For the word of God is alive and active. Sharper than any double-edged sword, it penetrates even to dividing soul and spirit, joints and marrow; it judges the thoughts and attitudes of the heart. Hebrews 4:12
ଇଲିୟେଜର: ଜଣେ ପ୍ରକୃତ ସେବକର ରୂପରେଖ
ELIEZER: OUTLINE OF A TRUE SERVANT
ଆପଣ କେବେ ଏହି ପ୍ରକାରର
ଦାୟିତ୍ଵର ନିକଟବର୍ତ୍ତୀ ହୋଇଅଛନ୍ତି କି ଯାହା ଏକାନ୍ତ ମନୋଭାବ ଏବଂ ଯତ୍ନଶୀଳ ଯୋଜନାରେ ଅନ୍ତର୍ଭୁକ୍ତ, ପୁଣି ଶେଷରେ ଯାହା ଈଶ୍ବରଙ୍କଠାରେ
ନିର୍ଭରଶୀଳ ?
·
ଚ୍ୟାଲେଞ୍ଜକୁ
ଗ୍ରହଣ କଲେ ଆଦି
୨୪:୩, ୯
·
ବିକଳ୍ପଗୁଡ଼ିକୁ
ପରୀକ୍ଷା କଲେ ଆଦି
୨୪:୫
·
ନିର୍ଦ୍ଦେଶାବଳୀ
ଅନୁସରଣ କରିବାକୁ ପ୍ରତିଜ୍ଞା କଲେ ଆଦି
୨୪:୯
·
ଯୋଜନା
କଲେ ଆଦି
୨୪:୧୨-୧୪
·
ଈଶ୍ବରଙ୍କ
ଯୋଜନାରେ ସମର୍ପିତ ହେଲେ ଆଦି
୨୪:୧୨-୧୪
·
ମାର୍ଗ
ଦର୍ଶନ ନିମନ୍ତେ ପ୍ରାର୍ଥନା କଲେ ଆଦି
୨୪:୧୨-୧୪
·
ଈଶ୍ବର
କାର୍ଯ୍ୟ କରିବା ନିମନ୍ତେ ଗୋଟିଏ ନୀତି ଯୋଜନା କଲେ ଆଦି
୨୪:୧୨-୧୪
·
ଅପେକ୍ଷା
କଲେ ଆଦି
୨୪:୨୧
·
ଅତି
ନିକଟରୁ ଦେଖିଲେ ଆଦି
୨୪:୨୧
·
କୃତଜ୍ଞତା
ସହିତ ଉତ୍ତର ଗ୍ରହଣ କଲେ ଆଦି
୨୪:୨୬
·
ସଂପୃକ୍ତ
ପକ୍ଷମାନଙ୍କୁ ପରିସ୍ଥିତିକୁ ବର୍ଣ୍ଣନା କଲେ ଆଦି
୨୪:୩୪-୪୯
·
ଅନାବଶ୍ୟକ
ବିଳମ୍ବକୁ ପ୍ରତ୍ୟାଖ୍ୟାନ କଲେ ଆଦି
୨୪:୫୬
·
ପୁରା
ଯୋଜନା ସହିତ ଅନୁସରଣ କଲେ ଆଦି
୨୪:୬୬
ବ୍ୟବସ୍ଥା ସହ ଖ୍ରୀଷ୍ଟଙ୍କ ସମ୍ପର୍କ କଣ??
ବ୍ୟବସ୍ଥା ସହ ଖ୍ରୀଷ୍ଟଙ୍କ ସମ୍ପର୍କ ।
ମୋଶାଙ୍କ ବ୍ୟବସ୍ଥା ସହିତ ଖ୍ରୀଷ୍ଟଙ୍କ ସମ୍ପର୍କର ସଂକ୍ଷିପ୍ତ ବିବରଣ:
(୧) ଖ୍ରୀଷ୍ଟ ବ୍ୟବସ୍ଥାଧୀନ ହୋଇଥିଲେ (ଗାଲାତୀୟ ୪:୪) ।
(୨) ସେ ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ଆଜ୍ଞାବହ ହୋଇ ଜୀବନ ଯାପନ କଲେ (ମାଥିଉ ୧୭:୫; ଯୋହନ ୮:୪୬; ୧ମ ପିତର ୨:୨୧-୨୩) ।
(୩) ଯିହୁଦୀମାନଙ୍କ ନିମନ୍ତେ ସେ ବ୍ୟବସ୍ଥାର ଜଣେ ମନ୍ତ୍ରୀ ଥିଲେ, ସେ ରାବ୍ବି ମାନଙ୍କର ଅତ୍ୟାଧୁନିକତାରୁ ମୁକ୍ତ କରି, ସେମାନଙ୍କ ଉପରେ ଲାଗୁ କରୁଥିଲେ ଯେଉଁମାନେ ଏହାକୁ ପାଳନ କରିବାକୁ ସ୍ଵୀକାର କରୁଥିଲେ । (ଉଦାହରଣ ସ୍ୱରୂପ ଲୂକ ୧୦:୨୫-୩୭), କିନ୍ତୁ
ମୋଶାଙ୍କ ଚୁକ୍ତି ଅଧୀନରେ ପିତୃପୁରୁଷଙ୍କ ନିକଟରେ ଦିଆଯାଇଥିବା ପ୍ରତିଜ୍ଞାକୁ ଦୃଢ କରୁଥିଲେ (ରୋମୀୟ ୧୫:୮; ଯାତ୍ରା ୧୯:୫) |
(୪) ସେ ତାହାଙ୍କ ପବିତ୍ର ଜୀବନ ଏବଂ ବଳିଦାନର ମୃତ୍ୟୁ ଦ୍ୱାରା ବ୍ୟବସ୍ଥାକୁ ସଫଳ କଲେ (ଏବ୍ରୀ ୯:୧୧-୨୮) ।
(୫) ସେ, ବ୍ୟବସ୍ଥାର ଅଭିଶାପ ବହନ କଲେ, ଯାହା ଦ୍ବାରା ଯେଉଁମାନେ ବିଶ୍ବାସ କରନ୍ତି (ଗାଲାତୀୟ ୩:୧୩-୧୪) ସେମାନଙ୍କ ନିମନ୍ତେ ଅବ୍ରହାମଙ୍କୁ ଦିଆଯାଇଥିବା ଚୁକ୍ତି (ଆଦିପୁସ୍ତକ ୧୨:୨) ସଫଳ ହୁଏ ।
(୬) ସେ ଆପଣା ଉଦ୍ଧାରର କାର୍ଯ୍ୟ ଦ୍ୱାରା ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କୁ ବ୍ୟବସ୍ଥାଧୀନ ଦାସତ୍ୱରୁ ପୁତ୍ରତ୍ୱର ସ୍ଥାନକୁ ସ୍ଥାନାନ୍ତର କଲେ (ଗାଲାତୀୟ ୪:୧-୭) ।
(୭) ସେ ଆପଣା ରକ୍ତ ଦ୍ୱାରା ନୂତନ ଚୁକ୍ତିର (ଏବ୍ରୀ ୮:୮ ) ନିଶ୍ଚିତତା ଏବଂ ଅନୁଗ୍ରହର ମଧ୍ୟସ୍ଥ ହେଲେ ଯେଉଁଠାରେ ସମସ୍ତ ବିଶ୍ୱାସୀ ଭରସା କରନ୍ତି (ରୋମୀୟ ୫:୨), ତେଣୁ ପବିତ୍ର ଆତ୍ମାଙ୍କ ଦ୍ଵାରା ଧାର୍ମିକ ଜୀବନ ଯାପନ କରି "ଖ୍ରୀଷ୍ଟଙ୍କ ବ୍ୟବସ୍ଥା" ପ୍ରତିଷ୍ଠା କରିପାରିଥିଲେ ।