BN

ଆମେ କିପରି ଶାନ୍ତି ଖୋଜୁ?

 ପଥ ନିର୍ମାତା



ଜଣେ ବ୍ୟକ୍ତି ଥରେ ନିଜ ଏବଂ ପଡ଼ୋଶୀ ମଧ୍ୟରେ ଏକ ବାଡ଼ ନିର୍ମାଣ କରିଥିଲେ, ଯାହାକୁ ସେ ପସନ୍ଦ କରୁନଥିଲେ | ତା’ପରେ ଈଶ୍ବର ତାଙ୍କୁ ଶାନ୍ତି ସ୍ଥାପନ କରିବାକୁ କହିଥିଲେ। ଆଖିରେ ଲୁହ ଆସି ସେ ବାଡ ଭାଙ୍ଗି ଦେଲେ ଏବଂ ସେହି କାଠ ବ୍ୟବହାର କରି ତାଙ୍କ ଦ୍ୱାରରୁ ପଡ଼ୋଶୀଙ୍କ ଦ୍ୱାର ପର୍ଯ୍ୟନ୍ତ ରାସ୍ତା ତିଆରି କଲେ |


ଶତ୍ରୁତା, କୁସଂସ୍କାର ଏବଂ ଶ୍ରେଷ୍ଠତାର ବାଡ଼ ଯୋଗୁଁ ଆମ ଦୁନିଆ ଯନ୍ତ୍ରଣା ଦେଉଛି | ଈଶ୍ବର ଆମକୁ ବାଡ଼ ବଦଳରେ ରାସ୍ତା ନିର୍ମାଣ କରିବାକୁ ଡାକନ୍ତି |


କଲସୀୟ ୩:୮-୧୫


ଲୋକଙ୍କ ମଧ୍ୟରେ ବିଭାଜନ ଏବଂ ଶତ୍ରୁତାକୁ କାହିଁକି ଅତିକ୍ରମ କରିବା?


ଯେତେବେଳେ ଆମେ ଯୀଶୁଙ୍କୁ ଅନୁସରଣ କରୁ, ଆମେ ଆଉ ମୁଖ୍ୟତଃ ଆମର ଶ୍ରେଣୀ, ସଂସ୍କୃତି, ଜାତି କିମ୍ବା ଲିଙ୍ଗ ଦ୍ୱାରା ନୁହେଁ ବରଂ ଈଶ୍ବରଙ୍କ ନୂତନ ପରିଚୟ ଦ୍ୱାରା (୧୦ ପଦ) ଈଶ୍ବରଙ୍କ ପ୍ରିୟ ଏବଂ ମନୋନୀତ ଲୋକ ଭାବରେ ପରିଚିତ | ଏହାର ଅର୍ଥ ହେଉଛି ଯେ ଜଣେ ନାଇଜେରିଆ ଖ୍ରୀଷ୍ଟିଆନଙ୍କ ଆମେରିକୀୟ କିମ୍ବା ଚାଇନିଜ୍ ଖ୍ରୀଷ୍ଟିଆନଙ୍କ ସହିତ ସେମାନଙ୍କର ଅଣ-ଖ୍ରୀଷ୍ଟିଆନ ନାଇଜେରିଆ ବନ୍ଧୁଙ୍କ ତୁଳନାରେ ଅଧିକ ସମାନତା ଅଛି! ଈଶ୍ବରଙ୍କ ସହିତ ଆମର ସାଧାରଣ ସମ୍ପର୍କ ଦ୍ୱାରା ଆମେ ଏକତ୍ରିତ | ତେଣୁ ଆମେ ଆମର ଜାତି, ସଂସ୍କୃତି ଶ୍ରେଣୀ, ଲିଙ୍ଗ, ଶିକ୍ଷାର ସ୍ତର ଏବଂ ଧନ ସ୍ତର ଦ୍ୱାରା ବିଭକ୍ତ ନୁହଁ | ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି ଏବଂ ସମସ୍ତଙ୍କଠାରେ ବାସ କରନ୍ତି (୧୧ ପଦ) |


ଆମେ କିପରି ଶାନ୍ତି ଖୋଜୁ?

  • କ୍ରୋଧ, ରାଗ, ହିଂସା, ନିନ୍ଦା, ମୁଖରୁ କୁତ୍ସିତ ବାକ୍ୟ ପରିତ୍ୟାଗ କର (୮ ପଦ)

  • ସାଧୁ, ପ୍ରିୟ ଲୋକ, କୋମଳ ହୃଦୟ, ଦୟା, ନମ୍ରତା, ମୃଦୁତା ଓ ଦୀର୍ଘ ସହିଷ୍ଣୁତ ପରିଧାନ କର । ପରସ୍ପର ପ୍ରତି ସହନଶୀଳ ହୁଅ ଏବଂ  କ୍ଷମା କର  (୧୨-୧୩ ପଦ)

  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଈଶ୍ବରଙ୍କ ପ୍ରେମକୁ ଆମକୁ ଏକତା ଏବଂ ଶାନ୍ତିରେ ବାନ୍ଧିବାକୁ ଦିଅନ୍ତୁ । (୧୪-୧୫ ପଦ)

  • ପରିବର୍ତ୍ତନ ନିଶ୍ଚିତ ଭାବରେ ଚର୍ଚ୍ଚରୁ ଆରମ୍ଭ ହେବ (୧୨ ପଦ)

 

ଆମେ କାହିଁକି ଶାନ୍ତି ଖୋଜୁ?


  ଯଦି ଈଶ୍ବରଙ୍କ ଲୋକମାନେ ଶାନ୍ତି ସ୍ଥାପନ କରିବାକୁ ଜାଣନ୍ତି ନାହିଁ, ତେବେ ସେମାନଙ୍କର କୌଣସି ଭରସା ନାହିଁ | ଶାନ୍ତିକାରକ  ହୁଅ (ମାଥିଉ  ୫:୯) | ପବିତ୍ର ଆତ୍ମା ଆପଣଙ୍କୁ ମାର୍ଗଦର୍ଶନ କରିବେ ଏବଂ ଶକ୍ତିଶାଳୀ କରିବେ |


Source: Reach 4 Life!!



हम शांति की तलाश कैसे करते हैं?

 पथ-निर्माता



एक बार एक आदमी ने अपने और अपने पड़ोसी के बीच एक बाड़ का निर्माण किया, जिसे वह पसंद नहीं करता था। तब परमेश्वर ने उसे शांति बनाने के लिए कहा। अपनी आंखों में आंसू लिए, उसने बाड़ को तोड़ दिया और उसी लकड़ी का उपयोग करके अपने दरवाजे से पड़ोसी के दरवाजे तक जाने का रास्ता बनाया।

हमारी दुनिया दुश्मनी, पूर्वाग्रह और श्रेष्ठता की बाड़ के कारण आहत हो रही है। परमेश्वर हमें बाड़ के बजाय पथ बनाने के लिए कहते हैं।

कुलुस्सियों 3:8-15

लोगों के बीच विभाजन और शत्रुता को क्यों दूर करें?

जब हम यीशु का अनुसरण करते हैं, तो हम अब मुख्य रूप से हमारे वर्ग, संस्कृति, जाति या लिंग से नहीं बल्कि परमेश्वर में हमारी नई पहचान (v10) द्वारा परमेश्वर के प्रिय और चुने हुए लोगों के रूप में पहचाने जाते हैं। इसका मतलब है कि एक नाइजीरियाई मसीही के पास एक अमेरिकी या चीनी मसीही के साथ उनके गैर-मसीही नाइजीरियाई मित्र के मुकाबले ज्यादा समानता है! हम परमेश्वर के साथ अपने सामान्य संबंध से एकजुट हैं। इसलिए हम अपनी जाति, संस्कृति वर्ग, लिंग, शिक्षा के स्तर और धन के स्तर से विभाजित नहीं हैं। मसीह सब है और सब में है (व11)

हम शांति की तलाश कैसे करते हैं?


  • क्रोध और घृणा से मुक्त हो जाओ (v8)

  • दयालु, विनम्र और कोमल बनो; धैर्यवान, क्षमाशील और प्रेममय बनो (v12-13)

  • सबसे महत्वपूर्ण बात, परमेश्वर के प्रेम को हमें एकता और शांति में एक साथ बांधने की अनुमति दें (v14-15)

  • परिवर्तन चर्च से शुरू होना चाहिए (v12)


हम शांति की तलाश क्यों करते हैं?

 यदि परमेश्वर के लोग शांति बनाना नहीं जानते हैं, तो कोई आशा नहीं है। शांतिदूत बनें (मत्ती 5:9)। पवित्र आत्मा आपको मार्गदर्शन और मजबूती प्रदान करेगा।
 

Source : Reach4Life

ଅନ୍ୟ କୌଣସି ମାର୍ଗ ନ ଥିଲା🤔

 ଅନ୍ୟ କୌଣସି ମାର୍ଗ ନ ଥିଲା??

Wasn't There Any Other Way?

ପଠନ: ମାର୍କ ୮:୨୭-୩୩

ଯୀଶୁ କହିଲେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ….. ହତ ହେବାକୁ ହେବ ପୁଣି ତିନିଦିନ ପରେ ପୁନରୁତ୍ଥାନ କରିବାକୁ ହେବ । (ମାର୍କ ୮:୩୧)

ମୋର ବନ୍ଧୁ ଡେଭିଡ୍ ଜଣେ ଖ୍ରୀଷ୍ଟିଆନ ଥିଲେ, ତଥାପି ନିଜର ନିଷ୍ପାପ ପୁତ୍ରଙ୍କୁ ଦୋଷୀ ଲୋକମାନଙ୍କ ପକ୍ଷରୁ ଏତେ ନିର୍ମମ ଭାବରେ ଦଣ୍ଡିତ ହେବା ପାଇଁ ଅନୁମତି ଦେଇଥିବାରୁ ସେ ଈଶ୍ୱରଙ୍କ ନ୍ୟାୟ  ଉପରେ ପ୍ରଶ୍ନ ଉଠାଇଥିଲେ । କୃଶ ଉପରେ ଖ୍ରୀଷ୍ଟଙ୍କ ଭୟଙ୍କର ମୃତ୍ୟୁର ଅର୍ଥ କରୁଥିବା ସମୟରେ ଡେଭିଡ୍ ଅତ୍ୟନ୍ତ ବିଦ୍ରୋହୀ ହୋଇ ଉଠିଥିଲେ। ଦିନେ ସେ "କାହିଁକି?" ବୋଲି ଚିତ୍କାର କରିବାବେଳେ ଈଶ୍ୱର ଏହି ଚିନ୍ତା ଦ୍ୱାରା ତାଙ୍କ ବିଚଳିତ ମନକୁ ସାନ୍ତ୍ଵନା ଦେଇଥିଲେ, "ଏହା ଏକମାତ୍ର ମାର୍ଗ ଥିଲା"

ପ୍ରଭୁଙ୍କର ଜଣେ ଶିଷ୍ୟ, ପିତରଙ୍କ ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟ ବୁଝିବାରେ ସମାନ ପ୍ରକାରର ସମସ୍ୟା ଥିଲା । ଯୀଶୁ "ଈଶ୍ୱରଙ୍କର ଖ୍ରୀଷ୍ଟ" ବୋଲି ସେ ଜାଣିଥିଲେ (ଲୁକ ୯:୨୦), ମାତ୍ର ତାଙ୍କୁ ଦୁଖଭୋଗ କରିବାକୁ, ନିହତ ହେବାକୁ, ଓ ପୁନରୁତ୍ଥିତ ହେବାକୁ ପଡିବ ବୋଲି ଯେତେବେଳେ ଯୀଶୁ ଶିକ୍ଷାଦେଲେ, ସେତେବେଳେ ସେ ତାଙ୍କୁ ଅନୁଯୋଗ କରିଥିଲେ (ମାର୍କ ୮: ୩୧-୩୨) ନିଷ୍ପାପ ଖ୍ରୀଷ୍ଟଙ୍କ ଉପରେ ଏପ୍ରକାର ଏକ ଅନ୍ୟାୟକୁ ସେ ସହ୍ୟ କରିପାରି ନ ଥିଲେ । ଏହାର ଉତ୍ତରରେ ଯୀଶୁ ପିତରଙ୍କୁ ଭର୍ତ୍ସନା  କରିଥିଲେ କାରଣ ସେ ଅଜାଣତରେ ଏକ ଶୟତାନିକ ଦୃଷ୍ଟି କୋଣ ପ୍ରକାଶ କରିଥିଲେ । ଈଶ୍ଵର ଯେପରି ଚିନ୍ତା କରନ୍ତି, ସେପରି ଚିନ୍ତା ନ କରି ସେ ଏକ ମନୁଷ୍ୟ ଭଳି ଚିନ୍ତା କରିଥିଲେ (୩୩ ପଦ) । କ୍ଷମା ଯୋଗାଇବା ପାଇଁ ତାଙ୍କର ମୃତ୍ୟୁ ଆବଶ୍ୟକ ଥିଲା ବୋଲି ସେ ଜାଣିଥିଲେ, କାରଣ "ରକ୍ତପାତ ବିନୁ ପାପମୋଚନ ନାହିଁ" (ଏବ୍ରୀ ୯:୨୨) 

କୃଶ ଉପରେ ଯୀଶୁ ଆମ ପାପର ଦଣ୍ଡ ପାଇଁ ମୂଲ୍ୟ ପରିଶୋଧ କରିଥିଲେ, ମାତ୍ର ସେନିମନ୍ତେ ଥିବା ତାଙ୍କ ପ୍ରେମ ଯୋଗୁ ଏହା ସ୍ୱେଇଚ୍ଛା କରିଥିଲେ । ଯଦିଓ ତାଙ୍କର ଭୟଙ୍କର ମୃତ୍ୟୁ ସମ୍ପୂର୍ଣ ଭାବେ ତାଙ୍କର ଯୋଗ୍ୟ ନ ଥିଲା, ତଥାପି ଏପରି ଅନ୍ୟ କୌଣସି ମାର୍ଗ ନ ଥିଲା , ଯଦ୍ୱାରା  ସେ ଆମକୁ ରକ୍ଷା କରିପାରିଥା'ନ୍ତେ  । ଆଜି ଆପଣମାନେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି କି?

ବିଚାରକର୍ତ୍ତାଗଣ

 The Judges

ବିଚାରପତିବର୍ଣ୍ଣନାବିଚାରର ବର୍ଷ
ଅତ୍ନୀୟେଲଅରାମର ରାଜା କୂଶନଙ୍କ ଦ୍ୱାରା ନିର୍ଯାତିତ ହେବାର ୮ ବର୍ଷ ପରେ ଅତ୍ନୀୟେଲ ଯୁଦ୍ଧକୁ ଯାଇ ଇସ୍ରାଏଲକୁ ଉଦ୍ଧାର କରିଥିଲେ।୪୦ ବର୍ଷ
ଏହୂଦମୋୟାବୀୟ ରାଜା ଇଗ୍ଳୋନଙ୍କ ଠାରୁ ୧୮ ବର୍ଷର ନିର୍ଯାତନା ପରେ ଏହୂଦ ଇଗ୍ଲୋନଙ୍କୁ ହତ୍ୟା କରିଥିଲେ,ମୋୟାବଙ୍କ ବିରୋଧରେ ଯୁଦ୍ଧକୁ ଯାଇଥିଲେ ଏବଂ ବିଜୟୀ ହୋଇଥିଲେ।୮୦ ବର୍ଷ
ଶମଗରଶମଗର ପଶୁମାନଙ୍କୁ ସାଙ୍ଗରେ ନେବା ପାଇଁ ବ୍ୟବହୃତ ଏକ ଗୋକଣ୍ଟକ ପାଞ୍ଚଣ ଅସ୍ତ୍ରରେ ୬୦୦ ପଲେଷ୍ଟୀୟଙ୍କୁ ହତ୍ୟା କରିଥିଲେଅଜ୍ଞାତ
ଦବୋରା ଓ ବାରକକିଣାନର ରାଜା ଯାବୀନଙ୍କ ଦ୍ୱାରା ୨୦ ବର୍ଷର ଦମନ ପରେ, ଦବୋରା ଓ ବାରାକଙ୍କୁ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲେ । ବାରାକ ଯୁଦ୍ଧ ଜିତିଥିଲେ।୪୦ ବର୍ଷ
ଗିଦିୟୋନମିଦୀୟନଙ୍କ ଦ୍ୱାରା ୭ ବର୍ଷର ନିର୍ଯାତନା ପରେ, ତୂରୀ ଓ ଘୋଡା ବ୍ୟବହାର କରି, ଗିଦିୟୋନ ମାତ୍ର ୩୦୦ ପୁରୁଷଙ୍କ ସହିତ ମିଦୀୟନମାନଙ୍କୁ ପରାସ୍ତ କରିଥିଲେ |୪୦ ବର୍ଷ
ତୋଲୟପୂୟାଙ୍କ ପୁତ୍ର ଇଷାଖର ବଂଶୀୟ ଦୋଦୟର ପୌତ୍ର, ସେ ଇଫ୍ରୟିମ ପର୍ବତମୟ ଦେଶସ୍ଥ ଶାମୀରରେ ବାସ କଲେ୨୩ ବର୍ଷ
ଯାୟୀରଗିଲୀୟଦୀୟ ଜଣେ ବ୍ୟକ୍ତି ଥିଲେ ଯାହାର ୩୦ ପୁଅ ଥିଲେ, ଯେଉଁମାନେ ୩୦ ଟି ଗଧ ଚଢୁଥିଲେ ଏବଂ ଗିଲୀୟଦରେ ୩୦ ଟି ସହର |୨୨ ବର୍ଷ
ଯିପ୍ତହଯିପ୍ତହ ଆମ୍ମୋନୀୟଙ୍କ ୧୮ ବର୍ଷ ନିର୍ଯାତନା ପରେ ଏବଂ ସଦାପ୍ରଭୁଙ୍କ ସହ ଶପଥ କରି ଇସ୍ରାଏଲକୁ ଉଦ୍ଧାର କଲେ୬ ବର୍ଷ
ଇବ୍ସନ୍ଇବ୍ସାନ୍ ବେଥଲିହିମୀର ଥିଲେ । ତାଙ୍କର ୩୦ ପୁଅ ଏବଂ ୩୦ ଝିଅ ଥିଲେ ।୭ ବର୍ଷ
ଏଲୋନ୍ଏଲୋନ୍ ସବୂଲୂନ ବଂଶର ଥିଲେ୧୦ ବର୍ଷ
ଅବ୍ଦୋନ୍ହିଲ୍ଲେଲଙ୍କ ପୁଅ ଅବ୍ଦୋନ ଯାହାର ୪୦ ପୁଅ ଏବଂ ୩୦ ନାତିନାତୁଣୀ ଥିଲେ, ୭୦ ଟି ଗଧ ଚଢିଥିଲେ୮ ବର୍ଷ
ଶାମଶୋନଜଣେ ନାସରୀୟ ଥିଲେ ଯାହାର ଅଲୌକିକ ଶକ୍ତି ଥିଲା | ସେ ଥୋମଣି ହାଡରେ ୧୦୦୦ ପଲେଷ୍ଟୀୟଙ୍କୁ ହତ୍ୟା କରିଥିଲେ; ସେମାନଙ୍କ ମନ୍ଦିରକୁ ଧ୍ଵଂସ କଲେ୨୦ ବର୍ଷ

न्यायाधीश

 THE JUDGES



न्यायाधीशवर्णनकितने वर्ष न्याय किया
ओत्नीएलअराम के राजा कुशन से उत्पीड़न के 8 साल बाद, ओत्नीएल युद्ध में गया और इस्राएल को छुड़ाया।40 साल
एहुदमोआब के राजा एग्लोन से उत्पीड़न के 18 वर्षों के बाद, एहुद ने एग्लोन को मार डाला, मोआब के खिलाफ युद्ध के लिए गया था और विजयी हुआ।80 साल
शमगरशमगर ने जानवरों को साथ ले जाने के लिए इस्तेमाल किए जाने वाले एक प्रहार में उपयोग होने वाले हथियार के साथ 600 पलिश्तियों को मार डालाअज्ञात
देबोराह20 साल के बाद कनान के राजा याबीन के दमन के कारण, दबोरा ने बराक को आक्रमण करने के लिए उत्साहित किया। युद्ध में बराक विजयी हुआ।40 साल
गिदोनमिद्यानीयो द्वारा उत्पीड़न के 7 वर्षों के बाद, तुरही और घड़े का उपयोग कर, गिदोन केवल 300 पुरुषों के साथ मिद्यानियों को पराजित किया।40 साल
तोलापूआ का बेटा दोदो इस्साकार के गोत्र से था, वह एप्रैम में रहता था23 वर्ष
याईरगिलाद से एक आदमी था जिसके 30 बेटे हैं जो 30 गदहो पर सवार थे ,और उनके गिलाद में 30 शहर थे।22 वर्ष
यिप्तह18 वर्ष के बाद अम्मोनीयो के ज़ुल्म से यिप्तह ने यहोवा से मन्नत मानकर इस्राएल को छुड़ाया6 वर्ष
इब्सानइब्सान बेतलेहेम का था। उनके 30 बेटे और 30 बेटियां थीं।7 साल
ऐलानएलोन जबूलून के गोत्रा से था10 साल
अब्दोनअब्दोन, हिल्लेल का पुत्र जिसके 40 बेटे और 30 पोते थे, जो 70 गदहो पर सवार थे8 साल
शिमशोनएक नजीर था जिसमे अलौकिक शक्ति थी । उसने 1,000 पलिश्तियों को गदेह की जबड़े की हड्डी से मार डाला; एक पलिश्ती आराधनालय को नष्ट कर दिया20 साल