୨୮      ଆମ୍ଭେମାନେ ଅନ୍ୟ ସମସ୍ତ ବିଶ୍ଵାସୀ ସହିତ ଖ୍ରୀଷ୍ଟଙ୍କଠାରେ ଏକ |

  • ଏଫିସୀୟ ୧:୩         ଖ୍ରୀଷ୍ଟଙ୍କଠାରେ ଥିବା ପ୍ରତ୍ୟେକ ଆତ୍ମିକ ଆଶୀର୍ବାଦରେ ଆମେ ଆଶୀର୍ବାଦ ପ୍ରାପ୍ତ |

  • ଏଫିସୀୟ ୧:୪          ଆମେ ପବିତ୍ର ଏବଂ ଅନିନ୍ଦନୀୟ ।

  • ଏଫିସୀୟ ୧:୫,୬       ଆମକୁ ଈଶ୍ବରଙ୍କ ସନ୍ତାନ ଭାବରେ ଗ୍ରହଣ କରାଯାଇଛି |

  • ଏଫିସୀୟ ୧:୭          ଆମ୍ଭେମାନେ ଖ୍ରୀଷ୍ଟଙ୍କ ରକ୍ତ ଦ୍ଵାରା ମୁକ୍ତି ଅର୍ଥାତ ଅପରାଧସବୁରୁ କ୍ଷମା ପ୍ରାପ୍ତ ହୋଇଅଛୁ |

  • ଏଫିସୀୟ ୧:୧୦,୧୧    ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଅଧିକାର ସ୍ୱରୂପ ହୋଇଅଛୁ । 

  • ଏଫିସୀୟ ୧:୧୩       ପବିତ୍ର ଆତ୍ମା ​​ଦ୍ୱାରା ଆମେ ଈଶ୍ବରଙ୍କ ବୋଲି ମୁଦ୍ରାଙ୍କିତ ହୋଇଅଛୁ  |

  • ଏଫିସୀୟ ୨:୬          ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସ୍ବର୍ଗରେ ଉପବେଶନ କରାଇଅଛନ୍ତି |

  • ଏଫିସୀୟ ୨:୧୦        ଆମ୍ଭେମାନେ  ଈଶ୍ବରଙ୍କ ରଚନା |

  • ଏଫିସୀୟ ୩:୧୨ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ସାହସ ପୁଣି ଈଶ୍ବରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ ।

  • ଏଫିସୀୟ ୨:୧୩       ଆମ୍ଭେମାନେ ପରମେଶ୍ୱରଙ୍କ ନିକଟସ୍ଥ ହୋଇଅଛୁ ।

  • ଏଫିସୀୟ ୩:୬        ଆମେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆଶୀର୍ବାଦର ପ୍ରତିଜ୍ଞାର ଅଂଶୀଦାର ଅଟୁ  |

  • ଏଫିସୀୟ ୫:୨୯,୩୦ ଆମେ ଖ୍ରୀଷ୍ଟଙ୍କର ଶରୀର, ମଣ୍ଡଳୀର ସଦସ୍ୟ ଅଟୁ |

  • କଲସୀୟ ୨:୧୦        ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ବା ପୂର୍ଣ୍ଣତା ପ୍ରାପ୍ତ ହୋଇଅଛୁ ।

  • କଲସୀୟ ୨:୧୧        ଆମେ ଆମର ଶାରୀରିକ ସ୍ଵଭାବ ତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛୁ |

  • ୨ ତୀମଥି ୨:୧୦        ଆମ୍ଭେମାନେ ଅନନ୍ତ ଗୌରବ ସହିତ ଖ୍ରୀଷ୍ଟଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହୋଇଅଛୁ ।



Source: Life Application Study Bible

No comments:

Post a Comment

Kindly give your suggestions or appreciation!!!